ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା; ରେଳ ବ୍ରିଜ ତଳୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତେଦହ

The Sakala Picture
Published On

ବ୍ରହ୍ମପୁର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଗଞ୍ଜାମ ଜିଲ୍ଲା ବଡ଼ଶଙ୍ଖ ନିକଟ ରେଲୱେ ବ୍ରିଜ୍ ତଳୁ ଗୁରୁବାର ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଶିଶୁକନ୍ୟାର ବୟସ ବର୍ଷେ କିମ୍ବା ଦେଢ଼ ବର୍ଷ ହୋଇଥିବା ଅନୁମାନ କରାଯାଉ ଥିବା ବେଳେ କେହି ମାରିବା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରି ରେଳ ବ୍ରିଜ୍ କଡ଼ରେ ଫୋପାଡ଼ି ଦେଇଥିବା ଜଣାପଡ଼ିଛି । ଶିଶୁକନ୍ୟାର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । […]

ବ୍ରହ୍ମପୁର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଗଞ୍ଜାମ ଜିଲ୍ଲା ବଡ଼ଶଙ୍ଖ ନିକଟ ରେଲୱେ ବ୍ରିଜ୍ ତଳୁ ଗୁରୁବାର ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଶିଶୁକନ୍ୟାର ବୟସ ବର୍ଷେ କିମ୍ବା ଦେଢ଼ ବର୍ଷ ହୋଇଥିବା ଅନୁମାନ କରାଯାଉ ଥିବା ବେଳେ କେହି ମାରିବା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରି ରେଳ ବ୍ରିଜ୍ କଡ଼ରେ ଫୋପାଡ଼ି ଦେଇଥିବା ଜଣାପଡ଼ିଛି । ଶିଶୁକନ୍ୟାର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ହେଲେ ଏପର୍ଯ୍ଯନ୍ତ ଶିଶୁକନ୍ୟାଟିର ପରିଚୟ ମିଳିପାରିନାହିଁ ।

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘର ନିକଟ ଆମ୍ବଗଛରୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

04 Mar 2021 By The Sakala

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା; ରେଳ ବ୍ରିଜ ତଳୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତେଦହ

ବ୍ରହ୍ମପୁର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଗଞ୍ଜାମ ଜିଲ୍ଲା ବଡ଼ଶଙ୍ଖ ନିକଟ ରେଲୱେ ବ୍ରିଜ୍ ତଳୁ ଗୁରୁବାର ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଶିଶୁକନ୍ୟାର ବୟସ ବର୍ଷେ କିମ୍ବା ଦେଢ଼ ବର୍ଷ ହୋଇଥିବା ଅନୁମାନ କରାଯାଉ ଥିବା ବେଳେ କେହି ମାରିବା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରି ରେଳ ବ୍ରିଜ୍ କଡ଼ରେ ଫୋପାଡ଼ି ଦେଇଥିବା ଜଣାପଡ଼ିଛି । ଶିଶୁକନ୍ୟାର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ହେଲେ ଏପର୍ଯ୍ଯନ୍ତ ଶିଶୁକନ୍ୟାଟିର ପରିଚୟ ମିଳିପାରିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର