ରାଜଧାନୀ ଉପକଣ୍ଠରେ ମାତିଛନ୍ତି ହାତୀ , ଗତିବିଧି ଜାଣିବା ପାଇଁ ଲାଗିବ ‘ରେଡ଼ିଓ କୋଲାର’

The Sakala Picture
Published On

ଭୁବନେଶ୍ୱର: ଜଙ୍ଗଲ ନୁହେଁ ରାଜଧାନୀ ଉପକଣ୍ଠରେ ମାତିଛନ୍ତି ହିଂସ୍ର ହାତୀ ରାମୁ ଓ ମାଖେନା । ସଞ୍ଜ ହେଲେ ଗାଁ ଗଣ୍ଡାରେ ପଶି ଧନଜୀବନ କ୍ଷତି ଘଟାଉଛନ୍ତି । ହାତୀ ଦୁହିଙ୍କୁ ଆୟତ୍ତ କରିପାରୁନି ଚନ୍ଦକା ବନବିଭାଗ । ତେଣୁ ସମସ୍ୟାର ସମାଧାନ ପାଇଁ ଜଙ୍ଗଲୀ ହାତୀଙ୍କୁ ପ୍ରଥମ ଥର କରାଯିବ ‘ରେଡ଼ିଓ କୋଲାରିଙ୍ଗ’ । ଏହାଦ୍ୱାରା ଯାହା ହାତୀମାନଙ୍କ ଗତିବିଧିକୁ ସହଜରେ ଟ୍ରାକ୍ କରାଯାଇ ପାରିବ । ଓଡିଶାରେ ପ୍ରଥମଥର ପାଇଁ ଏହା ଚନ୍ଦକା ଜଙ୍ଗଲୀ […]

ଭୁବନେଶ୍ୱର: ଜଙ୍ଗଲ ନୁହେଁ ରାଜଧାନୀ ଉପକଣ୍ଠରେ ମାତିଛନ୍ତି ହିଂସ୍ର ହାତୀ ରାମୁ ଓ ମାଖେନା । ସଞ୍ଜ ହେଲେ ଗାଁ ଗଣ୍ଡାରେ ପଶି ଧନଜୀବନ କ୍ଷତି ଘଟାଉଛନ୍ତି । ହାତୀ ଦୁହିଙ୍କୁ ଆୟତ୍ତ କରିପାରୁନି ଚନ୍ଦକା ବନବିଭାଗ । ତେଣୁ ସମସ୍ୟାର ସମାଧାନ ପାଇଁ ଜଙ୍ଗଲୀ ହାତୀଙ୍କୁ ପ୍ରଥମ ଥର କରାଯିବ ‘ରେଡ଼ିଓ କୋଲାରିଙ୍ଗ’ । ଏହାଦ୍ୱାରା ଯାହା ହାତୀମାନଙ୍କ ଗତିବିଧିକୁ ସହଜରେ ଟ୍ରାକ୍ କରାଯାଇ ପାରିବ । ଓଡିଶାରେ ପ୍ରଥମଥର ପାଇଁ ଏହା ଚନ୍ଦକା ଜଙ୍ଗଲୀ ହାତୀ ଶରୀରରେ ଲଗାଯିବ । ଏସିଆନ ଏଲିଫ୍ୟାଣ୍ଟ ରିସର୍ଚ୍ଚ ସେଣ୍ଟର ବେଙ୍ଗଳୁରୁରୁ ଏକ ଟିମ୍ ଆସିଛନ୍ତି । ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ଏହାକୁ ଲଗାଯିବ । ଏହା ଫଳରେ ଗାଁ ଗଣ୍ଡାରେ ହାତୀ ପ୍ରବେଶ ପୂର୍ବରୁ ବନବିଭାଗ ନାଇଟ ପେଟ୍ରୋଲିଙ୍ଗ ଟିମ୍ ଜାଣିପାରି ତାଖୁ ଘାଉଡାଇ ପାରିବେ । ଏବେ ହାତୀ ଖୋର୍ଦ୍ଧା ଅଞ୍ଚଳରେ ଅଛି ବୋଲି ଚନ୍ଦକା ବାନବିଭାଗ ସ୍ପଷ୍ଟ କରିଛି ।

ଆହୁରି ପଢ଼ନ୍ତୁ: ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଦୁବାଇରେ ଫସିଛନ୍ତି ବହୁ ଓଡ଼ିଆ ଶ୍ରମିକ

21 Nov 2021 By The Sakala

ରାଜଧାନୀ ଉପକଣ୍ଠରେ ମାତିଛନ୍ତି ହାତୀ , ଗତିବିଧି ଜାଣିବା ପାଇଁ ଲାଗିବ ‘ରେଡ଼ିଓ କୋଲାର’

ଭୁବନେଶ୍ୱର: ଜଙ୍ଗଲ ନୁହେଁ ରାଜଧାନୀ ଉପକଣ୍ଠରେ ମାତିଛନ୍ତି ହିଂସ୍ର ହାତୀ ରାମୁ ଓ ମାଖେନା । ସଞ୍ଜ ହେଲେ ଗାଁ ଗଣ୍ଡାରେ ପଶି ଧନଜୀବନ କ୍ଷତି ଘଟାଉଛନ୍ତି । ହାତୀ ଦୁହିଙ୍କୁ ଆୟତ୍ତ କରିପାରୁନି ଚନ୍ଦକା ବନବିଭାଗ । ତେଣୁ ସମସ୍ୟାର ସମାଧାନ ପାଇଁ ଜଙ୍ଗଲୀ ହାତୀଙ୍କୁ ପ୍ରଥମ ଥର କରାଯିବ ‘ରେଡ଼ିଓ କୋଲାରିଙ୍ଗ’ । ଏହାଦ୍ୱାରା ଯାହା ହାତୀମାନଙ୍କ ଗତିବିଧିକୁ ସହଜରେ ଟ୍ରାକ୍ କରାଯାଇ ପାରିବ । ଓଡିଶାରେ ପ୍ରଥମଥର ପାଇଁ ଏହା ଚନ୍ଦକା ଜଙ୍ଗଲୀ ହାତୀ ଶରୀରରେ ଲଗାଯିବ । ଏସିଆନ ଏଲିଫ୍ୟାଣ୍ଟ ରିସର୍ଚ୍ଚ ସେଣ୍ଟର ବେଙ୍ଗଳୁରୁରୁ ଏକ ଟିମ୍ ଆସିଛନ୍ତି । ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ଏହାକୁ ଲଗାଯିବ । ଏହା ଫଳରେ ଗାଁ ଗଣ୍ଡାରେ ହାତୀ ପ୍ରବେଶ ପୂର୍ବରୁ ବନବିଭାଗ ନାଇଟ ପେଟ୍ରୋଲିଙ୍ଗ ଟିମ୍ ଜାଣିପାରି ତାଖୁ ଘାଉଡାଇ ପାରିବେ । ଏବେ ହାତୀ ଖୋର୍ଦ୍ଧା ଅଞ୍ଚଳରେ ଅଛି ବୋଲି ଚନ୍ଦକା ବାନବିଭାଗ ସ୍ପଷ୍ଟ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର