ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା କମ୍ରେଡ ଶିବରାମଙ୍କ ଦେହାନ୍ତ

The Sakala Picture
Published On

ଭୁବନେଶ୍ୱର: ସିପିଆଇ(ଏମ୍-ଏଲ) ରେଡଷ୍ଟାର ପାର୍ଟି ରାଜ୍ୟ ସମ୍ପାଦକ ତଥା ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା କମ୍ରେଡ ଶିବରାମଙ୍କ ଦେହାନ୍ତ । ଗତ କିଛି ଦିନ ହେଲେ ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଥିଲେ ଶିବାରାମ । ଜଣେ ଖଟିଖିଆ, ମେହନତି ମଣିଷର ସ୍ୱାର୍ଥ ପାଇଁ ସଂଗ୍ରାମ କରୁଥିବା ନେତା ଭାବେ ସେ ଲୋକଙ୍କ ମଧ୍ୟରେ ପରିଚିତ । ବ୍ୟବହାର ମାର୍ଜିତ ଓ ଅହମିକା ବିବର୍ଜିତ ମଣିଷ ଥିଲେ ସେ । ରାଜଧାନୀରେ ବସ୍ତି […]

ଭୁବନେଶ୍ୱର: ସିପିଆଇ(ଏମ୍-ଏଲ) ରେଡଷ୍ଟାର ପାର୍ଟି ରାଜ୍ୟ ସମ୍ପାଦକ ତଥା ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା କମ୍ରେଡ ଶିବରାମଙ୍କ ଦେହାନ୍ତ । ଗତ କିଛି ଦିନ ହେଲେ ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଥିଲେ ଶିବାରାମ । ଜଣେ ଖଟିଖିଆ, ମେହନତି ମଣିଷର ସ୍ୱାର୍ଥ ପାଇଁ ସଂଗ୍ରାମ କରୁଥିବା ନେତା ଭାବେ ସେ ଲୋକଙ୍କ ମଧ୍ୟରେ ପରିଚିତ । ବ୍ୟବହାର ମାର୍ଜିତ ଓ ଅହମିକା ବିବର୍ଜିତ ମଣିଷ ଥିଲେ ସେ । ରାଜଧାନୀରେ ବସ୍ତି ବାସିନ୍ଦାଙ୍କ ଅଧିକାରର ସୁରକ୍ଷା ନେଇ ସେ ଅନେକ ଥର ସ୍ୱର ଉଠାଇଥିଲେ । ରାଜଧାନୀର ଅନେକ ଗଣଆନ୍ଦୋଳନରେ ସେ ଭାଗନେଇଥିଲେ । ତାଙ୍କର ଏଭଳି ଅକାଳରେ ବିୟୋଗରେ ତାଙ୍କ ପରିଚିତଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

29 May 2021 By The Sakala

ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା କମ୍ରେଡ ଶିବରାମଙ୍କ ଦେହାନ୍ତ

ଭୁବନେଶ୍ୱର: ସିପିଆଇ(ଏମ୍-ଏଲ) ରେଡଷ୍ଟାର ପାର୍ଟି ରାଜ୍ୟ ସମ୍ପାଦକ ତଥା ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା କମ୍ରେଡ ଶିବରାମଙ୍କ ଦେହାନ୍ତ । ଗତ କିଛି ଦିନ ହେଲେ ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଥିଲେ ଶିବାରାମ । ଜଣେ ଖଟିଖିଆ, ମେହନତି ମଣିଷର ସ୍ୱାର୍ଥ ପାଇଁ ସଂଗ୍ରାମ କରୁଥିବା ନେତା ଭାବେ ସେ ଲୋକଙ୍କ ମଧ୍ୟରେ ପରିଚିତ । ବ୍ୟବହାର ମାର୍ଜିତ ଓ ଅହମିକା ବିବର୍ଜିତ ମଣିଷ ଥିଲେ ସେ । ରାଜଧାନୀରେ ବସ୍ତି ବାସିନ୍ଦାଙ୍କ ଅଧିକାରର ସୁରକ୍ଷା ନେଇ ସେ ଅନେକ ଥର ସ୍ୱର ଉଠାଇଥିଲେ । ରାଜଧାନୀର ଅନେକ ଗଣଆନ୍ଦୋଳନରେ ସେ ଭାଗନେଇଥିଲେ । ତାଙ୍କର ଏଭଳି ଅକାଳରେ ବିୟୋଗରେ ତାଙ୍କ ପରିଚିତଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

https://www.thesakala.in/latest-odisha-news/basti-surakhya-mancha-adviser-sivram-passesaway/article-2475
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର