ହକି ବିଶ୍ବକପ୍‌ରେ ଭାରତର ଅଭି‌ଯାନ ଶେଷ, କ୍ରସ୍ ଓଭର ମ୍ୟାଚର ପେନାଲ୍ଟି ସୁଟ୍‌ଆଉଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

The Sakala Picture
Published On

ହକି ବିଶ୍ୱକପ: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଭାରତର ଅଭିଯାନ ଶେଷ ହୋଇଛି। ପେନାଲ୍ଟି ସୁଟ୍‌ଆଉଟ୍‌ରେ ପରାସ୍ତ ହେବା ପରେ ଟିମ୍‌ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ କ୍ରସ ଓଭର ମ୍ୟାଚରେ ଉଭୟଙ୍କ ମଧ୍ଯରେ କଡା ଟକ୍କର ଦେଖିବାକୁ ମିଳିଥିଲା । ୪ର୍ଥ  କ୍ବାର୍ଟର ଯାଏ ଦମଦାର ମ୍ୟାଚ ଦେଖିବାକୁ ମିଳିିଥିଲା । ଉଭୟ ଦଳ ୩ – ୩ ଗୋଲ ଦେଇ ମ୍ୟାଚକୁ ବରାବର କରିଥିଲେ। ପରେ ସୁଟଆଉଟ […]

ହକି ବିଶ୍ୱକପ: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଭାରତର ଅଭିଯାନ ଶେଷ ହୋଇଛି। ପେନାଲ୍ଟି ସୁଟ୍‌ଆଉଟ୍‌ରେ ପରାସ୍ତ ହେବା ପରେ ଟିମ୍‌ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ କ୍ରସ ଓଭର ମ୍ୟାଚରେ ଉଭୟଙ୍କ ମଧ୍ଯରେ କଡା ଟକ୍କର ଦେଖିବାକୁ ମିଳିଥିଲା । ୪ର୍ଥ  କ୍ବାର୍ଟର ଯାଏ ଦମଦାର ମ୍ୟାଚ ଦେଖିବାକୁ ମିଳିିଥିଲା । ଉଭୟ ଦଳ ୩ – ୩ ଗୋଲ ଦେଇ ମ୍ୟାଚକୁ ବରାବର କରିଥିଲେ। ପରେ ସୁଟଆଉଟ ଖେଳାଯାଇଥିଲା । ସୁଟଆଉଟ ପର୍ଯ୍ୟାୟରେ ପୁଣି ସ୍ଥିତି ବରାବର ହୋଇଥିଲା। ପୁଣି ଥରେ ସୁଟଆଉଟ ହୋଇଥିଲେ। ଏହି ପର୍ଯ୍ଯାୟରେ ଭାରତ ପରାଜୟ ହୋଇଥିଲା। ଫଳରେ ଭାରତର ବିଶ୍ୱକପ ଅଭିଯାନ ଶେଷ ହୋଇଛି। ଏଥିସହ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ଆସନ୍ତା ୨୪ ତାରିଖରେ ବେଲଜିୟମ୍କୁ ଭେଟିବ। ଏହି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

22 Jan 2023 By The Sakala

ହକି ବିଶ୍ବକପ୍‌ରେ ଭାରତର ଅଭି‌ଯାନ ଶେଷ, କ୍ରସ୍ ଓଭର ମ୍ୟାଚର ପେନାଲ୍ଟି ସୁଟ୍‌ଆଉଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

ହକି ବିଶ୍ୱକପ: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଭାରତର ଅଭିଯାନ ଶେଷ ହୋଇଛି। ପେନାଲ୍ଟି ସୁଟ୍‌ଆଉଟ୍‌ରେ ପରାସ୍ତ ହେବା ପରେ ଟିମ୍‌ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ କ୍ରସ ଓଭର ମ୍ୟାଚରେ ଉଭୟଙ୍କ ମଧ୍ଯରେ କଡା ଟକ୍କର ଦେଖିବାକୁ ମିଳିଥିଲା । ୪ର୍ଥ  କ୍ବାର୍ଟର ଯାଏ ଦମଦାର ମ୍ୟାଚ ଦେଖିବାକୁ ମିଳିିଥିଲା । ଉଭୟ ଦଳ ୩ – ୩ ଗୋଲ ଦେଇ ମ୍ୟାଚକୁ ବରାବର କରିଥିଲେ। ପରେ ସୁଟଆଉଟ ଖେଳାଯାଇଥିଲା । ସୁଟଆଉଟ ପର୍ଯ୍ୟାୟରେ ପୁଣି ସ୍ଥିତି ବରାବର ହୋଇଥିଲା। ପୁଣି ଥରେ ସୁଟଆଉଟ ହୋଇଥିଲେ। ଏହି ପର୍ଯ୍ଯାୟରେ ଭାରତ ପରାଜୟ ହୋଇଥିଲା। ଫଳରେ ଭାରତର ବିଶ୍ୱକପ ଅଭିଯାନ ଶେଷ ହୋଇଛି। ଏଥିସହ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ଆସନ୍ତା ୨୪ ତାରିଖରେ ବେଲଜିୟମ୍କୁ ଭେଟିବ। ଏହି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

https://www.thesakala.in/latest-odisha-news/india-lost-from-new-zealand-in-kalinga-stadium-world-cup-hockey-2023/article-18341
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର