ଧାମନଗର ରାଜନୀତି ସରଗରମ : ସୋମବାର ଏକା ସଙ୍ଗରେ ୧୩ଟି ସଭାରେ ଧାମନଗରବାସୀଙ୍କୁ ସମ୍ବୋଧନ କରିବେ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର : ଧାମନଗରରେ ଜମୁଛି ପ୍ରଚାର। ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମୋଡରେ ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ। ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୧ ତାରିଖ ଅପରାହ୍ନ […]

ଭୁବନେଶ୍ବର : ଧାମନଗରରେ ଜମୁଛି ପ୍ରଚାର। ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମୋଡରେ ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୧ ତାରିଖ ଅପରାହ୍ନ ୪.୩୦ରେ ଭର୍ଚୁଆଲ୍‌ ମୋଡରେ ପ୍ରଚାରରେ ଯୋଗଦେବେ । ଏହା ସଙ୍ଗରେ ୧୩ଟି ସଭାରେ ମୁଖ୍ୟମନ୍ତ୍ରୀ ଧାମନଗରବାସୀଙ୍କୁ ସମ୍ବୋଧନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ମାରାଥନ ପ୍ରଚାରକୁ ନେଇ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା: ଆଇନ ମନ୍ତ୍ରୀ

ଧାମନଗର ଉପନିର୍ବାଚନରେ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନର ଝଲକ ଦେଖିବାକୁ ମିିଳିବ । ସେହି ଦୁଇ ନିର୍ବାଚନରେ ଅକ୍ଟୋବର ୩୧ରେ ଭର୍ଚୁଆଲ୍‌ ପ୍ରଚାର କରିବା ଭଳି ଚଳିତ ମାସ ୩୧ ତାରିଖରେ ଭର୍ଚୁଆଲ୍‌ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୦ ନଭେମ୍ବର ୩ରେ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ହୋଇଥିଲା । ଦୁଇ ବର୍ଷ ତଳେ ଅକ୍ଟୋବର ୩୧ ତାରିଖରେ ଭର୍ଚୁଆଲ୍‌ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଦୁଇ ବର୍ଷ ପରେ ପୁଣି ଇତିହାସ କଡ଼ ଲେଉଟିବ। ସେହି ସମାନ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଧାମନଗର ଉପନିର୍ବାଚନରେ ଭର୍ଚୁଆଲ୍‌ ପ୍ରଚାର କରିବେ । ବିଜେଡି ପୂର୍ବରୁ ଲଢ଼ିଥିବା ସମସ୍ତ ଉପନିର୍ବାଚନ ଜିତିବା ଭଳି ଏହି ନିର୍ବାଚନରେ ମଧ୍ୟ ବହୁ ଭୋଟରେ ଜିତିବ । ସମସ୍ତ ଶ୍ରେୟ ଦଳର ମୁଖିଆ ନବୀନଙ୍କର ବୋଲି ବରିଷ୍ଠ ନେତା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

29 Oct 2022 By The Sakala

ଧାମନଗର ରାଜନୀତି ସରଗରମ : ସୋମବାର ଏକା ସଙ୍ଗରେ ୧୩ଟି ସଭାରେ ଧାମନଗରବାସୀଙ୍କୁ ସମ୍ବୋଧନ କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଧାମନଗରରେ ଜମୁଛି ପ୍ରଚାର। ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମୋଡରେ ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ।

ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୧ ତାରିଖ ଅପରାହ୍ନ ୪.୩୦ରେ ଭର୍ଚୁଆଲ୍‌ ମୋଡରେ ପ୍ରଚାରରେ ଯୋଗଦେବେ । ଏହା ସଙ୍ଗରେ ୧୩ଟି ସଭାରେ ମୁଖ୍ୟମନ୍ତ୍ରୀ ଧାମନଗରବାସୀଙ୍କୁ ସମ୍ବୋଧନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ମାରାଥନ ପ୍ରଚାରକୁ ନେଇ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ସୂଚନା ଦେଇଛନ୍ତି।

ଧାମନଗର ଉପନିର୍ବାଚନରେ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନର ଝଲକ ଦେଖିବାକୁ ମିିଳିବ । ସେହି ଦୁଇ ନିର୍ବାଚନରେ ଅକ୍ଟୋବର ୩୧ରେ ଭର୍ଚୁଆଲ୍‌ ପ୍ରଚାର କରିବା ଭଳି ଚଳିତ ମାସ ୩୧ ତାରିଖରେ ଭର୍ଚୁଆଲ୍‌ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୦ ନଭେମ୍ବର ୩ରେ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ହୋଇଥିଲା । ଦୁଇ ବର୍ଷ ତଳେ ଅକ୍ଟୋବର ୩୧ ତାରିଖରେ ଭର୍ଚୁଆଲ୍‌ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଦୁଇ ବର୍ଷ ପରେ ପୁଣି ଇତିହାସ କଡ଼ ଲେଉଟିବ। ସେହି ସମାନ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଧାମନଗର ଉପନିର୍ବାଚନରେ ଭର୍ଚୁଆଲ୍‌ ପ୍ରଚାର କରିବେ । ବିଜେଡି ପୂର୍ବରୁ ଲଢ଼ିଥିବା ସମସ୍ତ ଉପନିର୍ବାଚନ ଜିତିବା ଭଳି ଏହି ନିର୍ବାଚନରେ ମଧ୍ୟ ବହୁ ଭୋଟରେ ଜିତିବ । ସମସ୍ତ ଶ୍ରେୟ ଦଳର ମୁଖିଆ ନବୀନଙ୍କର ବୋଲି ବରିଷ୍ଠ ନେତା କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର