ଆଇସିସି ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କିଏ ପାଇଲେ ସ୍ଥାନ….

The Sakala Picture
Published On

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ଦଳ ପକ୍ଷରୁ ମୋଟ ୨୦ ଜଣଙ୍କ ନାଁ ଘୋଷଣା କରାଯାଇଛି। ତେବେ ସେଥିମଧ୍ଯରୁ ୪ ଜଣଙ୍କୁ ଷ୍ଟାଣ୍ଡବାଏ ରଖାଯାଇଛି। ରୋହିତ ଶର୍ମାଙ୍କ ଉପରେ ଦଳର ଅଧିନାୟକ ଦାୟିତ୍ବ ଭାର ରହିଥିବା ବେଳେ କେଏଲ. ରାହୁଲଙ୍କୁ ଉପ – ଅଧିନାୟକ ଦାୟିତ୍ବି ମିଳିଛି। ଦଳକୁ ଜସପ୍ରିତ୍‌ ବୁମ୍‌ରାହ  ଓ ଅକ୍ଷର ପଟେଳ ଫେରିଛନ୍ତି। ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ […]

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ଦଳ ପକ୍ଷରୁ ମୋଟ ୨୦ ଜଣଙ୍କ ନାଁ ଘୋଷଣା କରାଯାଇଛି। ତେବେ ସେଥିମଧ୍ଯରୁ ୪ ଜଣଙ୍କୁ ଷ୍ଟାଣ୍ଡବାଏ ରଖାଯାଇଛି। ରୋହିତ ଶର୍ମାଙ୍କ ଉପରେ ଦଳର ଅଧିନାୟକ ଦାୟିତ୍ବ ଭାର ରହିଥିବା ବେଳେ କେଏଲ. ରାହୁଲଙ୍କୁ ଉପ – ଅଧିନାୟକ ଦାୟିତ୍ବି ମିଳିଛି। ଦଳକୁ ଜସପ୍ରିତ୍‌ ବୁମ୍‌ରାହ  ଓ ଅକ୍ଷର ପଟେଳ ଫେରିଛନ୍ତି।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ଯକୁମାର ଯାଦବ, ରିଷଭ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନୀ, ଦୀପକ ହୁଡ୍ଡା, ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ଜସପ୍ରିତ୍‌ ବୁମ୍‌ରାହ, ହର୍ଷଲ ପଟେଲ୍‌, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଅକ୍ଷର ପଟେଲ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଷ୍ଟାଣ୍ଡବାଏ ଖେଳାଳୀ- ମହମ୍ମଦ ଶାମୀ, ଶ୍ରେୟାସ ଆୟର, ରବି ବିଷ୍ଣୋଈ, ଦୀପକ ଚହର

12 Sep 2022 By The Sakala

ଆଇସିସି ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କିଏ ପାଇଲେ ସ୍ଥାନ….

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ଦଳ ପକ୍ଷରୁ ମୋଟ ୨୦ ଜଣଙ୍କ ନାଁ ଘୋଷଣା କରାଯାଇଛି। ତେବେ ସେଥିମଧ୍ଯରୁ ୪ ଜଣଙ୍କୁ ଷ୍ଟାଣ୍ଡବାଏ ରଖାଯାଇଛି। ରୋହିତ ଶର୍ମାଙ୍କ ଉପରେ ଦଳର ଅଧିନାୟକ ଦାୟିତ୍ବ ଭାର ରହିଥିବା ବେଳେ କେଏଲ. ରାହୁଲଙ୍କୁ ଉପ – ଅଧିନାୟକ ଦାୟିତ୍ବି ମିଳିଛି। ଦଳକୁ ଜସପ୍ରିତ୍‌ ବୁମ୍‌ରାହ  ଓ ଅକ୍ଷର ପଟେଳ ଫେରିଛନ୍ତି।

ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ଯକୁମାର ଯାଦବ, ରିଷଭ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନୀ, ଦୀପକ ହୁଡ୍ଡା, ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ଜସପ୍ରିତ୍‌ ବୁମ୍‌ରାହ, ହର୍ଷଲ ପଟେଲ୍‌, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଅକ୍ଷର ପଟେଲ ।

ଷ୍ଟାଣ୍ଡବାଏ ଖେଳାଳୀ- ମହମ୍ମଦ ଶାମୀ, ଶ୍ରେୟାସ ଆୟର, ରବି ବିଷ୍ଣୋଈ, ଦୀପକ ଚହର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର