ବରଗଡ଼ରେ ପୁଣି ବୁଲିଲା ବୁଲଡୋଜର, ଜବରଦଖଲରେ ଥିବା ଦୋକାନ ଓ ଘର ଭାଙ୍ଗିଲା ପୌର ପ୍ରଶାସନ

The Sakala Picture
Published On

ବରଗଡ଼: ବରଗଡ଼ରେ ପୁଣି ଚଳିଲା ବୁଲଡୋଜର। ବହୁ ଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଛକ ଯାଏଁ ଚାଲିଲା ବୁଲଡୋଜର । ଏହି ଉଚ୍ଛେଦ ପ୍ରକ୍ରିୟା ଦୀର୍ଘ ଦୁଇ ବର୍ଷ ହେବ ଅଧାରେ ଅଟକି ଯାଇଥିଲା। ତେବେ ଆଜି ସକାଳୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଅଞ୍ଚଳବାସିଙ୍କ ବାରମ୍ୱାର ଦାବି ପରେ ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ଏହି ଜବରଦଖଲ ଉଚ୍ଛେଦ ଜାରି ରହିଛି। ପ୍ରଶାସନ ଅଞ୍ଚଳକୁ ସିଲ୍‌ କରିବା […]

ବରଗଡ଼: ବରଗଡ଼ରେ ପୁଣି ଚଳିଲା ବୁଲଡୋଜର। ବହୁ ଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଛକ ଯାଏଁ ଚାଲିଲା ବୁଲଡୋଜର । ଏହି ଉଚ୍ଛେଦ ପ୍ରକ୍ରିୟା ଦୀର୍ଘ ଦୁଇ ବର୍ଷ ହେବ ଅଧାରେ ଅଟକି ଯାଇଥିଲା। ତେବେ ଆଜି ସକାଳୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଅଞ୍ଚଳବାସିଙ୍କ ବାରମ୍ୱାର ଦାବି ପରେ ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ଏହି ଜବରଦଖଲ ଉଚ୍ଛେଦ ଜାରି ରହିଛି। ପ୍ରଶାସନ ଅଞ୍ଚଳକୁ ସିଲ୍‌ କରିବା ସହିତ ୧୬୩ ଧାରା ଜାରି କରିଛି । ୧୨୦ ଜଣ ପୋଲିସ ମୁତୟନ ହୋଇଛନ୍ତି ।ଲେଙ୍ଗୁ ମିଶ୍ର ଛକରୁ ଜୀରା ବ୍ରିଜ ପର୍ଯ୍ୟନ୍ତ ଏହି ଜବରଦଖଲ ଉଚ୍ଛେଦରେ ବରଗଡ଼ ସହରର ବଡ଼ ବଡ଼ ଅଟ୍ଟାଳିକା ଉଚ୍ଛେଦ କରାଯାଉଛି।

ଆହୁରି ପଢ଼ନ୍ତୁ: ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ, ସିସିଟିଭି ସହ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା

30 Mar 2025 By The Sakala

ବରଗଡ଼ରେ ପୁଣି ବୁଲିଲା ବୁଲଡୋଜର, ଜବରଦଖଲରେ ଥିବା ଦୋକାନ ଓ ଘର ଭାଙ୍ଗିଲା ପୌର ପ୍ରଶାସନ

ବରଗଡ଼: ବରଗଡ଼ରେ ପୁଣି ଚଳିଲା ବୁଲଡୋଜର। ବହୁ ଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଛକ ଯାଏଁ ଚାଲିଲା ବୁଲଡୋଜର । ଏହି ଉଚ୍ଛେଦ ପ୍ରକ୍ରିୟା ଦୀର୍ଘ ଦୁଇ ବର୍ଷ ହେବ ଅଧାରେ ଅଟକି ଯାଇଥିଲା। ତେବେ ଆଜି ସକାଳୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଅଞ୍ଚଳବାସିଙ୍କ ବାରମ୍ୱାର ଦାବି ପରେ ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ଏହି ଜବରଦଖଲ ଉଚ୍ଛେଦ ଜାରି ରହିଛି। ପ୍ରଶାସନ ଅଞ୍ଚଳକୁ ସିଲ୍‌ କରିବା ସହିତ ୧୬୩ ଧାରା ଜାରି କରିଛି । ୧୨୦ ଜଣ ପୋଲିସ ମୁତୟନ ହୋଇଛନ୍ତି ।ଲେଙ୍ଗୁ ମିଶ୍ର ଛକରୁ ଜୀରା ବ୍ରିଜ ପର୍ଯ୍ୟନ୍ତ ଏହି ଜବରଦଖଲ ଉଚ୍ଛେଦରେ ବରଗଡ଼ ସହରର ବଡ଼ ବଡ଼ ଅଟ୍ଟାଳିକା ଉଚ୍ଛେଦ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର