ଦହିବରା ଖାଇ ୩୦ରୁ ଉର୍ଦ୍ଧ୍ବ ଗୁରୁତର

The Sakala Picture
Published On

କଟକ: କଟକ ଜିଲ୍ଲା ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ରୁ ଉର୍ଦ୍ଧ୍ବ ମହିଳା ଶିଶୁ ଓ ପୁରୁଷ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳେ ନରସିଂହପୁର ବ୍ଲକ ନୁଖାପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜଣେ ଦହିବରା ବିକାଳୀ ଦହିବରା ବିକ୍ରି କରିଥିଲା। ସେହି ଦହିବରା ବିକାଳୀ ଠାରୁ ଯେଉଁମାନେ ଦହିବରା ଖାଇଛନ୍ତି ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କର ଦେହ ଅସୁସ୍ଥ ଲାଗିବାରୁ ସେମାନେ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ସେମାନେ ସେଠାରେ […]

କଟକ: କଟକ ଜିଲ୍ଲା ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ରୁ ଉର୍ଦ୍ଧ୍ବ ମହିଳା ଶିଶୁ ଓ ପୁରୁଷ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳେ ନରସିଂହପୁର ବ୍ଲକ ନୁଖାପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜଣେ ଦହିବରା ବିକାଳୀ ଦହିବରା ବିକ୍ରି କରିଥିଲା। ସେହି ଦହିବରା ବିକାଳୀ ଠାରୁ ଯେଉଁମାନେ ଦହିବରା ଖାଇଛନ୍ତି ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କର ଦେହ ଅସୁସ୍ଥ ଲାଗିବାରୁ ସେମାନେ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ସେମାନେ ସେଠାରେ ପହଁଚିବା ପରେ ଅନ୍ୟ ସମସ୍ତ ଗୁରୁତର ମଧ୍ୟ ସେଠାରେ ପହଞ୍ଚିଥିଲେ। ଡାକ୍ତର ସେମାନେ କଣ ଖାଇଛନ୍ତି ପଚାରିବାରୁ ସମସ୍ତେ ଦହିବରା ଖାଇଛନ୍ତି ବୋଲି କହିଥିଲେ ତେଣୁ ଦହିବରା ଖାଇ ସମସ୍ତେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅନୁମାନ କରାଯାଉଛି। କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ଡାକ୍ତରଖାନାରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

15 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର