କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଓଲି ଲ୍ୟାଣ୍ଡ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ମନ ମୋହୁଛି ଓଲି ଲ୍ୟାଣ୍ଡ । କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଥିମ ସହିତ ଓ ଆଲୋକ ମାଳାରେ ସଜେଇ ହୋଇଛି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ମଧ୍ୟ ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି। ସାଜସଜାକୁ ମୁଖ୍ୟମନ୍ତ୍ରୀ ଭରପୁର ପ୍ରଶଂସା କରିଛନ୍ତି । ହକି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଏହି ବ୍ୟବସ୍ଥା କରାଯାଇଛି । ମ୍ୟାଚ ନ […]

ଭୁବନେଶ୍ୱର: ମନ ମୋହୁଛି ଓଲି ଲ୍ୟାଣ୍ଡ । କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଥିମ ସହିତ ଓ ଆଲୋକ ମାଳାରେ ସଜେଇ ହୋଇଛି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ମଧ୍ୟ ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି। ସାଜସଜାକୁ ମୁଖ୍ୟମନ୍ତ୍ରୀ ଭରପୁର ପ୍ରଶଂସା କରିଛନ୍ତି । ହକି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଏହି ବ୍ୟବସ୍ଥା କରାଯାଇଛି । ମ୍ୟାଚ ନ ଥିବା ଦିନ ଜନ ସାଧାରଣଙ୍କ ପାଇଁ ଏହି ସ୍ଥାନ ଖୋଲାଯାଉଛି । ଭିତରେ ବୁଲି ଲୋକେ ହକିକୁ ନେଇ ଅନୁଭବ ସାଉଣ୍ଟିପାରିବେ। ଓଲି ଲ୍ୟାଣ୍ଡର ଅନେକ ସ୍ଥାନରେ ସୁନ୍ଦର ସୁନ୍ଦର ସେଲଫି ପଏଣ୍ଟ କ୍ରୀଡା ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

12 Jan 2023 By The Sakala

କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଓଲି ଲ୍ୟାଣ୍ଡ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମନ ମୋହୁଛି ଓଲି ଲ୍ୟାଣ୍ଡ । କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଥିମ ସହିତ ଓ ଆଲୋକ ମାଳାରେ ସଜେଇ ହୋଇଛି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ମଧ୍ୟ ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି। ସାଜସଜାକୁ ମୁଖ୍ୟମନ୍ତ୍ରୀ ଭରପୁର ପ୍ରଶଂସା କରିଛନ୍ତି । ହକି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଏହି ବ୍ୟବସ୍ଥା କରାଯାଇଛି । ମ୍ୟାଚ ନ ଥିବା ଦିନ ଜନ ସାଧାରଣଙ୍କ ପାଇଁ ଏହି ସ୍ଥାନ ଖୋଲାଯାଉଛି । ଭିତରେ ବୁଲି ଲୋକେ ହକିକୁ ନେଇ ଅନୁଭବ ସାଉଣ୍ଟିପାରିବେ। ଓଲି ଲ୍ୟାଣ୍ଡର ଅନେକ ସ୍ଥାନରେ ସୁନ୍ଦର ସୁନ୍ଦର ସେଲଫି ପଏଣ୍ଟ କ୍ରୀଡା ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ।

https://www.thesakala.in/latest-odisha-news/cm-naveen-patnaik-visits-oli-land-in-kalinga-stadium/article-18083
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର