ବଗିରୁ ଅଲଗା ହୋଇ ଦେବ ନଦୀକୁ ଖସିଲା ଇଞ୍ଜିନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

The Sakala Picture
Published On

ଓଡ଼ିଶା -ଝାଡ଼ଖଣ୍ଡ ସୀମାନ୍ତ କନରବା ଷ୍ଟେସନ ନିକଟରେ ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ହୋଇଛି । ଟ୍ରେନ୍‌କୁ ଭୁଲ ସିଗ୍‌ନାଲ ମିଳିବା ଯୋଗୁ ଏହି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଟ୍ରେନ୍‌ର ଇଞ୍ଜିନ୍‌ ଦେବ ନଦୀକୁ ଖସି ପଡ଼ିଥିବା ବେଳେ ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବୁଧବାର ରାତି ପ୍ରାୟ ୮ଟା ୨୦ରେ ଟ୍ରେନ୍ ଲାଇନଚ୍ୟୁତ୍ ହୋଇ ଦେବ ନଦୀକୁ ଢ଼ଳି ପଡ଼ିଥିଲା । ତେବେ ଟ୍ରେନର ଗତି […]

ଓଡ଼ିଶା -ଝାଡ଼ଖଣ୍ଡ ସୀମାନ୍ତ କନରବା ଷ୍ଟେସନ ନିକଟରେ ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ହୋଇଛି । ଟ୍ରେନ୍‌କୁ ଭୁଲ ସିଗ୍‌ନାଲ ମିଳିବା ଯୋଗୁ ଏହି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଟ୍ରେନ୍‌ର ଇଞ୍ଜିନ୍‌ ଦେବ ନଦୀକୁ ଖସି ପଡ଼ିଥିବା ବେଳେ ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବୁଧବାର ରାତି ପ୍ରାୟ ୮ଟା ୨୦ରେ ଟ୍ରେନ୍ ଲାଇନଚ୍ୟୁତ୍ ହୋଇ ଦେବ ନଦୀକୁ ଢ଼ଳି ପଡ଼ିଥିଲା । ତେବେ ଟ୍ରେନର ଗତି କମ୍ ଥିବାରୁ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଏହି ଘଟଣା ପରେ ରେଳବାଇ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ଘଟଣାରେ କୌଣସି ଯାତ୍ରୀଙ୍କ କିଛି ହୋଇନଥିବା ସୂଚନା ମିଳିଛି । ରିପୋର୍ଟ ଲେଖା ହେବା ସୁଦ୍ଧା ସେଠାରେ ତହନ୍ତ ଜାରି ରଖିଛନ୍ତି ରେଳବାଇ ବରିଷ୍ଠ ଅଧିକାରୀ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

20 May 2021 By The Sakala

ବଗିରୁ ଅଲଗା ହୋଇ ଦେବ ନଦୀକୁ ଖସିଲା ଇଞ୍ଜିନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଡ଼ିଶା -ଝାଡ଼ଖଣ୍ଡ ସୀମାନ୍ତ କନରବା ଷ୍ଟେସନ ନିକଟରେ ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ହୋଇଛି । ଟ୍ରେନ୍‌କୁ ଭୁଲ ସିଗ୍‌ନାଲ ମିଳିବା ଯୋଗୁ ଏହି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଟ୍ରେନ୍‌ର ଇଞ୍ଜିନ୍‌ ଦେବ ନଦୀକୁ ଖସି ପଡ଼ିଥିବା ବେଳେ ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବୁଧବାର ରାତି ପ୍ରାୟ ୮ଟା ୨୦ରେ ଟ୍ରେନ୍ ଲାଇନଚ୍ୟୁତ୍ ହୋଇ ଦେବ ନଦୀକୁ ଢ଼ଳି ପଡ଼ିଥିଲା । ତେବେ ଟ୍ରେନର ଗତି କମ୍ ଥିବାରୁ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି ।

ଏହି ଘଟଣା ପରେ ରେଳବାଇ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ଘଟଣାରେ କୌଣସି ଯାତ୍ରୀଙ୍କ କିଛି ହୋଇନଥିବା ସୂଚନା ମିଳିଛି । ରିପୋର୍ଟ ଲେଖା ହେବା ସୁଦ୍ଧା ସେଠାରେ ତହନ୍ତ ଜାରି ରଖିଛନ୍ତି ରେଳବାଇ ବରିଷ୍ଠ ଅଧିକାରୀ ।

https://www.thesakala.in/latest-odisha-news/engine-fell-out-of-the-buggy-and-fell-into-the-river/article-2293
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର