ମନୋରଞ୍ଜନ
କୋଭିଡ୍ ଦାୟିତ୍ବରେ ଥିବା ଡାକ୍ତର କାର୍ଯ୍ଯରେ ଯୋଗ ନ ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: କୋଭିଡ୍ ଦାୟିତ୍ବରେ ଥାଇ କାର୍ଯ୍ଯରେ ଯୋଗ ନ ଦେଲେ ଡାକ୍ତରଙ୍କ ବିରୋଧରେ ନିଆଯିବ କାର୍ଯ୍ଯାନୁଷ୍ଠାନ । ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି। ଯେଉଁ ଡାକ୍ତରମାନେ କୋଭିଡ ଦାୟିତ୍ବରେ ଥାଇ ଅନୁପସ୍ଥିତ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ଯରେ ଯୋଗଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। କୋଭିଡ୍-୧୯ ପରିଚାଳନାରେ ବହୁ ଡାକ୍ତର ସାମୟିକ ନିଯୁକ୍ତି ପାଇଛନ୍ତି।ନିଯୁକ୍ତି ସତ୍ତ୍ୱେ ସେମାନେ କାର୍ଯ୍ଯରେ ଯୋଗ ଦେଉ ନାହାନ୍ତି। ତେଣୁ ସେମାନଙ୍କୁ ତୁରନ୍ତ କାର୍ଯ୍ଯରେ ସାମିଲ୍ ହେବାକୁ ନୋଟିସ୍ […]
ଭୁବନେଶ୍ୱର: କୋଭିଡ୍ ଦାୟିତ୍ବରେ ଥାଇ କାର୍ଯ୍ଯରେ ଯୋଗ ନ ଦେଲେ ଡାକ୍ତରଙ୍କ ବିରୋଧରେ ନିଆଯିବ କାର୍ଯ୍ଯାନୁଷ୍ଠାନ । ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି। ଯେଉଁ ଡାକ୍ତରମାନେ କୋଭିଡ ଦାୟିତ୍ବରେ ଥାଇ ଅନୁପସ୍ଥିତ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ଯରେ ଯୋଗଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

କୋଭିଡ୍-୧୯ ପରିଚାଳନାରେ ବହୁ ଡାକ୍ତର ସାମୟିକ ନିଯୁକ୍ତି ପାଇଛନ୍ତି।ନିଯୁକ୍ତି ସତ୍ତ୍ୱେ ସେମାନେ କାର୍ଯ୍ଯରେ ଯୋଗ ଦେଉ ନାହାନ୍ତି। ତେଣୁ ସେମାନଙ୍କୁ ତୁରନ୍ତ କାର୍ଯ୍ଯରେ ସାମିଲ୍ ହେବାକୁ ନୋଟିସ୍ ଦିଆଯାଇଛ । ସେମାନଙ୍କୁ ରାଜ୍ୟର ବିଭିନ୍ନ CDM ଓ PHOରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ କାର୍ଯ୍ଯରେ ଯୋଗନଦେଲେ ମହାମାରୀ ନିୟମ ଅନୁଯାୟୀ କଡ଼ା କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଡିଏମଇଟି କହିଛନ୍ତି।