କଟକ ବଡ଼ ଡାକ୍ତରଖାନାରୁ ଦଲାଲ୍‌ ଗିରଫ: ରକ୍ତ ଦେବା ପାଇଁ ଲାଞ୍ଚ ନେଉଥିଲେ ସିକ୍ୟୁରିଟି ସୁପରଭାଇଜର

The Sakala Picture
Published On

କଟକ: ଏସିବି ବ୍ଲଡ୍ ବ୍ୟାଙ୍କରେ ରକ୍ତ ଯୋଗାଇ ଦେବା ନାଁରେ ୧୪ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଏସିବି ମେଡିକାଲ ସିକ୍ୟୁରିଟି ସୁପରଭାଇଜର। ଗତକାଲି ରାତରେ ବାଲେଶ୍ୱର ଅଞ୍ଚଳର ଜଣେ ରୋଗୀ ନେଫ୍ରୋଲୋଜି ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ରକ୍ତ ଆବଶ୍ୟକ ପଡ଼ିଥିଲା । କେହି ଡୋନର ନମିଳିବାରୁ ତାଙ୍କୁ ରକ୍ତ କରାଇଦେବା ପାଇଁ ସୁପରଭାଇଜର ଜଣଙ୍କ ୧୪ ଶହ ଟଙ୍କା ଲାଞ୍ଚ ନେଇ ଏକ ବ୍ଲଡ୍ କୁପନ ଧରାଇ ଦେଇଥିଲେ। […]

କଟକ: ଏସିବି ବ୍ଲଡ୍ ବ୍ୟାଙ୍କରେ ରକ୍ତ ଯୋଗାଇ ଦେବା ନାଁରେ ୧୪ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଏସିବି ମେଡିକାଲ ସିକ୍ୟୁରିଟି ସୁପରଭାଇଜର। ଗତକାଲି ରାତରେ ବାଲେଶ୍ୱର ଅଞ୍ଚଳର ଜଣେ ରୋଗୀ ନେଫ୍ରୋଲୋଜି ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ରକ୍ତ ଆବଶ୍ୟକ ପଡ଼ିଥିଲା । କେହି ଡୋନର ନମିଳିବାରୁ ତାଙ୍କୁ ରକ୍ତ କରାଇଦେବା ପାଇଁ ସୁପରଭାଇଜର ଜଣଙ୍କ ୧୪ ଶହ ଟଙ୍କା ଲାଞ୍ଚ ନେଇ ଏକ ବ୍ଲଡ୍ କୁପନ ଧରାଇ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ତେବେ ବ୍ଲଡ୍ ବ୍ୟାଙ୍କରେ ମହିଳା ଜଣଙ୍କ କୁପନ ଦେବା ବେଳେ ଏହା ନକଲି କୁପନ ବୋଲି ଜଣାପଡିଥିଲା । ମହିଳା ଜଣଙ୍କ ଅଭିଯୋଗ ପରେ ମେଡିକାଲ କତ୍ତୃପକ୍ଷ ତଦନ୍ତ କରିଥିଲେ। ସୁପରଭାଇଜରଙ୍କ ସମ୍ପୃକ୍ତ ବୋଲି ଜଣାପଡିବା ପରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା । ତେବେ ଏହି ଏତଲା ଆଧାରରେ ଉକ୍ତ ସୁପରଭାଇଜର ସୁଶାନ୍ତ ଚୌଧୁରୀଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମେଡିକାଲ ସିକ୍ୟୁରିଟି ସୁପରଭାଇଜର।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

11 Aug 2022 By The Sakala

କଟକ ବଡ଼ ଡାକ୍ତରଖାନାରୁ ଦଲାଲ୍‌ ଗିରଫ: ରକ୍ତ ଦେବା ପାଇଁ ଲାଞ୍ଚ ନେଉଥିଲେ ସିକ୍ୟୁରିଟି ସୁପରଭାଇଜର

କଟକ: ଏସିବି ବ୍ଲଡ୍ ବ୍ୟାଙ୍କରେ ରକ୍ତ ଯୋଗାଇ ଦେବା ନାଁରେ ୧୪ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଏସିବି ମେଡିକାଲ ସିକ୍ୟୁରିଟି ସୁପରଭାଇଜର। ଗତକାଲି ରାତରେ ବାଲେଶ୍ୱର ଅଞ୍ଚଳର ଜଣେ ରୋଗୀ ନେଫ୍ରୋଲୋଜି ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ରକ୍ତ ଆବଶ୍ୟକ ପଡ଼ିଥିଲା । କେହି ଡୋନର ନମିଳିବାରୁ ତାଙ୍କୁ ରକ୍ତ କରାଇଦେବା ପାଇଁ ସୁପରଭାଇଜର ଜଣଙ୍କ ୧୪ ଶହ ଟଙ୍କା ଲାଞ୍ଚ ନେଇ ଏକ ବ୍ଲଡ୍ କୁପନ ଧରାଇ ଦେଇଥିଲେ।

ତେବେ ବ୍ଲଡ୍ ବ୍ୟାଙ୍କରେ ମହିଳା ଜଣଙ୍କ କୁପନ ଦେବା ବେଳେ ଏହା ନକଲି କୁପନ ବୋଲି ଜଣାପଡିଥିଲା । ମହିଳା ଜଣଙ୍କ ଅଭିଯୋଗ ପରେ ମେଡିକାଲ କତ୍ତୃପକ୍ଷ ତଦନ୍ତ କରିଥିଲେ। ସୁପରଭାଇଜରଙ୍କ ସମ୍ପୃକ୍ତ ବୋଲି ଜଣାପଡିବା ପରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା । ତେବେ ଏହି ଏତଲା ଆଧାରରେ ଉକ୍ତ ସୁପରଭାଇଜର ସୁଶାନ୍ତ ଚୌଧୁରୀଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମେଡିକାଲ ସିକ୍ୟୁରିଟି ସୁପରଭାଇଜର।

https://www.thesakala.in/latest-odisha-news/cuttack/pc-alligation-on-scb-medical-college/article-14056
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର