ଆଜିଠୁ ଐତିହାସିକ କଟକ ବାଲିଯାତ୍ରା

The Sakala Picture
Published On

କଟକ: ଐତିହାସିକ କଟକ ବାଲିଯାତ୍ରା ସେମାବାରଠାରୁ ଆରମ୍ଭ ହେବ। ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପୀ ରାଜ୍ୟର ଏହି ସର୍ବବୃହତ ମୁକ୍ତାକାଶ ବ୍ୟବସାୟିକ ମେଳା ଚାଲିବ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌‌ଘାଟନ କରିବେ। ଚଳିତବର୍ଷ ୧୨ଶହରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲାଯାଇଛି। ଏହା ବ୍ୟତୀତ ଓରମାସ ପକ୍ଷରୁ ୪୨୦ରୁ ଅଧିକ ଷ୍ଟଲ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍‌‌ଏଚ୍‌‌ଜି) ଏବଂ ମିଶନ ଶକ୍ତି ସଦସ୍ୟମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି। […]

କଟକ: ଐତିହାସିକ କଟକ ବାଲିଯାତ୍ରା ସେମାବାରଠାରୁ ଆରମ୍ଭ ହେବ। ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପୀ ରାଜ୍ୟର ଏହି ସର୍ବବୃହତ ମୁକ୍ତାକାଶ ବ୍ୟବସାୟିକ ମେଳା ଚାଲିବ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌‌ଘାଟନ କରିବେ। ଚଳିତବର୍ଷ ୧୨ଶହରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲାଯାଇଛି। ଏହା ବ୍ୟତୀତ ଓରମାସ ପକ୍ଷରୁ ୪୨୦ରୁ ଅଧିକ ଷ୍ଟଲ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍‌‌ଏଚ୍‌‌ଜି) ଏବଂ ମିଶନ ଶକ୍ତି ସଦସ୍ୟମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ କଳାକାର ସଚିନ-ଜିଗର ଓ ଅନୁ ମଲିକ ସଙ୍ଗୀତ ପରିବେଷଣ କରିବେ। ଚଳିତବର୍ଷ କଟକ ଇନ କଟକ ପାଭେଲିୟନ ପରିସରରରେ ଗ୍ରାମୀଣ କଟକର ଝଲକ ଦେଖିବାକୁ ମିଳିବ। ଏଥିସହ ଜଳକ୍ରୀଡ଼ା, ଲେଜର ଶୋ’ର ଆୟୋଜନ କରାଯାଇଛି। କେରଳରୁ ଆସିଥିବା ଟନେଲ ଆକ୍ୱାରିଅମରେ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟରେ ବୁଲିବା ଭଳି ମଜା ନେଇପାରିବେ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

27 Nov 2023 By The Sakala

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା

କଟକ: ଐତିହାସିକ କଟକ ବାଲିଯାତ୍ରା ସେମାବାରଠାରୁ ଆରମ୍ଭ ହେବ। ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପୀ ରାଜ୍ୟର ଏହି ସର୍ବବୃହତ ମୁକ୍ତାକାଶ ବ୍ୟବସାୟିକ ମେଳା ଚାଲିବ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌‌ଘାଟନ କରିବେ। ଚଳିତବର୍ଷ ୧୨ଶହରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲାଯାଇଛି। ଏହା ବ୍ୟତୀତ ଓରମାସ ପକ୍ଷରୁ ୪୨୦ରୁ ଅଧିକ ଷ୍ଟଲ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍‌‌ଏଚ୍‌‌ଜି) ଏବଂ ମିଶନ ଶକ୍ତି ସଦସ୍ୟମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ କଳାକାର ସଚିନ-ଜିଗର ଓ ଅନୁ ମଲିକ ସଙ୍ଗୀତ ପରିବେଷଣ କରିବେ। ଚଳିତବର୍ଷ କଟକ ଇନ କଟକ ପାଭେଲିୟନ ପରିସରରରେ ଗ୍ରାମୀଣ କଟକର ଝଲକ ଦେଖିବାକୁ ମିଳିବ। ଏଥିସହ ଜଳକ୍ରୀଡ଼ା, ଲେଜର ଶୋ’ର ଆୟୋଜନ କରାଯାଇଛି। କେରଳରୁ ଆସିଥିବା ଟନେଲ ଆକ୍ୱାରିଅମରେ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟରେ ବୁଲିବା ଭଳି ମଜା ନେଇପାରିବେ।

https://www.thesakala.in/latest-odisha-news/cuttack/historic-cuttack-bali-yatra-from-today/article-27692
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର