ଅକ୍ଟୋବରରେ ପୁଣି ବାତ୍ୟା ଭୟ, ବଙ୍ଗୋପସାଗରରେ ଦୁଇଟି ବାତ୍ୟା ନେଇ GFS ମଡେଲ ପକ୍ଷରୁ ଆକଳନ ...

Deviprasad Mohanty Picture
Published On

ନୂଆଦିଲ୍ଲୀ: ଆମେରିକାର GFS ମଡେଲ ପକ୍ଷରୁ ବାତ୍ୟା ଆକଳନ କରାଯାଇଛି। ବଙ୍ଗୋପସାଗରରେ ଦୁଇଟି ବାତ୍ୟା ସୃଷ୍ଟି ସମ୍ଭାବନା ରହିଛି। ଗୋଟିଏ ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହୋଇପାରେ, ଆଉ ଗୋଟିଏ ବାତ୍ୟା ତାମିଲନାଡୁ ମୁହାଁ ସମ୍ଭାବନା ରହିଛି। ୧୯୯୯ ମହାବାତ୍ୟା ପରି ଶକ୍ତିଶାଳୀ ହେଉଥିବା ଆକଳନ କରିଛି ଆମେରିକାର GFS ମଡେଲ। ଓଡ଼ିଶା ମୁହାଁ ମଧ୍ୟ ହେଉଥିବାର ଆକଳନରେ କୁହାଯାଇଛି। ଯଦିଓ ଏନେଇ ଚିତ୍ର ଏବେ କିଛି ସ୍ପଷ୍ଟ ହୋଇନାହିଁ, କିନ୍ତୁ ସମ୍ଭାବନାକୁ ଏଡ଼ାଇ ଯାଇ ହେବନି । 

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

18 Oct 2025 By Deviprasad Mohanty

ଅକ୍ଟୋବରରେ ପୁଣି ବାତ୍ୟା ଭୟ, ବଙ୍ଗୋପସାଗରରେ ଦୁଇଟି ବାତ୍ୟା ନେଇ GFS ମଡେଲ ପକ୍ଷରୁ ଆକଳନ ...

ନୂଆଦିଲ୍ଲୀ: ଆମେରିକାର GFS ମଡେଲ ପକ୍ଷରୁ ବାତ୍ୟା ଆକଳନ କରାଯାଇଛି। ବଙ୍ଗୋପସାଗରରେ ଦୁଇଟି ବାତ୍ୟା ସୃଷ୍ଟି ସମ୍ଭାବନା ରହିଛି। ଗୋଟିଏ ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହୋଇପାରେ, ଆଉ ଗୋଟିଏ ବାତ୍ୟା ତାମିଲନାଡୁ ମୁହାଁ ସମ୍ଭାବନା ରହିଛି। ୧୯୯୯ ମହାବାତ୍ୟା ପରି ଶକ୍ତିଶାଳୀ ହେଉଥିବା ଆକଳନ କରିଛି ଆମେରିକାର GFS ମଡେଲ। ଓଡ଼ିଶା ମୁହାଁ ମଧ୍ୟ ହେଉଥିବାର ଆକଳନରେ କୁହାଯାଇଛି। ଯଦିଓ ଏନେଇ ଚିତ୍ର ଏବେ କିଛି ସ୍ପଷ୍ଟ ହୋଇନାହିଁ, କିନ୍ତୁ ସମ୍ଭାବନାକୁ ଏଡ଼ାଇ ଯାଇ ହେବନି । 

https://www.thesakala.in/latest-odisha-news/fear-of-another-cyclone-in-october--gfs-model-predicts-two-cyclonic-systems-over-the-bay-of-bengal/article-42755
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର