ମନୋରଞ୍ଜନ
ଓଡ଼ିଶା
ବସକୁ ଧକ୍କା ଦେଲା ହାଇୱା: ୩ ଶ୍ରମିକଙ୍କ ମୃତ୍ଯୁ, ୧୦ ଗୁରୁତର
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ସରବାହଲ ବଇପାସରେ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଶ୍ରମିକଙ୍କ ମୃତ୍ଯୁ ଘଟିଛି। ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଭୂଷଣ କମ୍ପାନୀର ବସକୁ ହାଇୱା ଧକ୍କା ଦେଇଥିବା ଜଣାପଡ଼ିଛି। ଭୂଷଣ କମ୍ପାନୀର ଶ୍ରମିକଙ୍କୁ ନେଇ ଝାରସୁଗୁଡାରୁ ବସ ଫେରୁଥିଲା।

ଆହୁରି ପଢ଼ନ୍ତୁ: ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ
16 Sep 2022
By The Sakala
ବସକୁ ଧକ୍କା ଦେଲା ହାଇୱା: ୩ ଶ୍ରମିକଙ୍କ ମୃତ୍ଯୁ, ୧୦ ଗୁରୁତର
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ସରବାହଲ ବଇପାସରେ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଶ୍ରମିକଙ୍କ ମୃତ୍ଯୁ ଘଟିଛି। ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଭୂଷଣ କମ୍ପାନୀର ବସକୁ ହାଇୱା ଧକ୍କା ଦେଇଥିବା ଜଣାପଡ଼ିଛି। ଭୂଷଣ କମ୍ପାନୀର ଶ୍ରମିକଙ୍କୁ ନେଇ ଝାରସୁଗୁଡାରୁ ବସ ଫେରୁଥିଲା।
⊕ https://www.thesakala.in/latest-odisha-news/hiwa-hit-the-bus-3-workers-died-10-seriously-injured/article-15024