ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜନ ଲାଗି ଆରମ୍ଭ ହେଲା ପ୍ରସ୍ତୁତି ପର୍ବ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜନ ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ଏଥିପାଇଁ ଉତ୍ତରଦ୍ୱାର ପାର୍ଶ୍ଵ ମଠ ନିକଟରେ କରାଯାଇଛି ଯଜ୍ଞବେଦୀ ଓ ଭୂମିପୂଜନ ଶିଳାନ୍ୟାସ ସ୍ଥଳ । ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜା ଗୁଆ ଟେକି ବ୍ରାହ୍ମଣ ବରଣ କରିଥିବା ବେଳେ ମଧ୍ୟାହ୍ନ ୧୨ଟାରେ ଅଙ୍କୁରାରୋପଣ ଓ ସୋମବାରଠାରୁ ଆରମ୍ଭ ହେବ ଯଜ୍ଞ। ସେପଟେ ୨୪ ତାରିଖରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଯୋଗଦେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ମାର୍ଗର […]
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜନ ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ଏଥିପାଇଁ ଉତ୍ତରଦ୍ୱାର ପାର୍ଶ୍ଵ ମଠ ନିକଟରେ କରାଯାଇଛି ଯଜ୍ଞବେଦୀ ଓ ଭୂମିପୂଜନ ଶିଳାନ୍ୟାସ ସ୍ଥଳ । ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜା ଗୁଆ ଟେକି ବ୍ରାହ୍ମଣ ବରଣ କରିଥିବା ବେଳେ ମଧ୍ୟାହ୍ନ ୧୨ଟାରେ ଅଙ୍କୁରାରୋପଣ ଓ ସୋମବାରଠାରୁ ଆରମ୍ଭ ହେବ ଯଜ୍ଞ। ସେପଟେ ୨୪ ତାରିଖରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଯୋଗଦେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ମାର୍ଗର ଶିଳାନ୍ୟାସ କରିବେ। ତେବେ ସମୟ ଅବଧି ପୂର୍ବରୁ ଶେଷ କରିବାକୁ ସେବାୟତ ଦାବି କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । ୨୧ରେ ଅଙ୍କୁରାରୋପଣ, ୨୨ ଓ ୨୩ ତାରିଖରେ ହେବ ଯଜ୍ଞ। ୨୪ରେ ହେବ ପୂର୍ଣ୍ଣାହୁତି ସହ ଶିଳାନ୍ୟାସ। ୨୪ ତାରିଖ ପୂର୍ଣ୍ଣାହୁତି ଦିନ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।