ଓଲଟିଲା ଶିଶୁ ମନ୍ଦିର ମ୍ୟାଜିକ ଭ୍ୟାନ; ଅଳ୍ପକେ ବର୍ତ୍ତିଲେ ୧୨ ଛାତ୍ରଛାତ୍ରୀ, ୪ଜଣ ଆହାତ ୧ ଜଣ ଗୁରୁତର

The Sakala Picture
Published On

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଗାଁ ଗୋପାଳସାହି ନିକଟରେ ଚାଷ ଜମିକୁ ଓଲଟିଲା ଶିଶୁ ମନ୍ଦିର ମ୍ୟାଜିକ ଭ୍ୟାନ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୨ ଜଣ ଛାତ୍ରଛାତ୍ରୀ ,୪ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ଏବଂ ଜଣଙ୍କର ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ସେ ଗୁରୁତର ହୋଇଛନ୍ତି । ମ୍ୟାଜିକ ଭ୍ୟାନଟି ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କୁ ନେଇ କୁଲେଇ ଗାଁରୁ ବସୁଲେଇ ଶିଶୁ ମନ୍ଦିରକୁ ଯାଉଥିଲା । ଗାଡିଚାଳକଙ୍କ ବେପରୁଆ ଗାଡି ଚାଳନା […]

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଗାଁ ଗୋପାଳସାହି ନିକଟରେ ଚାଷ ଜମିକୁ ଓଲଟିଲା ଶିଶୁ ମନ୍ଦିର ମ୍ୟାଜିକ ଭ୍ୟାନ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୨ ଜଣ ଛାତ୍ରଛାତ୍ରୀ ,୪ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ଏବଂ ଜଣଙ୍କର ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ସେ ଗୁରୁତର ହୋଇଛନ୍ତି । ମ୍ୟାଜିକ ଭ୍ୟାନଟି ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କୁ ନେଇ କୁଲେଇ ଗାଁରୁ ବସୁଲେଇ ଶିଶୁ ମନ୍ଦିରକୁ ଯାଉଥିଲା । ଗାଡିଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଗୋପାଳସାହି ନିକଟରେ ଚାଷ ଜମିକୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଗୁରୁତର ଥିବା ଜଣେ ଶିଶୁକୁ ତାଳଚେରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ପୋଲିସ ଖବର ପାଇବା ପରେ ଟାଟା ମ୍ୟାଜିକ ଗାଡିଟିକୁ ଅଟକ ରଖିବା ସହ ଅଧିକ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ଢ଼େଙ୍କାନାଳରେ ପୁଣି ଲଜ୍ୟା: ଯୁବତୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଉଦ୍ୟମ

15 Oct 2022 By The Sakala

ଓଲଟିଲା ଶିଶୁ ମନ୍ଦିର ମ୍ୟାଜିକ ଭ୍ୟାନ; ଅଳ୍ପକେ ବର୍ତ୍ତିଲେ ୧୨ ଛାତ୍ରଛାତ୍ରୀ, ୪ଜଣ ଆହାତ ୧ ଜଣ ଗୁରୁତର

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଗାଁ ଗୋପାଳସାହି ନିକଟରେ ଚାଷ ଜମିକୁ ଓଲଟିଲା ଶିଶୁ ମନ୍ଦିର ମ୍ୟାଜିକ ଭ୍ୟାନ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୨ ଜଣ ଛାତ୍ରଛାତ୍ରୀ ,୪ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ଏବଂ ଜଣଙ୍କର ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ସେ ଗୁରୁତର ହୋଇଛନ୍ତି । ମ୍ୟାଜିକ ଭ୍ୟାନଟି ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କୁ ନେଇ କୁଲେଇ ଗାଁରୁ ବସୁଲେଇ ଶିଶୁ ମନ୍ଦିରକୁ ଯାଉଥିଲା । ଗାଡିଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଗୋପାଳସାହି ନିକଟରେ ଚାଷ ଜମିକୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଗୁରୁତର ଥିବା ଜଣେ ଶିଶୁକୁ ତାଳଚେରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ପୋଲିସ ଖବର ପାଇବା ପରେ ଟାଟା ମ୍ୟାଜିକ ଗାଡିଟିକୁ ଅଟକ ରଖିବା ସହ ଅଧିକ ତଦନ୍ତ ଚଳାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର