ବିଜୁ ଯୁବ ଜନତାଦଳ ପକ୍ଷରୁ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

The Sakala Picture
Published On

ଭୁବନେଶ୍ୱର: ମାନ୍ୟବର ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଆମ ପ୍ରିୟ ନେତା  ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନିର୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳ, ସାଙ୍ଗଠନିକ ଭୁବନେଶ୍ୱର ଜିଲ୍ଲା ସଭାପତି ସମରେଶ ବେଉରାଙ୍କ ନେତୃତ୍ୱରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେବି ନଗର, କଳ୍ପନା ଛକ, ରବି ଟକିଜ ଠାରେ ଅସହାୟ ଏବଂ ଭିନ୍ନକ୍ଷମ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଜିଲ୍ଲା ବିଜେଡି ଉପଦେଷ୍ଟା ପ୍ରତାପ ଜେନା, ପୂର୍ବତନ […]

ଭୁବନେଶ୍ୱର: ମାନ୍ୟବର ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଆମ ପ୍ରିୟ ନେତା  ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନିର୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳ, ସାଙ୍ଗଠନିକ ଭୁବନେଶ୍ୱର ଜିଲ୍ଲା ସଭାପତି ସମରେଶ ବେଉରାଙ୍କ ନେତୃତ୍ୱରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେବି ନଗର, କଳ୍ପନା ଛକ, ରବି ଟକିଜ ଠାରେ ଅସହାୟ ଏବଂ ଭିନ୍ନକ୍ଷମ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ଭୁଶୁଡି ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ

ଏଥିରେ ଜିଲ୍ଲା ବିଜେଡି ଉପଦେଷ୍ଟା ପ୍ରତାପ ଜେନା, ପୂର୍ବତନ ଡେ଼ପୁଟି ମେୟର ଶ୍ରୀମତୀ କେ ଶାନ୍ତି, ରାଜ୍ୟ କଳା ଓ ସଂସ୍କୃତିର ସଂପାଦକ ସନ୍ତୋଷ ବେଜ୍, ଓଡିଶା ମୋ ପରିବାର ସମ୍ପାଦକ ରଞ୍ଜିତ ରାୟ, ଜୋନ୍ ସଭାପତି ବିଜୟ କେତେନ ସାହୁ, ରାଜ୍ୟ ବିଜୁ ଛାତ୍ର ଜନତା ଦଳ ବରିଷ୍ଠ ଉପସଭାପତି ଅଜିତ ବେହେରା , ରାଜ୍ୟ ବିଜୁ ଯୁବ ଜନତା ଦଳ ସମ୍ପାଦକ ଲଗ୍ନାଦୀପା ମିଶ୍ର, ଜିଲ୍ଲା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଗଣେଶ ସାହୁ, ସମ୍ପାଦକ ବିଜୟ ଗୋଛୟତ୍, ସମୀର ବେହେରା, ରାଜେଶ ରାୟ ଏବଂ ସେଠାକାର କିଛି ସ୍ଥାନୀୟ ବରିଷ୍ଠ ବ୍ୟାକ୍ତିଗଣ ଯୋଗ ଦେଇଥିଲେ ବୋଲି ଭୁବନେଶ୍ୱର ଜିଲ୍ଲା ସୋସିଆଲ ମେଡ଼ିଆ ସଂଯୋଜକ ତଥା ଡିଜିଟାଲ ସମ୍ପାଦକ ରୋହିତ କୁମାର ପାତ୍ର ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

15 Jun 2021 By The Sakala

ବିଜୁ ଯୁବ ଜନତାଦଳ ପକ୍ଷରୁ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର: ମାନ୍ୟବର ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଆମ ପ୍ରିୟ ନେତା  ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନିର୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳ, ସାଙ୍ଗଠନିକ ଭୁବନେଶ୍ୱର ଜିଲ୍ଲା ସଭାପତି ସମରେଶ ବେଉରାଙ୍କ ନେତୃତ୍ୱରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେବି ନଗର, କଳ୍ପନା ଛକ, ରବି ଟକିଜ ଠାରେ ଅସହାୟ ଏବଂ ଭିନ୍ନକ୍ଷମ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା।

ଏଥିରେ ଜିଲ୍ଲା ବିଜେଡି ଉପଦେଷ୍ଟା ପ୍ରତାପ ଜେନା, ପୂର୍ବତନ ଡେ଼ପୁଟି ମେୟର ଶ୍ରୀମତୀ କେ ଶାନ୍ତି, ରାଜ୍ୟ କଳା ଓ ସଂସ୍କୃତିର ସଂପାଦକ ସନ୍ତୋଷ ବେଜ୍, ଓଡିଶା ମୋ ପରିବାର ସମ୍ପାଦକ ରଞ୍ଜିତ ରାୟ, ଜୋନ୍ ସଭାପତି ବିଜୟ କେତେନ ସାହୁ, ରାଜ୍ୟ ବିଜୁ ଛାତ୍ର ଜନତା ଦଳ ବରିଷ୍ଠ ଉପସଭାପତି ଅଜିତ ବେହେରା , ରାଜ୍ୟ ବିଜୁ ଯୁବ ଜନତା ଦଳ ସମ୍ପାଦକ ଲଗ୍ନାଦୀପା ମିଶ୍ର, ଜିଲ୍ଲା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଗଣେଶ ସାହୁ, ସମ୍ପାଦକ ବିଜୟ ଗୋଛୟତ୍, ସମୀର ବେହେରା, ରାଜେଶ ରାୟ ଏବଂ ସେଠାକାର କିଛି ସ୍ଥାନୀୟ ବରିଷ୍ଠ ବ୍ୟାକ୍ତିଗଣ ଯୋଗ ଦେଇଥିଲେ ବୋଲି ଭୁବନେଶ୍ୱର ଜିଲ୍ଲା ସୋସିଆଲ ମେଡ଼ିଆ ସଂଯୋଜକ ତଥା ଡିଜିଟାଲ ସମ୍ପାଦକ ରୋହିତ କୁମାର ପାତ୍ର ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର