ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗର ଚଢାଉ: ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ସ୍ବାମୀ-ସ୍ତ୍ରୀ ଓ ଶାଶୁ ଗିରଫ

The Sakala Picture
Published On

ଜଳେଶ୍ୱର: ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗକୁ ବଡ଼ ସଫଳତା।  ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢ଼ାଉ କରି ୨କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ କରିଛି ପୁଲିସ ଓ ଅବକାରୀ ବିଭାଗ। ଏଥିସହ ଦୁଇ ମହିଳା ସମେତ ୩ ଜଣଙ୍କୁ ଅଟକ ରଖିଛି ପୁଲିସ । ଅଟକ ଯୁବକଙ୍କ ଜଣଙ୍କ ଜଣେ ହେଲେ ମୁକ୍ତାର ଅଲ୍ଲୀ ଖାଁ ଏବଂ ତାଙ୍କ ସ୍ତ୍ରୀ ଓ ଶାଶୁ  । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା […]

ଜଳେଶ୍ୱର: ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗକୁ ବଡ଼ ସଫଳତା।  ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢ଼ାଉ କରି ୨କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ କରିଛି ପୁଲିସ ଓ ଅବକାରୀ ବିଭାଗ। ଏଥିସହ ଦୁଇ ମହିଳା ସମେତ ୩ ଜଣଙ୍କୁ ଅଟକ ରଖିଛି ପୁଲିସ । ଅଟକ ଯୁବକଙ୍କ ଜଣଙ୍କ ଜଣେ ହେଲେ ମୁକ୍ତାର ଅଲ୍ଲୀ ଖାଁ ଏବଂ ତାଙ୍କ ସ୍ତ୍ରୀ ଓ ଶାଶୁ  ।

ଆହୁରି ପଢ଼ନ୍ତୁ: ବିବାହରୁ ଫେରିବାବେଳେ ଗଛକୁ ଧକ୍କା ଦେଲା ବରଯାତ୍ରୀ ଗାଡ଼ି; ଜଣେ ମୃତ, ୧୫ ଆହତ

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ବ୍ରାଉନସୁଗର ଜିଲ୍ଲା ତଥା ଜଳେଶ୍ୱର ପୁଲିସ ଏବଂ ଅବକାରୀ ବିଭାଗର ମୁଣ୍ଡ ବିନ୍ଧାର କାରଣ ସାଜିଛି। ଗତକାଲି କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ହୋଟେଲ ଡାଇମଣ୍ଡ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଘଟଣା ସ୍ଥଳରୁ ୨ କିଲୋ ୪୦୦ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ କରିବା ସହିତ ଦୁଇ ମହିଳା ସମେତ ୩ ଜଣକୁ ଅଟକ ରଖିଛି ପୁଲିସ। ଅଟକ ଯୁବକ ଜଣକ ହେଲେ ଡାଇମଣ୍ଡ ହୋଟେଲ ମାଲିକ ମୁକ୍ତାର ଅଲ୍ଲୀ ଖାଁ ତାଙ୍କ ସ୍ତ୍ରୀ ଓ ଶାଶୁ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨କୋଟି ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି। ପୁଲିସ ଓ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

19 Oct 2021 By The Sakala

ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗର ଚଢାଉ: ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ସ୍ବାମୀ-ସ୍ତ୍ରୀ ଓ ଶାଶୁ ଗିରଫ

ଜଳେଶ୍ୱର: ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗକୁ ବଡ଼ ସଫଳତା।  ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢ଼ାଉ କରି ୨କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ କରିଛି ପୁଲିସ ଓ ଅବକାରୀ ବିଭାଗ। ଏଥିସହ ଦୁଇ ମହିଳା ସମେତ ୩ ଜଣଙ୍କୁ ଅଟକ ରଖିଛି ପୁଲିସ । ଅଟକ ଯୁବକଙ୍କ ଜଣଙ୍କ ଜଣେ ହେଲେ ମୁକ୍ତାର ଅଲ୍ଲୀ ଖାଁ ଏବଂ ତାଙ୍କ ସ୍ତ୍ରୀ ଓ ଶାଶୁ  ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ବ୍ରାଉନସୁଗର ଜିଲ୍ଲା ତଥା ଜଳେଶ୍ୱର ପୁଲିସ ଏବଂ ଅବକାରୀ ବିଭାଗର ମୁଣ୍ଡ ବିନ୍ଧାର କାରଣ ସାଜିଛି। ଗତକାଲି କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ହୋଟେଲ ଡାଇମଣ୍ଡ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଘଟଣା ସ୍ଥଳରୁ ୨ କିଲୋ ୪୦୦ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ କରିବା ସହିତ ଦୁଇ ମହିଳା ସମେତ ୩ ଜଣକୁ ଅଟକ ରଖିଛି ପୁଲିସ। ଅଟକ ଯୁବକ ଜଣକ ହେଲେ ଡାଇମଣ୍ଡ ହୋଟେଲ ମାଲିକ ମୁକ୍ତାର ଅଲ୍ଲୀ ଖାଁ ତାଙ୍କ ସ୍ତ୍ରୀ ଓ ଶାଶୁ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨କୋଟି ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି। ପୁଲିସ ଓ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର