ବାଇକ ସହ ଭାସିଗଲେ ପରିବାରର ୩ ସଦସ୍ୟ : ବାପା ବର୍ତ୍ତିଗଲେ; ମା’ ଓ ପୁଅ ନିଖୋଜ

The Sakala Picture
Published On

ଭଞ୍ଜନଗର : ଭଞ୍ଜନଗରର ନାରୀ ଗୋଚ୍ଛା ନିକଟସ୍ଥ ଏକ ନାଳରେ ଗୋଟିଏ ପରିବାରର ୩ଜଣ ଭାସି ଯାଇଛନ୍ତି। ନାଳରେ ୪ ଫୁଟ ଉଚ୍ଚର ପାଣି ପ୍ରବାିତ ହେଉଥିବା ବେଳେ ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ଟିଙ୍ଗୁ ଝୋଳା ଗ୍ରାମର ରଞ୍ଜିତ ନାୟକ ନିଜ ପତ୍ନୀ ଓ ପୁଅକୁ ନେଇ ବାଇକରେ ଏହାକୁ ଅତିକ୍ରମ କରିବାର ପ୍ରୟାସ କରିଥିଲେ। ବାଇକରେ ନାଳ ଅତିକ୍ରମ କରିବାକୁ ଚେଷ୍ଟା କଲାବେଳେ ପାଣିର ପ୍ରଖର ସ୍ରୋତରେ ସେମାନେ ବାଇକ ସହ ଭାସି […]

ଭଞ୍ଜନଗର : ଭଞ୍ଜନଗରର ନାରୀ ଗୋଚ୍ଛା ନିକଟସ୍ଥ ଏକ ନାଳରେ ଗୋଟିଏ ପରିବାରର ୩ଜଣ ଭାସି ଯାଇଛନ୍ତି। ନାଳରେ ୪ ଫୁଟ ଉଚ୍ଚର ପାଣି ପ୍ରବାିତ ହେଉଥିବା ବେଳେ ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ଟିଙ୍ଗୁ ଝୋଳା ଗ୍ରାମର ରଞ୍ଜିତ ନାୟକ ନିଜ ପତ୍ନୀ ଓ ପୁଅକୁ ନେଇ ବାଇକରେ ଏହାକୁ ଅତିକ୍ରମ କରିବାର ପ୍ରୟାସ କରିଥିଲେ। ବାଇକରେ ନାଳ ଅତିକ୍ରମ କରିବାକୁ ଚେଷ୍ଟା କଲାବେଳେ ପାଣିର ପ୍ରଖର ସ୍ରୋତରେ ସେମାନେ ବାଇକ ସହ ଭାସି ଯାଇଥିଲେ। ହେଲେ କୌଣସି ମତେ ରଞ୍ଜିତ କିଛି ସମୟ ଭାସିବା ପରେ ଏକ ଗଛକୁ ଆଶ୍ରା କରି ବଞ୍ଚି ଯାଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅର କୌଣସି ପତ୍ତା ମିଳିନାହିଁ। ପୁଲିସ ଓ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ସେଥିରେ ସଫଳ ହୋଇ ନଥିବା ଜଣାପଡ଼ିଛି।

22 Sep 2022 By The Sakala

ବାଇକ ସହ ଭାସିଗଲେ ପରିବାରର ୩ ସଦସ୍ୟ : ବାପା ବର୍ତ୍ତିଗଲେ; ମା’ ଓ ପୁଅ ନିଖୋଜ

ଭଞ୍ଜନଗର : ଭଞ୍ଜନଗରର ନାରୀ ଗୋଚ୍ଛା ନିକଟସ୍ଥ ଏକ ନାଳରେ ଗୋଟିଏ ପରିବାରର ୩ଜଣ ଭାସି ଯାଇଛନ୍ତି। ନାଳରେ ୪ ଫୁଟ ଉଚ୍ଚର ପାଣି ପ୍ରବାିତ ହେଉଥିବା ବେଳେ ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ଟିଙ୍ଗୁ ଝୋଳା ଗ୍ରାମର ରଞ୍ଜିତ ନାୟକ ନିଜ ପତ୍ନୀ ଓ ପୁଅକୁ ନେଇ ବାଇକରେ ଏହାକୁ ଅତିକ୍ରମ କରିବାର ପ୍ରୟାସ କରିଥିଲେ। ବାଇକରେ ନାଳ ଅତିକ୍ରମ କରିବାକୁ ଚେଷ୍ଟା କଲାବେଳେ ପାଣିର ପ୍ରଖର ସ୍ରୋତରେ ସେମାନେ ବାଇକ ସହ ଭାସି ଯାଇଥିଲେ। ହେଲେ କୌଣସି ମତେ ରଞ୍ଜିତ କିଛି ସମୟ ଭାସିବା ପରେ ଏକ ଗଛକୁ ଆଶ୍ରା କରି ବଞ୍ଚି ଯାଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅର କୌଣସି ପତ୍ତା ମିଳିନାହିଁ। ପୁଲିସ ଓ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ସେଥିରେ ସଫଳ ହୋଇ ନଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର