ପୋଖରୀରେ ବୁଡି ଜଣେ ନାବାଳିକା ମୃତ, ୨ ଗୁରୁତର

The Sakala Picture
Published On

ଲଙ୍ଗଳେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁଂ ଗ୍ରାମରେ ଗୋଧୋଇବା ବେଳେ ପୋଖରୀରେ ବୁଡି ଜଣେ ନାବାଳିକାର ମୃତ୍ଯୁ ଘଟିିଥିବା ବେଳେ  ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ରେମୁଂ ଗ୍ରାମର ବିଦ୍ୟାଧର ଜେନାଙ୍କ ପୂଅ ବାହାଘରରେ ଆଜି ରିସେପସନ ଥିବା ବେଳେ ତାଙ୍କ ଘରକୁ ବନ୍ଧୁ ବାନ୍ଧବ ଆସିଥିଲେ। ଘରେ ସମସ୍ତେ ଅନ୍ୟ କାର୍ଯ୍ଯରେ ବ୍ୟସ୍ତ ଥିଲାବେଳେ ୩ ଜଣ ନାବାଳିକା ଘର ନିକଟରେ ଥିବା ପୋଖରୀକୁ ଗୋଧୋଇବାକୁ ଚାଲି ଯାଇଥିଲେ। ଗୋଧୋଇବା […]

ଲଙ୍ଗଳେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁଂ ଗ୍ରାମରେ ଗୋଧୋଇବା ବେଳେ ପୋଖରୀରେ ବୁଡି ଜଣେ ନାବାଳିକାର ମୃତ୍ଯୁ ଘଟିିଥିବା ବେଳେ  ଦୁଇ ଜଣ ଗୁରୁତର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ସୂଚନା ଅନୁଯାୟୀ, ରେମୁଂ ଗ୍ରାମର ବିଦ୍ୟାଧର ଜେନାଙ୍କ ପୂଅ ବାହାଘରରେ ଆଜି ରିସେପସନ ଥିବା ବେଳେ ତାଙ୍କ ଘରକୁ ବନ୍ଧୁ ବାନ୍ଧବ ଆସିଥିଲେ। ଘରେ ସମସ୍ତେ ଅନ୍ୟ କାର୍ଯ୍ଯରେ ବ୍ୟସ୍ତ ଥିଲାବେଳେ ୩ ଜଣ ନାବାଳିକା ଘର ନିକଟରେ ଥିବା ପୋଖରୀକୁ ଗୋଧୋଇବାକୁ ଚାଲି ଯାଇଥିଲେ। ଗୋଧୋଇବା ସମୟରେ ଅସାବଧାନତା ବଶତଃ ୩ଜଣ ଯାକ ପୋଖରୀରେ ବୁଡି ଯାଇଥିଲେ। ଘର ଲୋକେ ସେମାନଙ୍କୁ ଖୋଜାଖୋଜି କରି ନ ପାଇବାରୁ ନିକଟରେ ଥିବା ପୋଖରୀରେ ଭାସୁଥିବାର ଦେଖି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି। ମୃତ ନାବାଳିକା ଜଣକ ବାଲିଆପାଳ ଥାନା ଅନ୍ତର୍ଗତ କାଠଶଗଡା ଗ୍ରାମର ଶ୍ରୀନିବାସ ପାତ୍ରଙ୍କ ଝିଅ ମନୋରମା ପାତ୍ର ( ୧୫)।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

19 Jun 2022 By The Sakala

ପୋଖରୀରେ ବୁଡି ଜଣେ ନାବାଳିକା ମୃତ, ୨ ଗୁରୁତର

ଲଙ୍ଗଳେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁଂ ଗ୍ରାମରେ ଗୋଧୋଇବା ବେଳେ ପୋଖରୀରେ ବୁଡି ଜଣେ ନାବାଳିକାର ମୃତ୍ଯୁ ଘଟିିଥିବା ବେଳେ  ଦୁଇ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ରେମୁଂ ଗ୍ରାମର ବିଦ୍ୟାଧର ଜେନାଙ୍କ ପୂଅ ବାହାଘରରେ ଆଜି ରିସେପସନ ଥିବା ବେଳେ ତାଙ୍କ ଘରକୁ ବନ୍ଧୁ ବାନ୍ଧବ ଆସିଥିଲେ। ଘରେ ସମସ୍ତେ ଅନ୍ୟ କାର୍ଯ୍ଯରେ ବ୍ୟସ୍ତ ଥିଲାବେଳେ ୩ ଜଣ ନାବାଳିକା ଘର ନିକଟରେ ଥିବା ପୋଖରୀକୁ ଗୋଧୋଇବାକୁ ଚାଲି ଯାଇଥିଲେ। ଗୋଧୋଇବା ସମୟରେ ଅସାବଧାନତା ବଶତଃ ୩ଜଣ ଯାକ ପୋଖରୀରେ ବୁଡି ଯାଇଥିଲେ। ଘର ଲୋକେ ସେମାନଙ୍କୁ ଖୋଜାଖୋଜି କରି ନ ପାଇବାରୁ ନିକଟରେ ଥିବା ପୋଖରୀରେ ଭାସୁଥିବାର ଦେଖି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି। ମୃତ ନାବାଳିକା ଜଣକ ବାଲିଆପାଳ ଥାନା ଅନ୍ତର୍ଗତ କାଠଶଗଡା ଗ୍ରାମର ଶ୍ରୀନିବାସ ପାତ୍ରଙ୍କ ଝିଅ ମନୋରମା ପାତ୍ର ( ୧୫)।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର