ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆଇଟିଆଇ ଛାତ୍ରଙ୍କ ମୃତ୍ଯୁ

The Sakala Picture
Published On

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ମାକିଡ଼ିଆ ଗ୍ରାମର ଜଣେ ଆଇ.ଟି.ଆଇ ଛାତ୍ରଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଉକ୍ତ ଗ୍ରାମର କୃଷ୍ଣଚନ୍ଦ୍ର ପେଡ଼ିଙ୍କ ପୁତ୍ର ଅନୁପମ ପେଡି ( ୨୪ ) । ସୂଚନା ଅନୁଯାୟୀ,  କୃଷ୍ଣଚନ୍ଦ୍ର ପେଡ଼ିଙ୍କ ପୁତ୍ର ଅନୁପମ ପେଡି  ଅପରାହ୍ନରେ ଘରେ କିଛି ବୈଦ୍ୟୁତିକ ସରଞ୍ଜାମ ମରାମତି କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇଥିଲେ ପରିବାରର […]

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ମାକିଡ଼ିଆ ଗ୍ରାମର ଜଣେ ଆଇ.ଟି.ଆଇ ଛାତ୍ରଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଉକ୍ତ ଗ୍ରାମର କୃଷ୍ଣଚନ୍ଦ୍ର ପେଡ଼ିଙ୍କ ପୁତ୍ର ଅନୁପମ ପେଡି ( ୨୪ ) ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ଘଟଣା: ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ, ଗିରଫ ସଂଖ୍ୟା ୧୮କୁ ବୃଦ୍ଧି

ସୂଚନା ଅନୁଯାୟୀ,  କୃଷ୍ଣଚନ୍ଦ୍ର ପେଡ଼ିଙ୍କ ପୁତ୍ର ଅନୁପମ ପେଡି  ଅପରାହ୍ନରେ ଘରେ କିଛି ବୈଦ୍ୟୁତିକ ସରଞ୍ଜାମ ମରାମତି କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇଥିଲେ ପରିବାରର ଲୋକମାନେ ନିକଟସ୍ଥ ହାତୀଗଡ ଡାକ୍ତର ଖାନାକୁ ନେଇ ଆସିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଅନୁପମ ବାରିପଦା ସ୍ଥିତ ତକତପୁର ଆଇ.ଟି.ଆଇର ଛାତ୍ର ଥିଲେ ।କରୋନା ଯୋଗୁଁ କିଛି ମାସ ଧରି ଘରେ ରହିଥିଲେ। ତାଙ୍କ ମୃତ୍ୟୁରେ ସେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଶିମିଳିପାଳରୁ ଆସିଲା ଖୁସି ଖବର: ବାଘୁଣୀ ଜିନ୍ନତ ହେଲା ମା', ୪ଶାବକଙ୍କୁ ଦେଲା ଜନ୍ମ

06 Aug 2021 By The Sakala

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆଇଟିଆଇ ଛାତ୍ରଙ୍କ ମୃତ୍ଯୁ

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ମାକିଡ଼ିଆ ଗ୍ରାମର ଜଣେ ଆଇ.ଟି.ଆଇ ଛାତ୍ରଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଉକ୍ତ ଗ୍ରାମର କୃଷ୍ଣଚନ୍ଦ୍ର ପେଡ଼ିଙ୍କ ପୁତ୍ର ଅନୁପମ ପେଡି ( ୨୪ ) ।

ସୂଚନା ଅନୁଯାୟୀ,  କୃଷ୍ଣଚନ୍ଦ୍ର ପେଡ଼ିଙ୍କ ପୁତ୍ର ଅନୁପମ ପେଡି  ଅପରାହ୍ନରେ ଘରେ କିଛି ବୈଦ୍ୟୁତିକ ସରଞ୍ଜାମ ମରାମତି କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇଥିଲେ ପରିବାରର ଲୋକମାନେ ନିକଟସ୍ଥ ହାତୀଗଡ ଡାକ୍ତର ଖାନାକୁ ନେଇ ଆସିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଅନୁପମ ବାରିପଦା ସ୍ଥିତ ତକତପୁର ଆଇ.ଟି.ଆଇର ଛାତ୍ର ଥିଲେ ।କରୋନା ଯୋଗୁଁ କିଛି ମାସ ଧରି ଘରେ ରହିଥିଲେ। ତାଙ୍କ ମୃତ୍ୟୁରେ ସେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର