BSKY କାର୍ଡରେ ଅନିୟମିତତା ନେଇ ଢେଙ୍କାନାଳର ବିଭିନ୍ନ ଘରୋଇ ହସ୍ପିଟାଲରେ ଚଢାଉ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କାର୍ଡରେ ଅନିୟମିତତା ନେଇ ଢେଙ୍କାନାଳ ସହରର ବିଭିନ୍ନ ଘରୋଇ ହସ୍ପିଟାଲରେ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଚଢାଉ ଚାଲିଛି। ଦୀର୍ଘଦିନ ହେବ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ଅନିୟମିତତା ଭାବେ ଚଳାଇଥିଲେ କିଛି ଘରୋଇ ହସ୍ପିଟାଲ। ଗତ ୩ ଦିନ ତଳେ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ନେଇ ପଣ୍ଡା ନର୍ସିଂ ହୋମକୁ ସିଲ୍ କରିଥିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ୨୦ଟି ହସ୍ପିଟାଲ ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇଁ ହୋଇଛନ୍ତି ଅନୁମୋଦିତ। ବିଭିନ୍ନ […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କାର୍ଡରେ ଅନିୟମିତତା ନେଇ ଢେଙ୍କାନାଳ ସହରର ବିଭିନ୍ନ ଘରୋଇ ହସ୍ପିଟାଲରେ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଚଢାଉ ଚାଲିଛି। ଦୀର୍ଘଦିନ ହେବ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ଅନିୟମିତତା ଭାବେ ଚଳାଇଥିଲେ କିଛି ଘରୋଇ ହସ୍ପିଟାଲ। ଗତ ୩ ଦିନ ତଳେ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ନେଇ ପଣ୍ଡା ନର୍ସିଂ ହୋମକୁ ସିଲ୍ କରିଥିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ୨୦ଟି ହସ୍ପିଟାଲ ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇଁ ହୋଇଛନ୍ତି ଅନୁମୋଦିତ। ବିଭିନ୍ନ ସମୟରେ ରୋଗୀଙ୍କ ଠାରୁ ଧାର୍ଯ୍ୟ ଚିକିତ୍ସା ଖର୍ଚ୍ଚ ଠାରୁ ଅଧିକ ଅର୍ଥ  ବିଲ କରି ନେଉଥିଲେ ଘରୋଇ ଚିକିତ୍ସାଳୟ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଠାର ଅଭିଯୋଗ ପରେ ଏହି ଚଢାଉ ଚାଲିଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

10 Mar 2023 By The Sakala

BSKY କାର୍ଡରେ ଅନିୟମିତତା ନେଇ ଢେଙ୍କାନାଳର ବିଭିନ୍ନ ଘରୋଇ ହସ୍ପିଟାଲରେ ଚଢାଉ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କାର୍ଡରେ ଅନିୟମିତତା ନେଇ ଢେଙ୍କାନାଳ ସହରର ବିଭିନ୍ନ ଘରୋଇ ହସ୍ପିଟାଲରେ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଚଢାଉ ଚାଲିଛି। ଦୀର୍ଘଦିନ ହେବ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ଅନିୟମିତତା ଭାବେ ଚଳାଇଥିଲେ କିଛି ଘରୋଇ ହସ୍ପିଟାଲ। ଗତ ୩ ଦିନ ତଳେ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ନେଇ ପଣ୍ଡା ନର୍ସିଂ ହୋମକୁ ସିଲ୍ କରିଥିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ୨୦ଟି ହସ୍ପିଟାଲ ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇଁ ହୋଇଛନ୍ତି ଅନୁମୋଦିତ। ବିଭିନ୍ନ ସମୟରେ ରୋଗୀଙ୍କ ଠାରୁ ଧାର୍ଯ୍ୟ ଚିକିତ୍ସା ଖର୍ଚ୍ଚ ଠାରୁ ଅଧିକ ଅର୍ଥ  ବିଲ କରି ନେଉଥିଲେ ଘରୋଇ ଚିକିତ୍ସାଳୟ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଠାର ଅଭିଯୋଗ ପରେ ଏହି ଚଢାଉ ଚାଲିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର