ରଥଯାତ୍ରାକୁ ଅନୁମତି ପାଇଁ ଦାବି କଲେ ନୀଳଗିରି ରାଣୀ

The Sakala Picture
Published On

ବାଲେଶ୍ଵର: ଜଗନ୍ନାଥଙ୍କ ଆଦି ପୀଠ ମଧ୍ୟରେ ବାଲେଶ୍ଵର ଜିଲ୍ଲାର ନୀଳଗିରି ପୀଠ ଅନନ୍ୟ। ଏହି ଅଞ୍ଚଳର ଅଧିବାସୀଙ୍କ ଅସ୍ତିତ୍ବ ହେଉଛନ୍ତି ନିଳଗିରିରେ ବିଜେ ସ୍ବୟଂ ଶ୍ରୀ ଜଗନ୍ନାଥ। ନୀଳଗିରି ରଥଯାତ୍ରା ସହ ଏହି ଅଞ୍ଚଳର ଲକ୍ଷାଧିକ ଶ୍ରଦ୍ଧାଳୁ, ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଜଡ଼ିତ ରହିଛି। ରଥଯାତ୍ରା ହେବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ଏ ଅଞ୍ଚଳର ଲକ୍ଷାଧିକ ଭକ୍ତଙ୍କ ଇଚ୍ଛା ଥିବାରୁ ଚଳିତ ବର୍ଷ ନୀଳଗିରିରେ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବା ଉପରେ ପୁନଃବିଚାର […]

ବାଲେଶ୍ଵର: ଜଗନ୍ନାଥଙ୍କ ଆଦି ପୀଠ ମଧ୍ୟରେ ବାଲେଶ୍ଵର ଜିଲ୍ଲାର ନୀଳଗିରି ପୀଠ ଅନନ୍ୟ। ଏହି ଅଞ୍ଚଳର ଅଧିବାସୀଙ୍କ ଅସ୍ତିତ୍ବ ହେଉଛନ୍ତି ନିଳଗିରିରେ ବିଜେ ସ୍ବୟଂ ଶ୍ରୀ ଜଗନ୍ନାଥ। ନୀଳଗିରି ରଥଯାତ୍ରା ସହ ଏହି ଅଞ୍ଚଳର ଲକ୍ଷାଧିକ ଶ୍ରଦ୍ଧାଳୁ, ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଜଡ଼ିତ ରହିଛି। ରଥଯାତ୍ରା ହେବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ଏ ଅଞ୍ଚଳର ଲକ୍ଷାଧିକ ଭକ୍ତଙ୍କ ଇଚ୍ଛା ଥିବାରୁ ଚଳିତ ବର୍ଷ ନୀଳଗିରିରେ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବା ଉପରେ ପୁନଃବିଚାର କରୁ ବୋଲି ନିଳଗିରି ରାଣୀ କନକ ମଞ୍ଜରୀ ଦେବୀ ଆଜି ବାଲେଶ୍ଵର ଜିଲ୍ଲାପାଳଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଏହି ଦାବି ଉପସ୍ଥାପନ କରିଛନ୍ତି। କଟକଣା ସହିତ ବିନା ଭକ୍ତିରେ ଓ ସାମାଜିକ ଦୁରତ୍ବ ନିୟମକୁ କଡାକଡି ମାନି ସରକାର ପୁରୀ ପାଇଁ ଯେଉଁ ନିୟମରେ ରଥଯାତ୍ରା ପରିଚାଳନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ,ନୀଳଗିରିରେ ମଧ୍ୟ ସେହିପରି ଭାବେ ରଥଯାତ୍ରା ପରିଚାଳନା ହେଉ ବୋଲି ରାଣୀ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେଡିର ରାଜ୍ୟସଭା ନିର୍ବାଚନ କସରତ: ନବୀନ ନିବାସରେ ବିଧାୟକଙ୍କୁ ତାଲିମ

12 Jun 2021 By The Sakala

ରଥଯାତ୍ରାକୁ ଅନୁମତି ପାଇଁ ଦାବି କଲେ ନୀଳଗିରି ରାଣୀ

ବାଲେଶ୍ଵର: ଜଗନ୍ନାଥଙ୍କ ଆଦି ପୀଠ ମଧ୍ୟରେ ବାଲେଶ୍ଵର ଜିଲ୍ଲାର ନୀଳଗିରି ପୀଠ ଅନନ୍ୟ। ଏହି ଅଞ୍ଚଳର ଅଧିବାସୀଙ୍କ ଅସ୍ତିତ୍ବ ହେଉଛନ୍ତି ନିଳଗିରିରେ ବିଜେ ସ୍ବୟଂ ଶ୍ରୀ ଜଗନ୍ନାଥ। ନୀଳଗିରି ରଥଯାତ୍ରା ସହ ଏହି ଅଞ୍ଚଳର ଲକ୍ଷାଧିକ ଶ୍ରଦ୍ଧାଳୁ, ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଜଡ଼ିତ ରହିଛି। ରଥଯାତ୍ରା ହେବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ଏ ଅଞ୍ଚଳର ଲକ୍ଷାଧିକ ଭକ୍ତଙ୍କ ଇଚ୍ଛା ଥିବାରୁ ଚଳିତ ବର୍ଷ ନୀଳଗିରିରେ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବା ଉପରେ ପୁନଃବିଚାର କରୁ ବୋଲି ନିଳଗିରି ରାଣୀ କନକ ମଞ୍ଜରୀ ଦେବୀ ଆଜି ବାଲେଶ୍ଵର ଜିଲ୍ଲାପାଳଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଏହି ଦାବି ଉପସ୍ଥାପନ କରିଛନ୍ତି। କଟକଣା ସହିତ ବିନା ଭକ୍ତିରେ ଓ ସାମାଜିକ ଦୁରତ୍ବ ନିୟମକୁ କଡାକଡି ମାନି ସରକାର ପୁରୀ ପାଇଁ ଯେଉଁ ନିୟମରେ ରଥଯାତ୍ରା ପରିଚାଳନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ,ନୀଳଗିରିରେ ମଧ୍ୟ ସେହିପରି ଭାବେ ରଥଯାତ୍ରା ପରିଚାଳନା ହେଉ ବୋଲି ରାଣୀ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର