ନୂଆପଡା ଉପନିର୍ବାଚନ: ବିଜେପି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେଡି...

Deviprasad Mohanty Picture
Published On

ଭୁବନେଶ୍ବର: ନିତ୍ୟାନନ୍ଦ ଗଣ୍ଡ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦାୟିତ୍ବ ସହ ଗଣ୍ଡ ସମାଜର ସଭାପତି ଅଛନ୍ତି। ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ବିଜେପି ନୂଆପଡା ପ୍ରାର୍ଥୀ ଜୟ ଢୋଲକିଆ ଓ ନୂଆପଡା ବ୍ଲକ ଗୋଡ଼ଫୁଲ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେଡି। ଗଣ୍ଡ ସମାଜକୁ ପ୍ରଲୋଭିତ କରିବାକୁ କଲେଜ ଭିତରେ ବୈଠକ କରି ଉପନିର୍ବାଚନ ସମୟରେ ନିତ୍ୟାନନ୍ଦ ଗଣ୍ଡ କିଛି ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି। ଯାହା ନିର୍ବାଚନ ନିୟମ ବିରୋଧୀ। ଏହା ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନଙ୍କ ପାଖରେ ଫେରାଦ ହୋଇଛି ବିଜେଡ଼ି। CEO ମଧ୍ୟ ଏହାକୁ ଗୁରୁତର ଭାବେ ନେଇ ଉଚିତ ଆକ୍ସନ ନେବାକୁ ପ୍ରତିଶୃତି ଦେଇଥିବା ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମେ ପ୍ରାର୍ଥୀ ଚୋରି ଓ ଏବେ ନିର୍ବାଚନ ହାରିବା ଭୟ ଯୋଗୁଁ ବିଜେପି ଏପରି କରୁଥିବା ବିଜେଡି ମିଡ଼ିଆ ସଂଯୋଜ ଲେନିନ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର