ରାଜଧାନୀରେ ହାତୀ ଆତଙ୍କ: ସହର ଭିତରେ ପଶିଲେ ୨ ଦନ୍ତା ହାତୀ

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ହାତୀ ଆତଙ୍କ । ରାତିରେ ଭୁବନେଶ୍ବର ସହର ଭିତିରେ ପଶିଛି ହାତୀ ପଲ । ଦୁଇଟି ଦନ୍ତା ହାତୀଙ୍କ ପ୍ରବେଶ କରିଥିବା ସୂଚନା। ଚନ୍ଦକା ନିକଟ ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ପଶିଛନ୍ତି।  ହାତିଆଶୁଣା ଓ ବିର୍ସା ମୁଣ୍ଡା ବସ୍ତିରେ ପଶିଥିବା ଜଣାପଡ଼ିଛି। ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ନିୟମିତ ଚନ୍ଦକା ଜଙ୍ଗଲରୁ ହାତୀ ଆସୁଥିବା ସ୍ଥାନୀୟଲୋକେ କହିଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାକୁ ବାଣ ଫୁଟାଇ ଉଦ୍ୟମ ଜାରି […]

ଭୁବନେଶ୍ବର: ରାଜଧାନୀରେ ହାତୀ ଆତଙ୍କ । ରାତିରେ ଭୁବନେଶ୍ବର ସହର ଭିତିରେ ପଶିଛି ହାତୀ ପଲ । ଦୁଇଟି ଦନ୍ତା ହାତୀଙ୍କ ପ୍ରବେଶ କରିଥିବା ସୂଚନା। ଚନ୍ଦକା ନିକଟ ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ପଶିଛନ୍ତି।  ହାତିଆଶୁଣା ଓ ବିର୍ସା ମୁଣ୍ଡା ବସ୍ତିରେ ପଶିଥିବା ଜଣାପଡ଼ିଛି। ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ନିୟମିତ ଚନ୍ଦକା ଜଙ୍ଗଲରୁ ହାତୀ ଆସୁଥିବା ସ୍ଥାନୀୟଲୋକେ କହିଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାକୁ ବାଣ ଫୁଟାଇ ଉଦ୍ୟମ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

28 Oct 2022 By The Sakala

ରାଜଧାନୀରେ ହାତୀ ଆତଙ୍କ: ସହର ଭିତରେ ପଶିଲେ ୨ ଦନ୍ତା ହାତୀ

ଭୁବନେଶ୍ବର: ରାଜଧାନୀରେ ହାତୀ ଆତଙ୍କ । ରାତିରେ ଭୁବନେଶ୍ବର ସହର ଭିତିରେ ପଶିଛି ହାତୀ ପଲ । ଦୁଇଟି ଦନ୍ତା ହାତୀଙ୍କ ପ୍ରବେଶ କରିଥିବା ସୂଚନା। ଚନ୍ଦକା ନିକଟ ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ପଶିଛନ୍ତି।  ହାତିଆଶୁଣା ଓ ବିର୍ସା ମୁଣ୍ଡା ବସ୍ତିରେ ପଶିଥିବା ଜଣାପଡ଼ିଛି। ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ନିୟମିତ ଚନ୍ଦକା ଜଙ୍ଗଲରୁ ହାତୀ ଆସୁଥିବା ସ୍ଥାନୀୟଲୋକେ କହିଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାକୁ ବାଣ ଫୁଟାଇ ଉଦ୍ୟମ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର