FIH Men’s Hockey World Cup
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ପୁରୁଷ ହକି ବିଶ୍ୱକପ୍ ୨୦୨୩: ଆଜି ଗ୍ରାଣ୍ଡ ଫାଇନାଲରେ ବେଲଜିୟମ ଓ ଜର୍ମାନୀ ଭିତରେ ହେବ ମହାମୁକାବିଲା
Published On
By The Sakala
ଭୁବନେଶ୍ୱର: ଏଫ୍ଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍-୨୦୨୩ର ଗ୍ରାଣ୍ଡ ଫାଇନାଲ ଗତଥରର ବିଜେତା ବେଲଜିୟମ ଓ ୨ଥର ଟାଇଟଲ ଜିତିଥିବା ଜର୍ମାନୀ ମଧ୍ୟରେ ଖେଳାଯିବ। ବିଶ୍ୱରେ ହକି ଖେଳ ଆୟୋଜନ ଲାଗି ଖ୍ୟାତି ଲାଭ କରିଥିବା ଐତିହାସିକ କଳିଙ୍ଗ ଷ୍ଟାଡିୟମ୍ରେ ରବିବାର ରାତି ୭ଟାରେ ଏହି ମହାମୁକାବିଲା ଖେଳାଯିବ। ଦର୍ଶକ, ପ୍ରଶାସକ, ସମର୍ଥକଙ୍କ ସାମ୍ନାରେ ଗତ ଏକମାସ ଧରି ଓଡ଼ିଶାରେ ଚାଲିଥିବା ହକି ମହୋତ୍ସବର ଏହି ମୁକାବିଲା ପରେ ଶେଷ ହେବ। ଅନ୍ୟପକ୍ଷରେ କହିବାକୁ ଗଲେ ଓଡ଼ିଶାରେ […]
ଅଷ୍ଟ୍ରେଲିଆକୁ ୪-୩ ଗୋଲ୍ରେ ହରାଇ ହକି ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଜର୍ମାନୀ
Published On
By The Sakala
ଭୁବନେଶ୍ୱର: ହକି ବିଶ୍ୱକପ୍ ଫାଇନାଲରେ ଜର୍ମାନୀ । ୪-୩ ଗୋଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ପୁରୁଷ ହକି ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଜର୍ମାନୀ । ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ରେ ଆଗୁଆ ରହିଥିଲା ଅଷ୍ଟ୍ରେଲିଆ । କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ । ଶେଷ ୧୦ ସେକେଣ୍ଡରେ ବାଜି ପଲଟିଗଲା । ୩ୟ କ୍ବାର୍ଟରରେ ଜର୍ମାନି ଗୋଟିଏ ଗୋଲ୍ ଦେଇଥିବା ବେଳେ ଶେଷ କ୍ବାର୍ଟରରେ ୩ଟି ଗୋଲ୍ ମାରିଥିଲା। ଶେଷ ମୁହୂର୍ତ୍ତରେ ଗୋଲ୍ ଦେଇ […]
ହକି ବିଶ୍ବକପ୍ ୨୦୨୩ : ସୁଟ ଆଉଟରେ ଇଂଲଣ୍ଡକୁ ହରାଇ ତୃତୀୟ ଦଳ ଭାବେ ସେମିରେ ଜର୍ମାନି
Published On
By The Sakala
ଭୁବନେଶ୍ବର : ହକି ବିଶ୍ବକପ୍ ୨୦୨୩ରେ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଜର୍ମାନି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା କ୍ବାଟର ଫାଇନାଲ ମ୍ୟାଚରେ ଜର୍ମାନି ପେନାଲ୍ଟି ଶୁଟ ଆଉଟ୍ ରେ ୪-୩ ଗୋଲରେ ଇଂଲଣ୍ଡକୁ ହରାଇ ସେମି ଫାଇନାଲରେ ନିଜ ଜାଗା ପକ୍କା କରିଛି। ଆଜି ଖେଳାଯାଉଥିବା ହକି ବିଶ୍ବକପ୍ ୨୦୨୩ର ତୃତୀୟ କ୍ଵାଟର ଫାଇନାଲରେ ଇଂଲଣ୍ଡ ଆଉ ଜର୍ମାନି ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ସଂପୂର୍ଣ୍ଣ ସମୟ ଶେଷ ହେବା ପରେ ଉଭୟ […]
ହକି ବିଶ୍ବକପ୍ ୨୦୨୩ : ଜାପାନକୁ ୩-୦ ଗୋଲରେ ହରାଇଲା ଜର୍ମାନୀ
Published On
By The Sakala
ଭୁବନେଶ୍ବର : ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ଅଷ୍ଟମ ମ୍ୟାଚ୍ରେ ଜାପାନ ବିପକ୍ଷରେ ଦମ୍ଦାର ବିଜୟ ହାସଲ କରି ଜର୍ମାନୀ ତାର ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଜାପାନକୁ ୩-୦ ଗୋଲରେ ହରାଇଛି ଜର୍ମାନୀ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଜର୍ମାନୀ ପ୍ରଥମରୁ ଭଲ ପଦର୍ଶନ କରିଆସୁଥିଲେ ମଧ୍ୟ ଗୋଲ କରିବାରେ ସକ୍ଷମ ହୋଇନଥିଲା। ଉଭୟ ଜର୍ମାନୀ ଓ ଜାପାନ ଦଳର ଖେଳାଳି ପ୍ରଥମ […]
ଆଜି ହକି ବିଶ୍ୱକପର ଦ୍ଵିତୀୟ ଦିନ, ଖେଳାଯିବ ୪ଟି ମ୍ୟାଚ୍
Published On
By The Sakala
ଭୁବନେଶ୍ୱର: ଆଜି ହକି ବିଶ୍ୱକପର ଦ୍ଵିତୀୟ ଦିନରେ ପ୍ରଥମେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଚିଲି । ଦିନ ଗୋଟାଏରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ ହେବ । ଏହି ମ୍ୟାଚ ପରେ ଦିନ ୩ଟାରେ ନେଦରଲ୍ୟାଣ୍ଡ୍ସ ଓ ମାଲେସିଆ ମଧ୍ୟରେ ମ୍ୟାଚ ହେବ । ଏହି ମ୍ୟାଚଟି ମଧ୍ୟ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ଆଜି ରାଉରକେଲାରେ ଏହି ଦୁଇଟି ମ୍ୟାଚ ପରେ ସଂଧ୍ୟା ୫ଟାରେ ବେଲଜିୟମ ଓ କୋରିଆ […]
ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ସାଉଥ ଆଫ୍ରିକାକୁ ୧-୦ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଆର୍ଜେଣ୍ଟିନା
Published On
By The Sakala
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଥିବା ହକି ବିଶ୍ଵକପର ପ୍ରଥମ ମ୍ୟାଚ୍ ଶେଷ ହୋଇଛି । ଆଜିର ପ୍ରଥମ ମ୍ୟାଚରେ ଶେଷ ହୋଇଥିଲେ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଟିମ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଜିତିଛି । ଉଭୟ ଦଳ ମଧ୍ୟରେ କଡା ଟକ୍କର ହେଇଥିଲେ ବି ତୃତୀୟ ହାଫରେ ଆର୍ଜେଣ୍ଟିନା ଦଳ ସାଉଥ୍ ଆଫ୍ରିକାକୁ ଗୋଟିଏ ଗୋଲ ଦେଇଥିଲା। ‘ହକି ବିଶ୍ୱକପ ୨୦୨୩’ର ପ୍ରଥମ ମ୍ୟାଚ […]
ହକି ବିଶ୍ବକପ୍ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ଭୁବନେଶ୍ବର, ମୁତୟନ ହେବେ ୫୦ ପ୍ଲାଟୁନ ପୁଲିସ ଫୋର୍ସ
Published On
By The Sakala
ଭୁବନେଶ୍ବର : ରାଜଧାନୀରେ ଧରି ଆସିଲାଣି ହକି ଫିଭର୍। ଭାରତ ହକି ଖେଳାଳି ଓ ବିଦେଶୀ ପର୍ଯ୍ୟଟକ ଭୁବନେଶ୍ୱରକୁ ଆସିଲେଣି। ଆଉ ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନକ୍ସା ପ୍ରସ୍ତୁତ କରିଛି କମିସନରେଟ୍ ପୁଲିସ। ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା ସହ ସହରର ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ଲାଗି କମିସନରେଟ୍ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ତେବେ ହକି ବିଶ୍ବକପ୍ ସମୟରେ ବିଜୁ […]
ବାରବାଟୀରେ ହକି ବିଶ୍ବକପ ଉଦ୍ଘାଟନୀ ଉତ୍ସବ ପାଇଁ ଆଜିଠୁ ଅନଲାଇନରେ ଟିକଟ ବିକ୍ରି, ଜାଣନ୍ତୁ କେତେ ରହିଛି ଟିକଟ୍ ଦାମ୍…..
Published On
By The Sakala
କଟକ : ମହାସମାରୋହରେ ପାଳନ କରାଯିବ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ। ବଲିଉଡ ତାରକା ରଣବୀର ସିଂହ, ଦିଶା ପଟାନୀ ଯୋଗଦେବେ। କୋରିଆନ୍ କେ-ପପ୍ ଗ୍ରୁପ ‘ବ୍ଲାକସ୍ୱାନ’ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିବ। ଜାନୁଆରୀ ୧୧ରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ଆଜିଠୁ ଠାରୁ ଟିକଟ ବିକ୍ରି କରାଯିବ। ଅନଲାଇନ୍ ପ୍ଲାଟଫର୍ମ ପେଟିଏମ ଇନସାଇଡରରେ ଟିକଟ ଉପଲବ୍ଧ ରହିବ। ଆଜି ଦିନ ୧୨ଟା ଠାରୁ ଦର୍ଶକମାନେ ଏହି ଟିକଟ କିଣିପାରିବେ। ଟିକଟ […]
ରାଜଧାନୀରେ ହକି ଫିଭର: ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ପୁରୁଷ ହକି ଟିମ୍
Published On
By The Sakala
ଭୁବନେଶ୍ବର: ରାଜଧାନୀରେ ହକି ଫିଭର । ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ପୁରୁଷ ହକି ଟିମ୍। ବିଶ୍ୱକପ୍ ଖେଳିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ଟିମର ସମସ୍ତ ଖେଲାଳି। ହକି ଟିମକୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ ବିଶ୍ବକପ । ରାଉରକେଲା ଓ ଭୁବନେଶ୍ବରରେ ସମସ୍ତ ମ୍ୟାଚ ଖେଳାଯିବ। ଭାରତୀୟ ଟିମରେ ୨ ଓଡ଼ିଆ ଖେଳାଳି ସମିଲ ଅଛନ୍ତି। ଭାରତ ଜାନୁଆରୀ ୧୩ରେ ସ୍ପେନ ବିପକ୍ଷରେ ପ୍ରଥମ ମ୍ୟାଚ […]



