ହାପପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧାଇଲେ ସେବାୟତ

The Sakala Picture
Published On

ପୁରୀ: ହାପ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଯିବାବେଳେ ହଟହଟା ହେଲେ ଶ୍ରଦ୍ଧାଳୁ । ହାପ ପ୍ୟାଣ୍ଟ ପିନ୍ଧି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଉଥିବାବେଳେ ଶ୍ରଦ୍ଧାଳୁଙ୍କୁ ଅଟକାଇଲେ ସେବାୟତ । ଶ୍ରୀମନ୍ଦିରକୁ ଯିବାବେଳେ ଶୃଙ୍ଖଳିତ ପୋଷାକ ପରିଧାନ ଉପରେ ସଚେତନ କରିବା ସହ ଧୋତି ପିନ୍ଧାଇ ମନ୍ଦିର ଭିତରକୁ ଛାଡିଲେ । ସୂଚନା ଅନୁସାରେ, ଆଜି କିଛି ଭକ୍ତ ହାପ ପ୍ୟାଣ୍ଟ ପିନ୍ଧି ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ସେମାନଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ […]

ପୁରୀ: ହାପ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଯିବାବେଳେ ହଟହଟା ହେଲେ ଶ୍ରଦ୍ଧାଳୁ । ହାପ ପ୍ୟାଣ୍ଟ ପିନ୍ଧି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଉଥିବାବେଳେ ଶ୍ରଦ୍ଧାଳୁଙ୍କୁ ଅଟକାଇଲେ ସେବାୟତ । ଶ୍ରୀମନ୍ଦିରକୁ ଯିବାବେଳେ ଶୃଙ୍ଖଳିତ ପୋଷାକ ପରିଧାନ ଉପରେ ସଚେତନ କରିବା ସହ ଧୋତି ପିନ୍ଧାଇ ମନ୍ଦିର ଭିତରକୁ ଛାଡିଲେ ।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

ସୂଚନା ଅନୁସାରେ, ଆଜି କିଛି ଭକ୍ତ ହାପ ପ୍ୟାଣ୍ଟ ପିନ୍ଧି ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ସେମାନଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରାଇଲେ ସେବାୟତ । ଶ୍ରୀମନ୍ଦିର ଭିତରକୁ ଯିବା ପୂର୍ବରୁ ସମ୍ପୃକ୍ତ ଭକ୍ତଙ୍କୁ ଅକଟାଇବା ସହ ଧୋତି ପିନ୍ଧାଇ ମନ୍ଦିର ଭିତରକୁ ଛାଡିଥିଲେ । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମହାପ୍ରଭୁଙ୍କ ପାଇଁ ଆସିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଥିଲେ ସେବାୟତ । ନୂଆବର୍ଷ ପ୍ରଥମ ଦିନରୁ କଡାକଡି ହେବ ନିୟମ ।

ଆହୁରି ପଢ଼ନ୍ତୁ: ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ବାଆଁରେଇଲେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ

29 Oct 2023 By The Sakala

ହାପପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧାଇଲେ ସେବାୟତ

ପୁରୀ: ହାପ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଯିବାବେଳେ ହଟହଟା ହେଲେ ଶ୍ରଦ୍ଧାଳୁ । ହାପ ପ୍ୟାଣ୍ଟ ପିନ୍ଧି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଉଥିବାବେଳେ ଶ୍ରଦ୍ଧାଳୁଙ୍କୁ ଅଟକାଇଲେ ସେବାୟତ । ଶ୍ରୀମନ୍ଦିରକୁ ଯିବାବେଳେ ଶୃଙ୍ଖଳିତ ପୋଷାକ ପରିଧାନ ଉପରେ ସଚେତନ କରିବା ସହ ଧୋତି ପିନ୍ଧାଇ ମନ୍ଦିର ଭିତରକୁ ଛାଡିଲେ ।

ସୂଚନା ଅନୁସାରେ, ଆଜି କିଛି ଭକ୍ତ ହାପ ପ୍ୟାଣ୍ଟ ପିନ୍ଧି ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ସେମାନଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରାଇଲେ ସେବାୟତ । ଶ୍ରୀମନ୍ଦିର ଭିତରକୁ ଯିବା ପୂର୍ବରୁ ସମ୍ପୃକ୍ତ ଭକ୍ତଙ୍କୁ ଅକଟାଇବା ସହ ଧୋତି ପିନ୍ଧାଇ ମନ୍ଦିର ଭିତରକୁ ଛାଡିଥିଲେ । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମହାପ୍ରଭୁଙ୍କ ପାଇଁ ଆସିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଥିଲେ ସେବାୟତ । ନୂଆବର୍ଷ ପ୍ରଥମ ଦିନରୁ କଡାକଡି ହେବ ନିୟମ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର