ବ୍ରହ୍ମପୁର MKCG କ୍ୟାମ୍ପସ ପୁଣି ଅଶାନ୍ତ, ଜଣେ ପିଜି ଛାତ୍ରଙ୍କୁ ଆକ୍ରମଣ ଅଭିଯୋଗ

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର MKCG କ୍ୟାମ୍ପସ ପୁଣି ଅଶାନ୍ତ। ଶିଶୁ ରୋଗ ବିଭାଗ ଜଣେ ପିଜି ଛାତ୍ରଙ୍କୁ ଅନ୍ୟ ବିଭାଗ ପିଜି ଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। MBBS ଛାତ୍ରଙ୍କୁ ରାଗିଂ ହେଉଥିବା ନିୟମିତ ଅଭିଯୋଗ ହେଉଥିବା ଗତକାଲି ବିଳମ୍ବିତ ରାତିରେ ଜଣେ ପିଜି ଛାତ୍ରଙ୍କୁ ଆକ୍ରମଣ ହୋଇଛି। ସଂପୃକ୍ତ ଛାତ୍ର ମାନସିକ ଚାପରେ ଥିବାବେଳେ ସେ ହଷ୍ଟେଲ ଛାତରୁ ଡେଇଁବାକୁ ଉଦ୍ୟମ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଶିଶୁରୋଗ ବିଭାଗ ମୁଖ୍ୟ ହସ୍ତକ୍ଷପ କରିଥିଲେ […]

ବ୍ରହ୍ମପୁର: ବ୍ରହ୍ମପୁର MKCG କ୍ୟାମ୍ପସ ପୁଣି ଅଶାନ୍ତ। ଶିଶୁ ରୋଗ ବିଭାଗ ଜଣେ ପିଜି ଛାତ୍ରଙ୍କୁ ଅନ୍ୟ ବିଭାଗ ପିଜି ଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। MBBS ଛାତ୍ରଙ୍କୁ ରାଗିଂ ହେଉଥିବା ନିୟମିତ ଅଭିଯୋଗ ହେଉଥିବା ଗତକାଲି ବିଳମ୍ବିତ ରାତିରେ ଜଣେ ପିଜି ଛାତ୍ରଙ୍କୁ ଆକ୍ରମଣ ହୋଇଛି। ସଂପୃକ୍ତ ଛାତ୍ର ମାନସିକ ଚାପରେ ଥିବାବେଳେ ସେ ହଷ୍ଟେଲ ଛାତରୁ ଡେଇଁବାକୁ ଉଦ୍ୟମ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଶିଶୁରୋଗ ବିଭାଗ ମୁଖ୍ୟ ହସ୍ତକ୍ଷପ କରିଥିଲେ ବି ଏହାର ସମାଧାନ ହୋଇ ନ ଥିବା ଜଣାପଡିଛି। କ୍ୟାମ୍ପସରେ ଅଶାନ୍ତ ବାତାବରଣ ଲାଗି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟକ୍ଷ ପହଞ୍ଚି ନାହାନ୍ତି। ଗତ କିଛିମାସ ହେଲା MKCG କ୍ୟାମ୍ପସରେ ଅଶାନ୍ତ ବାତାବରଣ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର