ଆଇନଜିବିଙ୍କୁ ମରଣାତ୍ମକ ଆକ୍ରମଣରେ ପୋଲିସର ନିସ୍କ୍ରିୟତା ପ୍ରତିବାଦରେ କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ଡାକରା
କାମାକ୍ଷାନଗର : ଆଜି କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଓକିଲ ସଂଙ୍ଘ। ଜଣେ ବରିଷ୍ଠ ଆଇନଜୀବିଙ୍କୁ ମରଣାତ୍ମକ ଆକ୍ରମଣ ଓ ପୋଲିସର ନିସ୍କ୍ରିୟତା ଯୋଗୁ ଏହିଡାକରା ଦିଆଯାଇଛି। ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମ୍ପୁଣ୍ଣ ଗାଡି ଚଳାଚଳ ବନ୍ଦ ରହିବା ସହ, ସରକାରି ବେସରକାରୀ ସ୍କୁଲ କଲେଜ ବ୍ୟାଙ୍କ ଓ ସମସ୍ତ ଅଫିସ ବନ୍ଦ ରହିବ। ଗତମାସ ୨୮ ତାରିଖ ବୁଧବାର ରାତି ସମୟରେ ବାଲିଗୋରଡ ସ୍ଥିତ ଏକ ହୋଟେଲକୁ […]
କାମାକ୍ଷାନଗର : ଆଜି କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଓକିଲ ସଂଙ୍ଘ। ଜଣେ ବରିଷ୍ଠ ଆଇନଜୀବିଙ୍କୁ ମରଣାତ୍ମକ ଆକ୍ରମଣ ଓ ପୋଲିସର ନିସ୍କ୍ରିୟତା ଯୋଗୁ ଏହିଡାକରା ଦିଆଯାଇଛି। ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମ୍ପୁଣ୍ଣ ଗାଡି ଚଳାଚଳ ବନ୍ଦ ରହିବା ସହ, ସରକାରି ବେସରକାରୀ ସ୍କୁଲ କଲେଜ ବ୍ୟାଙ୍କ ଓ ସମସ୍ତ ଅଫିସ ବନ୍ଦ ରହିବ। ଗତମାସ ୨୮ ତାରିଖ ବୁଧବାର ରାତି ସମୟରେ ବାଲିଗୋରଡ ସ୍ଥିତ ଏକ ହୋଟେଲକୁ ଦୁଇଜଣ ଆଇନଜୀବି ଓ ଦୁଇଜଣ କୋର୍ଟ କର୍ମଚାରି ଖାଇବାକୁ ଯାଇଥିଲେ। ସେଠାରେ ସାମାନ୍ୟ କଥାକୁ ନେଇ ୬ ରୁ ୭ ଜଣ ଯୁବକ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଦେଇଥିଲେ। ଫଳରେ ୪ ଜଣଯାକ ମୁମୁର୍ଷ ଅବସ୍ଥାରେ ସେହିଠାରେ ପଡିରହିଥିଲେ। ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାରକରି କାମାକ୍ଷାନଗର ମେଡିକାଲରେ ଭର୍ତିକରିଥିଲେ।
ସେଠାରେ ଡାକ୍ତର ବରିଷ୍ଠ ଆଇନଜୀବି ଶସଧର ମାହାନ୍ତିଙ୍କୁ କଟକ ସ୍ଥାନାନ୍ତର କରିଥିବା ବେଳେ ଅନ୍ୟ ତିନିଜଣଙ୍କୁ ସେହିଠାରେ ଚିକତ୍ସିତ ହେଉଥିଲେ। ଦିର୍ଘ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କେବଳ ଜଣକୁ ଧରି କୋର୍ଟଚାଲଣ କରି ହାତବାନ୍ଧି ବସିଥିବା ବେଳେ ବାକି ଦୁର୍ବୁତ୍ତ ମାନେ ଖୋଲା ବୁଲୁଛନ୍ତି। ଏନେଇ ଓକିଲ ସଂଙ୍ଘ ତରଫରୁ ସେମାନଙ୍କୁ ଗିରଫ ଦାବି କରୁଥିଲେ ମଧ୍ୟ ପୋଲିସର ଆଖିଦୃଷ୍ଟିଆ ପଦଖେପ ନେଉନାହିଁ। ଯାହାଫଳରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। ଗତକାଲି ଡାକବାଜି ଯନ୍ତ୍ର ଦ୍ବାର ସମସ୍ତ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଏହି ବନ୍ଦକୁ ୧୨ ଟି ସଂଗଠନ ଘରୋଇ ବସ ମାଲିକ ସଂଙ୍ଘ,ଟ୍ୟାକ୍ସି ସଂଙ୍ଘ, ବଣିକ ସଂଙ୍ଘ,ଅବସରପ୍ରାପ୍ତ ସୈନିକ ସଂଙ୍ଘ,ସାମ୍ବାଦିକ ସଂଙ୍ଘ , ବରିଷ୍ଠ ନାଗରିକ ମଞ୍ଚ ଓ ମହୁର ସଂଙ୍ଘ ଇତ୍ୟାଦି ବନ୍ଦକୁ ସମର୍ଥନ କରୁଛନ୍ତି।