ବାପାକୁ ପିଟିପିଟି ହତ୍ୟା କଲା ପୁଅ

The Sakala Picture
Published On

ଭେଡେନ: ବରଗଡ଼ ଜିଲ୍ଳା ଭେଡେନ ବ୍ଳକ ଅନ୍ତର୍ଗତ ତେନ୍ତୁଲିଟିକ୍ରା ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାକୁ ପିଟିପିଟି ହତ୍ୟା କରିଛି ପୁଅ। ମୃତକ ହେଲେ ୬୫ ବର୍ଷିୟା ମଙ୍ଗଳ ସେଠ। ସେ ତାଙ୍କ ଚାରି ପୁଅ ସହ ରହୁଥିଲେ । ତାଙ୍କ ତୃତୀୟ ପୁଅ ଶିବ ସହ ଦୁଇ ଦିନ ତଲେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଶିବ ତାର ବାପା ମଙ୍ଗଳକୁ ପ୍ରବଳ ଭାବେ ମାଡ ମାରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଦୁଇ ବାପପୁଅ […]

ଭେଡେନ: ବରଗଡ଼ ଜିଲ୍ଳା ଭେଡେନ ବ୍ଳକ ଅନ୍ତର୍ଗତ ତେନ୍ତୁଲିଟିକ୍ରା ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାକୁ ପିଟିପିଟି ହତ୍ୟା କରିଛି ପୁଅ। ମୃତକ ହେଲେ ୬୫ ବର୍ଷିୟା ମଙ୍ଗଳ ସେଠ। ସେ ତାଙ୍କ ଚାରି ପୁଅ ସହ ରହୁଥିଲେ । ତାଙ୍କ ତୃତୀୟ ପୁଅ ଶିବ ସହ ଦୁଇ ଦିନ ତଲେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଶିବ ତାର ବାପା ମଙ୍ଗଳକୁ ପ୍ରବଳ ଭାବେ ମାଡ ମାରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଦୁଇ ବାପପୁଅ ଏକାଠି ରହିଥିଲେ। ରବିବାର ସକାଳୁ ମଙ୍ଗଳର ମୃତ ଦେହ ଘରେ ପଡିଥିବା ଦେଖାଯାଇଥିଲା ।

ଆହୁରି ପଢ଼ନ୍ତୁ: ନାବାଳିକାକୁ ଅସଦାଚରଣ ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ ବେଳେ ଉତ୍ତେଜନା, ୩୮ ଜଣ ଅଟକ

ଖବର ପାଇ ଭେଡେନ ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହାସହ ହତ୍ୟା କରିଥିବା ପୁଅ ଶିବ ସେଠକୁ ଗିରଫ କରିଛି ପୁଲିସ ।

ଆହୁରି ପଢ଼ନ୍ତୁ:  ଆସନ୍ତା ୨୮ରେ ୧୫୮ତମ ବାର୍ ଆସୋସିଏସନ୍ ନିର୍ବାଚନ: ମତାଧିକାର ସାବ୍ୟସ୍ତ କରିବେ ୩୮ ହଜାରରୁ ଅଧିକ ଭୋଟର

25 Apr 2021 By The Sakala

ବାପାକୁ ପିଟିପିଟି ହତ୍ୟା କଲା ପୁଅ

ଭେଡେନ: ବରଗଡ଼ ଜିଲ୍ଳା ଭେଡେନ ବ୍ଳକ ଅନ୍ତର୍ଗତ ତେନ୍ତୁଲିଟିକ୍ରା ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାକୁ ପିଟିପିଟି ହତ୍ୟା କରିଛି ପୁଅ। ମୃତକ ହେଲେ ୬୫ ବର୍ଷିୟା ମଙ୍ଗଳ ସେଠ। ସେ ତାଙ୍କ ଚାରି ପୁଅ ସହ ରହୁଥିଲେ । ତାଙ୍କ ତୃତୀୟ ପୁଅ ଶିବ ସହ ଦୁଇ ଦିନ ତଲେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଶିବ ତାର ବାପା ମଙ୍ଗଳକୁ ପ୍ରବଳ ଭାବେ ମାଡ ମାରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଦୁଇ ବାପପୁଅ ଏକାଠି ରହିଥିଲେ। ରବିବାର ସକାଳୁ ମଙ୍ଗଳର ମୃତ ଦେହ ଘରେ ପଡିଥିବା ଦେଖାଯାଇଥିଲା ।

ଖବର ପାଇ ଭେଡେନ ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହାସହ ହତ୍ୟା କରିଥିବା ପୁଅ ଶିବ ସେଠକୁ ଗିରଫ କରିଛି ପୁଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର