ଚତୁର୍ଥୀ ପୂର୍ବରୁ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲଡ ଲାଇନ୍

The Sakala Picture
Published On

ଜଗତସିଂହପୁର: ସରିଲା ବାହାଘର । ଧୂମଧାମରେ କନ୍ୟାକୁ ନେଇ ଆସିଲା ବର। ହେଲେ ଚତୁର୍ଥୀ ପୂର୍ବରୁ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲଡ ଲାଇନ। କୁଜଙ୍ଗ ବାହାରାକଣ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏହି ଚଢାଉରେ ପୁଲିସ, ଚାଇଲଡ଼ଲାଇନ ଓ ସିଡ଼ିପିଙ୍କ ମିଳିତ ଉଦ୍ୟମରେ ହୋଇଥିଲା। ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇ ସିଡବ୍ଲୁସିରେ ହସ୍ତାନ୍ତର କରାଯାଇଛି । ତେବେ ନାବାଳିକାଙ୍କୁ ୧୭ ବର୍ଷ ୪ ମାସ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

18 Jul 2023 By The Sakala

ଚତୁର୍ଥୀ ପୂର୍ବରୁ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲଡ ଲାଇନ୍

ଜଗତସିଂହପୁର: ସରିଲା ବାହାଘର । ଧୂମଧାମରେ କନ୍ୟାକୁ ନେଇ ଆସିଲା ବର। ହେଲେ ଚତୁର୍ଥୀ ପୂର୍ବରୁ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲଡ ଲାଇନ। କୁଜଙ୍ଗ ବାହାରାକଣ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏହି ଚଢାଉରେ ପୁଲିସ, ଚାଇଲଡ଼ଲାଇନ ଓ ସିଡ଼ିପିଙ୍କ ମିଳିତ ଉଦ୍ୟମରେ ହୋଇଥିଲା। ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇ ସିଡବ୍ଲୁସିରେ ହସ୍ତାନ୍ତର କରାଯାଇଛି । ତେବେ ନାବାଳିକାଙ୍କୁ ୧୭ ବର୍ଷ ୪ ମାସ ହୋଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର