ଯୁବକଙ୍କୁ କଚାଡ଼ି ମାରିଲା ହାତୀ
ସୋରୋ: ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତର ଶୂଳ ଭଉଣୀ କ୍ଷୁଦ୍ରଜଳ ଅମଳ ପ୍ରକଳ୍ପ ବନ୍ଧ ଉପରେ ଜଣେ ଯୁବକଙ୍କୁ ହାତୀ ଦଳି ମାରିଦେଇଥିବା ଜଣାପଡ଼ିଛି। ଉକ୍ତ ଯୁବକ ଜଣଙ୍କ ହାଟକୁ ସଉଦା କରିବାକୁ ଯାଇଥିବା ବେଳେ ହାତୀ କଚାଡି ମାରିଦେଇଥିବା ଜଣାପଡ଼ିଛି। ମୃତ ଯୁବକ ଔପଦା ଥାନା ପାଇକପଡା ଗାଁର ବୋଲି ସୂଚନା। ଘଟଣ ସ୍ଥାନରେ ଯୁବକଙ୍କ ମୃତଦେହ ପଡିଥିବା ବେଳେ ହାତୀର ପାଦ ଚିହ୍ନ ଦେଖିବାକୁ ମିଳିଛି। ସନ୍ଧ୍ୟାରେ ହାତୀ ଜୋର୍ […]
ସୋରୋ: ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତର ଶୂଳ ଭଉଣୀ କ୍ଷୁଦ୍ରଜଳ ଅମଳ ପ୍ରକଳ୍ପ ବନ୍ଧ ଉପରେ ଜଣେ ଯୁବକଙ୍କୁ ହାତୀ ଦଳି ମାରିଦେଇଥିବା ଜଣାପଡ଼ିଛି। ଉକ୍ତ ଯୁବକ ଜଣଙ୍କ ହାଟକୁ ସଉଦା କରିବାକୁ ଯାଇଥିବା ବେଳେ ହାତୀ କଚାଡି ମାରିଦେଇଥିବା ଜଣାପଡ଼ିଛି। ମୃତ ଯୁବକ ଔପଦା ଥାନା ପାଇକପଡା ଗାଁର ବୋଲି ସୂଚନା। ଘଟଣ ସ୍ଥାନରେ ଯୁବକଙ୍କ ମୃତଦେହ ପଡିଥିବା ବେଳେ ହାତୀର ପାଦ ଚିହ୍ନ ଦେଖିବାକୁ ମିଳିଛି। ସନ୍ଧ୍ୟାରେ ହାତୀ ଜୋର୍ ଚିକ୍ତାର କରୁଥିବା ନିକଟସ୍ଥ ଗ୍ରାମବାସୀ ମାନେ କହିଛନ୍ତି ।