ଗାଧୋଉଥିବା ବେଳେ ଗେଙ୍ଗୁଟି ନଦୀର ପ୍ରଖର ସ୍ରୋତରେ ଭାସିଗଲେ ନାବାଳକ

The Sakala Picture
Published On

ଭଦ୍ରକ: ନଦୀରେ ଭାସିଗଲେ ନାବାଳକ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଉଁରିଆବାଙ୍କ ଗାଁର ରାହୁଲ ସେଠୀ ନାମକ ଜଣେ ୧୪ ବର୍ଷର ନାଵାଳକ ଗେଙ୍ଗୁଟି ନଦୀର ବନ୍ୟା ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ବାସିନ୍ଦା ନଦୀରେ ଖୋଜା ଖୋଜି କରୁଥିବା ବେଳେ, ଅଗ୍ନିଶମ ବାହିନୀ ପହଞ୍ଚି ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିଛି। ଭାସି ଯାଇଥିବା ରାହୁଲ ତାଙ୍କ ମାମୁଁ ଘରେ ରହି ପାଠ ପଢୁଥିବା ଜଣା ପଡିଛି। ନିଖୋଜ ନାଵାଳକର ଘର ବେତାଳି ଗାଁ […]

ଭଦ୍ରକ: ନଦୀରେ ଭାସିଗଲେ ନାବାଳକ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଉଁରିଆବାଙ୍କ ଗାଁର ରାହୁଲ ସେଠୀ ନାମକ ଜଣେ ୧୪ ବର୍ଷର ନାଵାଳକ ଗେଙ୍ଗୁଟି ନଦୀର ବନ୍ୟା ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ବାସିନ୍ଦା ନଦୀରେ ଖୋଜା ଖୋଜି କରୁଥିବା ବେଳେ, ଅଗ୍ନିଶମ ବାହିନୀ ପହଞ୍ଚି ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିଛି। ଭାସି ଯାଇଥିବା ରାହୁଲ ତାଙ୍କ ମାମୁଁ ଘରେ ରହି ପାଠ ପଢୁଥିବା ଜଣା ପଡିଛି। ନିଖୋଜ ନାଵାଳକର ଘର ବେତାଳି ଗାଁ ହୋଇଥିବା ବେଳେ ମାମୁଁ ଘରେ ରହି ପାଠ ପଢୁଥିଲେ। ତେବେ ଆଜି ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଅନ୍ୟପକ୍ଷରେ ନଦୀର ପାଣି ଅଧିକ ଥିବାରୁ ରାହୁଲର ପତ୍ତା ମିଳି ପାରିନାହିଁ।

19 Aug 2022 By The Sakala

ଗାଧୋଉଥିବା ବେଳେ ଗେଙ୍ଗୁଟି ନଦୀର ପ୍ରଖର ସ୍ରୋତରେ ଭାସିଗଲେ ନାବାଳକ

ଭଦ୍ରକ: ନଦୀରେ ଭାସିଗଲେ ନାବାଳକ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଉଁରିଆବାଙ୍କ ଗାଁର ରାହୁଲ ସେଠୀ ନାମକ ଜଣେ ୧୪ ବର୍ଷର ନାଵାଳକ ଗେଙ୍ଗୁଟି ନଦୀର ବନ୍ୟା ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ବାସିନ୍ଦା ନଦୀରେ ଖୋଜା ଖୋଜି କରୁଥିବା ବେଳେ, ଅଗ୍ନିଶମ ବାହିନୀ ପହଞ୍ଚି ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିଛି। ଭାସି ଯାଇଥିବା ରାହୁଲ ତାଙ୍କ ମାମୁଁ ଘରେ ରହି ପାଠ ପଢୁଥିବା ଜଣା ପଡିଛି। ନିଖୋଜ ନାଵାଳକର ଘର ବେତାଳି ଗାଁ ହୋଇଥିବା ବେଳେ ମାମୁଁ ଘରେ ରହି ପାଠ ପଢୁଥିଲେ। ତେବେ ଆଜି ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଅନ୍ୟପକ୍ଷରେ ନଦୀର ପାଣି ଅଧିକ ଥିବାରୁ ରାହୁଲର ପତ୍ତା ମିଳି ପାରିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର