ଲାଞ୍ଚ ନେଲାବେଳେ ଚାନ୍ଦିପୁର ଥାନା IIC ଓ ASIଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

The Sakala Picture
Published On

ବାଲେଶ୍ବର: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ IIC ଓ ASIଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଚାନ୍ଦିପୁର ଥାନାର IIC ଗଣେଶ୍ବର ପ୍ରଧାନ ଓ  ASI ବଳି ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି । ମଦ ବେପାରୀଙ୍କ ଠାରୁ ମାସିକିଆ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଅଧିକାରୀ । ଉଭୟଙ୍କୁ ହେପାଜତକୁ ନେଇଛି ଭିଜିଲାନ୍ସ ଅଧିକାରୀ । IIC ଗଣେଶ୍ବରଙ୍କ ପାଇଁ ଚାନ୍ଦା ଆଦାୟ କାମରେ ଲାଗିଥିଲେ ASI ବଳି ମହାନ୍ତି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

19 Jul 2023 By The Sakala

ଲାଞ୍ଚ ନେଲାବେଳେ ଚାନ୍ଦିପୁର ଥାନା IIC ଓ ASIଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ବାଲେଶ୍ବର: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ IIC ଓ ASIଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଚାନ୍ଦିପୁର ଥାନାର IIC ଗଣେଶ୍ବର ପ୍ରଧାନ ଓ  ASI ବଳି ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି । ମଦ ବେପାରୀଙ୍କ ଠାରୁ ମାସିକିଆ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଅଧିକାରୀ । ଉଭୟଙ୍କୁ ହେପାଜତକୁ ନେଇଛି ଭିଜିଲାନ୍ସ ଅଧିକାରୀ । IIC ଗଣେଶ୍ବରଙ୍କ ପାଇଁ ଚାନ୍ଦା ଆଦାୟ କାମରେ ଲାଗିଥିଲେ ASI ବଳି ମହାନ୍ତି ।

https://www.thesakala.in/latest-odisha-news/balasore/chandipur-police-station-iic-and-asi-were-caught-by-vigilance-while-taking-bribe/article-23635
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର