ଆସନ୍ତାକାଲିଠୁ କୋଭିଡ କଟକଣାରେ କରାଯିବ ପ୍ରାଥମିକ ଓ ମାଧ୍ୟମିକ ପିଲାଙ୍କ ନାମଲେଖା

The Sakala Picture
Published On

ଭୁବନେଶ୍ୱର: ପ୍ରାଥମିକ ଓ ମାଧ୍ୟମିକ ପିଲାଙ୍କ ନାମଲେଖା ଆରମ୍ଭ ହେବ । ୨୦୨୧- ୨୨ବର୍ଷ ପାଇଁ ମେ’ ୩୧ସୁଦ୍ଧା ନାମଲେଖା କରାଯିବ । ଏଥିପାଇଁ SOP ଜାରି କରିଛି ଗଣଶିକ୍ଷା ବିଭାଗ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ସଂଯୋଜକ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି । କୋଭିଡ ଭୟବହତା ଭିତରେ ନାମଲେଖା ପକ୍ରିୟା ଜାରି ରହିବ । କିନ୍ତୁ ଏସବୁ ପ୍ରକ୍ରିୟା କୋଭିଡ କଟକଣା ଭିତରେ କରାଯିବ ବୋଲି […]

ଭୁବନେଶ୍ୱର: ପ୍ରାଥମିକ ଓ ମାଧ୍ୟମିକ ପିଲାଙ୍କ ନାମଲେଖା ଆରମ୍ଭ ହେବ । ୨୦୨୧- ୨୨ବର୍ଷ ପାଇଁ ମେ’ ୩୧ସୁଦ୍ଧା ନାମଲେଖା କରାଯିବ । ଏଥିପାଇଁ SOP ଜାରି କରିଛି ଗଣଶିକ୍ଷା ବିଭାଗ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ସଂଯୋଜକ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି । କୋଭିଡ ଭୟବହତା ଭିତରେ ନାମଲେଖା ପକ୍ରିୟା ଜାରି ରହିବ । କିନ୍ତୁ ଏସବୁ ପ୍ରକ୍ରିୟା କୋଭିଡ କଟକଣା ଭିତରେ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଗଣଶିକ୍ଷା ବିଭାଗର ସୂଚନା ମୁତାବକ ସକାଳ ୭ଟାରୁ ୯ଟା ୩୦ପର୍ୟ୍ୟନ୍ତ ଚାଲିବ ନାମଲେଖା । ଏହି ସମୟରେ ଥରକେ ୫ରୁ ଅଧିକ ଅଭିଭାବକଙ୍କୁ ପ୍ରବେଶ ମନା । ନାମଲେଖାବେଳେ କରୋନା ଗାଇଡଲାଇନ ମାନିବାକୁ ହେବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଏହି ସମୟରେ ବାଧ୍ୟତା ମୂଳକ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ପତ୍ନୀ ଓ ଶାଳକ ଲଗାଇଦେଇଥିଲେ ନିଆଁ ! ଏମ୍ସରେ କନଷ୍ଟେବଳ ଆଶୁତୋଷ ମୃଦୁଙ୍ଗିଆଙ୍କ ପରଲୋକ, ସିବିଆଇ ତଦନ୍ତ ଦାବି

ସରକାରୀ/ ସରକାରୀ ସ୍ୱୀକୃତିପ୍ରାପ୍ତ ସ୍କୁଲ ପାଇଁ ନିର୍ଦ୍ଦେଶ ଲାଗୁ କରାଯାଇଛି । ଆଦର୍ଶ ବିଦ୍ୟାଳୟ, ମଦ୍ରାସାଗୁଡ଼ିକ ମଧ୍ୟ ନିର୍ଦ୍ଦେଶ ପାଳନ କରିବେ । ସେହିପରି BSE/CHSE ସହ ଅନୁବନ୍ଧିତ ଥିବା ସ୍କୁଲ ଏହି ନିର୍ଦ୍ଦେଶ ପାଳନ କରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି

ଆହୁରି ପଢ଼ନ୍ତୁ: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ 'ରୁଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬'

26 Apr 2021 By The Sakala

ଆସନ୍ତାକାଲିଠୁ କୋଭିଡ କଟକଣାରେ କରାଯିବ ପ୍ରାଥମିକ ଓ ମାଧ୍ୟମିକ ପିଲାଙ୍କ ନାମଲେଖା

ଭୁବନେଶ୍ୱର: ପ୍ରାଥମିକ ଓ ମାଧ୍ୟମିକ ପିଲାଙ୍କ ନାମଲେଖା ଆରମ୍ଭ ହେବ । ୨୦୨୧- ୨୨ବର୍ଷ ପାଇଁ ମେ’ ୩୧ସୁଦ୍ଧା ନାମଲେଖା କରାଯିବ । ଏଥିପାଇଁ SOP ଜାରି କରିଛି ଗଣଶିକ୍ଷା ବିଭାଗ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ସଂଯୋଜକ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି । କୋଭିଡ ଭୟବହତା ଭିତରେ ନାମଲେଖା ପକ୍ରିୟା ଜାରି ରହିବ । କିନ୍ତୁ ଏସବୁ ପ୍ରକ୍ରିୟା କୋଭିଡ କଟକଣା ଭିତରେ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଗଣଶିକ୍ଷା ବିଭାଗର ସୂଚନା ମୁତାବକ ସକାଳ ୭ଟାରୁ ୯ଟା ୩୦ପର୍ୟ୍ୟନ୍ତ ଚାଲିବ ନାମଲେଖା । ଏହି ସମୟରେ ଥରକେ ୫ରୁ ଅଧିକ ଅଭିଭାବକଙ୍କୁ ପ୍ରବେଶ ମନା । ନାମଲେଖାବେଳେ କରୋନା ଗାଇଡଲାଇନ ମାନିବାକୁ ହେବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଏହି ସମୟରେ ବାଧ୍ୟତା ମୂଳକ ବୋଲି କୁହାଯାଇଛି ।

ସରକାରୀ/ ସରକାରୀ ସ୍ୱୀକୃତିପ୍ରାପ୍ତ ସ୍କୁଲ ପାଇଁ ନିର୍ଦ୍ଦେଶ ଲାଗୁ କରାଯାଇଛି । ଆଦର୍ଶ ବିଦ୍ୟାଳୟ, ମଦ୍ରାସାଗୁଡ଼ିକ ମଧ୍ୟ ନିର୍ଦ୍ଦେଶ ପାଳନ କରିବେ । ସେହିପରି BSE/CHSE ସହ ଅନୁବନ୍ଧିତ ଥିବା ସ୍କୁଲ ଏହି ନିର୍ଦ୍ଦେଶ ପାଳନ କରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର