ରାଜଧାନୀରେ ହକି ଫିଭର: ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ପୁରୁଷ ହକି ଟିମ୍

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ହକି ଫିଭର । ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ପୁରୁଷ ହକି ଟିମ୍। ବିଶ୍ୱକପ୍ ଖେଳିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ଟିମର ସମସ୍ତ ଖେଲାଳି।  ହକି ଟିମକୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ ବିଶ୍ବକପ । ରାଉରକେଲା ଓ ଭୁବନେଶ୍ବରରେ ସମସ୍ତ ମ୍ୟାଚ ଖେଳାଯିବ। ଭାରତୀୟ ଟିମରେ ୨ ଓଡ଼ିଆ ଖେଳାଳି ସମିଲ ଅଛନ୍ତି। ଭାରତ ଜାନୁଆରୀ ୧୩ରେ ସ୍ପେନ ବିପକ୍ଷରେ ପ୍ରଥମ ମ୍ୟାଚ […]

ଭୁବନେଶ୍ବର: ରାଜଧାନୀରେ ହକି ଫିଭର । ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ପୁରୁଷ ହକି ଟିମ୍। ବିଶ୍ୱକପ୍ ଖେଳିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ଟିମର ସମସ୍ତ ଖେଲାଳି।  ହକି ଟିମକୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ ବିଶ୍ବକପ । ରାଉରକେଲା ଓ ଭୁବନେଶ୍ବରରେ ସମସ୍ତ ମ୍ୟାଚ ଖେଳାଯିବ। ଭାରତୀୟ ଟିମରେ ୨ ଓଡ଼ିଆ ଖେଳାଳି ସମିଲ ଅଛନ୍ତି। ଭାରତ ଜାନୁଆରୀ ୧୩ରେ ସ୍ପେନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର