ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ‘ବ୍ରିଜିଙ୍ଗ୍ ସେନଚ୍ୟୁରୀ’ ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ

The Sakala Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ କଳାକାର ଶ୍ରୀ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ‘ବ୍ରିଜିଙ୍ଗ୍ ସେନଚ୍ୟୁରୀ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି । ଉଦୟଗିରି ଗୁମ୍ଫାର ଖୋଦିତ ଚିତ୍ରରେ ସମ୍ରାଟ ଖାରବେଳ ଏବଂ କଳିଙ୍ଗ ସାମ୍ରାଜ୍ୟର ସମୟ ଉପରେ ଏହି ପୁସ୍ତକଟି ଲେଖାଯାଇଛି । ଚିତ୍ରଶିଳ୍ପୀ ଶ୍ରୀ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ମହାନ କାର୍ଯ୍ୟ ଓଡିଶାର ପ୍ରାଚୀନ କଳା, ଇତିହାସ ଏବଂ ଐତିହ୍ୟକୁ ଆଲୋକିତ କରିବାରେ ପ୍ରମୁଖ ଭୂମିକା […]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ କଳାକାର ଶ୍ରୀ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ‘ବ୍ରିଜିଙ୍ଗ୍ ସେନଚ୍ୟୁରୀ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି । ଉଦୟଗିରି ଗୁମ୍ଫାର ଖୋଦିତ ଚିତ୍ରରେ ସମ୍ରାଟ ଖାରବେଳ ଏବଂ କଳିଙ୍ଗ ସାମ୍ରାଜ୍ୟର ସମୟ ଉପରେ ଏହି ପୁସ୍ତକଟି ଲେଖାଯାଇଛି । ଚିତ୍ରଶିଳ୍ପୀ ଶ୍ରୀ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ମହାନ କାର୍ଯ୍ୟ ଓଡିଶାର ପ୍ରାଚୀନ କଳା, ଇତିହାସ ଏବଂ ଐତିହ୍ୟକୁ ଆଲୋକିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଓଡ଼ିଶାର ଭିଜୁଆଲ୍ ଆର୍ଟ ପ୍ରଦର୍ଶନ, ପ୍ରୋତ୍ସାହନ ଏବଂ ସଂରକ୍ଷଣ ପାଇଁ ଏକ ମିଶନ ସହିତ ଇଲା ପଣ୍ଡା ସେଣ୍ଟର ଫର ଆର୍ଟସ୍ ଦ୍ୱାରା ଏହି ପୁସ୍ତକ ପ୍ରକାଶିତ ହୋଇଛି । ଚିତ୍ରକଳା ସଂଗ୍ରହ ସହିତ ଚିତ୍ରଶିଳ୍ପୀ ଶ୍ରୀ ପଟ୍ଟନାୟକ ଉଦୟଗିରିର ଚିତ୍ର, ଲେଖା ଏବଂ ଖୋଦିତ ଚିତ୍ରକୁ ଆଲୋକିତ କରି ପ୍ରାଚୀନ କଳିଙ୍ଗର କଳା ଏବଂ ସଂସ୍କୃତିକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରିଛନ୍ତି । ପୁସ୍ତକ ରିଲିଜ୍ ସମୟରେ ଆଇପିସିଏର ପ୍ରତିଷ୍ଠାତା ଟ୍ରଷ୍ଟି ଶ୍ରୀମତୀ ପରମିତା ମହାପାତ୍ର ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

17 Aug 2022 By The Sakala

ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ‘ବ୍ରିଜିଙ୍ଗ୍ ସେନଚ୍ୟୁରୀ’ ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ କଳାକାର ଶ୍ରୀ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ‘ବ୍ରିଜିଙ୍ଗ୍ ସେନଚ୍ୟୁରୀ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି । ଉଦୟଗିରି ଗୁମ୍ଫାର ଖୋଦିତ ଚିତ୍ରରେ ସମ୍ରାଟ ଖାରବେଳ ଏବଂ କଳିଙ୍ଗ ସାମ୍ରାଜ୍ୟର ସମୟ ଉପରେ ଏହି ପୁସ୍ତକଟି ଲେଖାଯାଇଛି । ଚିତ୍ରଶିଳ୍ପୀ ଶ୍ରୀ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ମହାନ କାର୍ଯ୍ୟ ଓଡିଶାର ପ୍ରାଚୀନ କଳା, ଇତିହାସ ଏବଂ ଐତିହ୍ୟକୁ ଆଲୋକିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଓଡ଼ିଶାର ଭିଜୁଆଲ୍ ଆର୍ଟ ପ୍ରଦର୍ଶନ, ପ୍ରୋତ୍ସାହନ ଏବଂ ସଂରକ୍ଷଣ ପାଇଁ ଏକ ମିଶନ ସହିତ ଇଲା ପଣ୍ଡା ସେଣ୍ଟର ଫର ଆର୍ଟସ୍ ଦ୍ୱାରା ଏହି ପୁସ୍ତକ ପ୍ରକାଶିତ ହୋଇଛି । ଚିତ୍ରକଳା ସଂଗ୍ରହ ସହିତ ଚିତ୍ରଶିଳ୍ପୀ ଶ୍ରୀ ପଟ୍ଟନାୟକ ଉଦୟଗିରିର ଚିତ୍ର, ଲେଖା ଏବଂ ଖୋଦିତ ଚିତ୍ରକୁ ଆଲୋକିତ କରି ପ୍ରାଚୀନ କଳିଙ୍ଗର କଳା ଏବଂ ସଂସ୍କୃତିକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରିଛନ୍ତି । ପୁସ୍ତକ ରିଲିଜ୍ ସମୟରେ ଆଇପିସିଏର ପ୍ରତିଷ୍ଠାତା ଟ୍ରଷ୍ଟି ଶ୍ରୀମତୀ ପରମିତା ମହାପାତ୍ର ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର