ବୈତରଣୀ ନଦୀର ମୁଆଁଘାଟରେ କୁମ୍ଭୀର ଆତଙ୍କ: ଅଳ୍ପକେ ବର୍ତ୍ତିଲେ ୪ ମତ୍ସ୍ୟଜୀବୀ

The Sakala Picture
Published On

ଚାନ୍ଦବାଲି: ଚାନ୍ଦବାଲି ନିକଟସ୍ଥ ବୈତରଣୀ ନଦୀର ମୁଆଁଘାଟରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି।  ଅଳ୍ପକେ ବର୍ତ୍ତିଲେ ୪ ମତ୍ସ୍ୟଜୀବୀ। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଏକ ଡଙ୍ଗା ନେଇ ନଦୀକୁ ଯାଇଥିଲେ ମତ୍ସ୍ୟଜୀବୀ । ଜାଲ ମାରିବା ବେଳେ ଦେଖିବାକୁ ପାଇଥିଲେ ୧୫ଫୁଟର କୁମ୍ଭୀର । ହିଂସ୍ର କୁମ୍ଭୀର ବାରମ୍ବାର ଝାମ୍ଫ ମାରିଥିଲା । କୁମ୍ଭୀରକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୁମ୍ଭୀର ସେ ସ୍ଥାନ ଛାଡି ଯାଇନଥିଲା । ଫଳରେ ମତ୍ସ୍ୟଜୀବୀ […]

ଚାନ୍ଦବାଲି: ଚାନ୍ଦବାଲି ନିକଟସ୍ଥ ବୈତରଣୀ ନଦୀର ମୁଆଁଘାଟରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି।  ଅଳ୍ପକେ ବର୍ତ୍ତିଲେ ୪ ମତ୍ସ୍ୟଜୀବୀ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଏକ ଡଙ୍ଗା ନେଇ ନଦୀକୁ ଯାଇଥିଲେ ମତ୍ସ୍ୟଜୀବୀ । ଜାଲ ମାରିବା ବେଳେ ଦେଖିବାକୁ ପାଇଥିଲେ ୧୫ଫୁଟର କୁମ୍ଭୀର । ହିଂସ୍ର କୁମ୍ଭୀର ବାରମ୍ବାର ଝାମ୍ଫ ମାରିଥିଲା । କୁମ୍ଭୀରକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୁମ୍ଭୀର ସେ ସ୍ଥାନ ଛାଡି ଯାଇନଥିଲା । ଫଳରେ ମତ୍ସ୍ୟଜୀବୀ ଜୀବନ ବଞ୍ଚାଇବାକୁ ଜାଲ ଛାଡି ଡଙ୍ଗା ନେଇ ପଳାଇ ଆସିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ଗତ କିଛିଦିନ ହେଲା ଚାନ୍ଦବାଲି ଠାରୁ ଧାମନଗର ଗାନ୍ଧିଘାଟ ଦୀର୍ଘ ୨୫ କିଲୋମିଟର ନଦୀରେ ସନ୍ତରଣ କରିବା ସହ ହିଂସ୍ର ହୋଇ ଖାଦ୍ୟ ଅନ୍ବେଷଣରେ କେତେବେଳେ ଗୃହପାଳିତ ପଶୁ ତ ଆଉ କେତେବେଳେ ମଣିଷଙ୍କୁ କୁମ୍ଭୀର ଝାମ୍ଫି ନେଉଥିବା ଖବର ନଜର ଆସୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର