ହଡଗଡ଼ ବନାଞ୍ଚଳରେ ହାତୀଛୁଆର ମୃତଦେହ ଠାବ, ଲଢେଇରୁ ମୃତ୍ୟୁ ହୋଇଥିବା ସୂଚନା

The Sakala Picture
Published On

କେନ୍ଦୁଝର /ହାଟଡ଼ିହି: ପୁଣି ଏକ ହାତୀଛୁଆର ମୃତଦେହ ଉଦ୍ଧାର । ଆନନ୍ଦପୂର୍ଵ ବନ୍ୟପ୍ରାଣୀ ବନଖଣ୍ଡର ହଦଗଡ଼ ବନାଞ୍ଚଳରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ବନ ବିଭାଗ ଖବରପାଇ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ମୃତ ହାତୀଛୁଆର ମୃତଦେହ ଠାବ କରିଥିଲେ। ପାରିପାର୍ଶ୍ଵିକ ପରିସ୍ଥିତିରୁ ହାତୀ ହାତୀ ମଧ୍ୟରେ ଲଢେଇରୁ ଦନ୍ତା ଛୁଆଟିର ମୃତ୍ୟୁ ହୋଇଥିବା ଆନନ୍ଦପୁର ଡ଼ିଏଫଓ କହିଛନ୍ତି। ମୃତ ହାତୀ ଛୁଆର ବୟସ ୬/୭ବର୍ଷ ହେବ। ବ୍ୟବଚ୍ଛେଦ ପରେ ହାତୀ ଛୁଆକୁ […]

କେନ୍ଦୁଝର /ହାଟଡ଼ିହି: ପୁଣି ଏକ ହାତୀଛୁଆର ମୃତଦେହ ଉଦ୍ଧାର । ଆନନ୍ଦପୂର୍ଵ ବନ୍ୟପ୍ରାଣୀ ବନଖଣ୍ଡର ହଦଗଡ଼ ବନାଞ୍ଚଳରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ବନ ବିଭାଗ ଖବରପାଇ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ମୃତ ହାତୀଛୁଆର ମୃତଦେହ ଠାବ କରିଥିଲେ। ପାରିପାର୍ଶ୍ଵିକ ପରିସ୍ଥିତିରୁ ହାତୀ ହାତୀ ମଧ୍ୟରେ ଲଢେଇରୁ ଦନ୍ତା ଛୁଆଟିର ମୃତ୍ୟୁ ହୋଇଥିବା ଆନନ୍ଦପୁର ଡ଼ିଏଫଓ କହିଛନ୍ତି। ମୃତ ହାତୀ ଛୁଆର ବୟସ ୬/୭ବର୍ଷ ହେବ। ବ୍ୟବଚ୍ଛେଦ ପରେ ହାତୀ ଛୁଆକୁ ପୋତି ଦିଆଯାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

10 Mar 2024 By The Sakala

ହଡଗଡ଼ ବନାଞ୍ଚଳରେ ହାତୀଛୁଆର ମୃତଦେହ ଠାବ, ଲଢେଇରୁ ମୃତ୍ୟୁ ହୋଇଥିବା ସୂଚନା

କେନ୍ଦୁଝର /ହାଟଡ଼ିହି: ପୁଣି ଏକ ହାତୀଛୁଆର ମୃତଦେହ ଉଦ୍ଧାର । ଆନନ୍ଦପୂର୍ଵ ବନ୍ୟପ୍ରାଣୀ ବନଖଣ୍ଡର ହଦଗଡ଼ ବନାଞ୍ଚଳରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ବନ ବିଭାଗ ଖବରପାଇ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ମୃତ ହାତୀଛୁଆର ମୃତଦେହ ଠାବ କରିଥିଲେ। ପାରିପାର୍ଶ୍ଵିକ ପରିସ୍ଥିତିରୁ ହାତୀ ହାତୀ ମଧ୍ୟରେ ଲଢେଇରୁ ଦନ୍ତା ଛୁଆଟିର ମୃତ୍ୟୁ ହୋଇଥିବା ଆନନ୍ଦପୁର ଡ଼ିଏଫଓ କହିଛନ୍ତି। ମୃତ ହାତୀ ଛୁଆର ବୟସ ୬/୭ବର୍ଷ ହେବ। ବ୍ୟବଚ୍ଛେଦ ପରେ ହାତୀ ଛୁଆକୁ ପୋତି ଦିଆଯାଇଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର