ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

The Sakala Picture
Published On

ଭୁବନେଶ୍ବର : ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା 11020 କୋଣାର୍କ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ। ବଡ଼ ଅଘଟଣାରୁ ବର୍ତ୍ତି ଯାଇଛି ଟ୍ରେନ ଓ ଯାତ୍ରୀ। ଭୁବନେଶ୍ୱର ଷ୍ଟେସନରୁ ୩ଟା ୨୦ ମିନିଟ ସମୟରେ ବାହାରିଥିବା ଟ୍ରେନର ଏସି ବଗିର ତଳେ ଥିବା ବ୍ୟାଟେରୀରେ ସଟସର୍କିଟ ଯୋଗୁଁ ଲାଗିଥିଲା ନିଆଁ। ଧୂଆଁ ମୟ ହୋଇଯାଇଥିଲା ଉକ୍ତ ବଗି। ଧୁଆଁ ବିଷୟରେ ଜାଣିବା ପରେ ରେତଙ୍ଗ ଷ୍ଟେସନରେ ଗାଡି ଅଟକାଇ ନିଆଁକୁ  ଆୟତ୍ତ କରାଯାଇଥିଲା। ନିଆଁ ଲାଗିଥିବା କାରଣୁ ଭୟରେ ଟ୍ରେନରୁ ଯାତ୍ରୀସବୁ ଟ୍ରେନରୁ […]

ଭୁବନେଶ୍ବର : ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା 11020 କୋଣାର୍କ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ। ବଡ଼ ଅଘଟଣାରୁ ବର୍ତ୍ତି ଯାଇଛି ଟ୍ରେନ ଓ ଯାତ୍ରୀ। ଭୁବନେଶ୍ୱର ଷ୍ଟେସନରୁ ୩ଟା ୨୦ ମିନିଟ ସମୟରେ ବାହାରିଥିବା ଟ୍ରେନର ଏସି ବଗିର ତଳେ ଥିବା ବ୍ୟାଟେରୀରେ ସଟସର୍କିଟ ଯୋଗୁଁ ଲାଗିଥିଲା ନିଆଁ। ଧୂଆଁ ମୟ ହୋଇଯାଇଥିଲା ଉକ୍ତ ବଗି।

ଆହୁରି ପଢ଼ନ୍ତୁ: ସ୍ତ୍ରୀକୁ ନେବାକୁ ଆସିଥିଲା ସ୍ୱାମୀ, ମୁହଁରେ ରଙ୍ଗ ବୋଳି ବେକରେ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲା ଶ୍ୱଶୁର

ଧୁଆଁ ବିଷୟରେ ଜାଣିବା ପରେ ରେତଙ୍ଗ ଷ୍ଟେସନରେ ଗାଡି ଅଟକାଇ ନିଆଁକୁ  ଆୟତ୍ତ କରାଯାଇଥିଲା। ନିଆଁ ଲାଗିଥିବା କାରଣୁ ଭୟରେ ଟ୍ରେନରୁ ଯାତ୍ରୀସବୁ ଟ୍ରେନରୁ ଓହ୍ଲାଇ ଯାଇଥିଲେ। ନିଆଁକୁ ଆୟତ୍ତ କରାଯିବା ପରେ ସ୍ୱାଭାବିକ ହୋଇଥିଲା ସ୍ଥିତି। ସ୍ଥିତିରେ ସୁଧାର ଆସିବା ପରେ ପୁଣି ଟ୍ରେନ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି। ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନାହିଁ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର