ଜଳେଶ୍ୱର ହସ୍ପିଟାଲରେ ଉତ୍ତେଜନା: ଝାଡାବାନ୍ତି ରୋଗୀକୁ ଦେଲେ ସାପ କାମୁଡ଼ା ଇଞ୍ଜେକସନ

The Sakala Picture
Published On

ଜଳେଶ୍ୱର: ଜଳେଶ୍ଵର ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଝାଡା ବାନ୍ତି ରୋଗୀକୁ ସାପ କାମୁଡା ବିଷ ଇଞ୍ଜେକସନ ଦିଆ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ଜଳେଶ୍ୱର ଥାନା ଅଧିନସ୍ଥ ବିରିଶ ପୁର ଗ୍ରାମର ଗୋପାଳ ବେହେରାଙ୍କ- ସ୍ତ୍ରୀ ମଧୁମିତା ବେହେରା ଝାଡାବାନ୍ତି ହେବାରୁ ଚିକିତ୍ସା ପାଇଁ ଦିନ ୧୧ଟା ସମୟରେ ହସ୍ପିଟାଲକୁ ଆସିଥିଲେ। ପୁଣି ଆଜି ସନ୍ଧ୍ୟା ୭ ଘଟିକା ସମୟରେ ବସ୍ତା ଥାନା ଅଧିନସ୍ଥ ସନାତନ ହେମ୍ରମକୁ ସାପ କାମୁଡିବା ହେତୁ […]

ଜଳେଶ୍ୱର: ଜଳେଶ୍ଵର ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଝାଡା ବାନ୍ତି ରୋଗୀକୁ ସାପ କାମୁଡା ବିଷ ଇଞ୍ଜେକସନ ଦିଆ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ଜଳେଶ୍ୱର ଥାନା ଅଧିନସ୍ଥ ବିରିଶ ପୁର ଗ୍ରାମର ଗୋପାଳ ବେହେରାଙ୍କ- ସ୍ତ୍ରୀ ମଧୁମିତା ବେହେରା ଝାଡାବାନ୍ତି ହେବାରୁ ଚିକିତ୍ସା ପାଇଁ ଦିନ ୧୧ଟା ସମୟରେ ହସ୍ପିଟାଲକୁ ଆସିଥିଲେ। ପୁଣି ଆଜି ସନ୍ଧ୍ୟା ୭ ଘଟିକା ସମୟରେ ବସ୍ତା ଥାନା ଅଧିନସ୍ଥ ସନାତନ ହେମ୍ରମକୁ ସାପ କାମୁଡିବା ହେତୁ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ। ଉଭୟଙ୍କୁ ଇଞ୍ଜେକସନ ଦେବା ନେଇ ଡାକ୍ତର ପରାମର୍ଶ ଦେଇଥିଲେ। ଇଞ୍ଜେକସନ ଦେବାବେଳେ ଝାଡ଼ାବାନ୍ତି ରୋଗୀକୁ ସାପ କାମୁଡ଼ା ଇଞ୍ଜେକସନ ଦେବା ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ରୋଗୀଟି ଗୁରୁତ୍ତର ହେବାରୁ ସଙ୍ଗେସଙ୍ଗେ ବାଲେଶ୍ୱର ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଫଳରେ ହସ୍ପିଟାଲରେ ଉତ୍ତେଜନା ହେବା ସୃଷ୍ଟି ହୋଇଥିଲା ।ଜଳେଶ୍ୱର ଆଇଆଇସି ଆସି ବୁଝା ସୁଝା କରିବା ଫଳରେ ଉତ୍ତେଜନା କମିଥିଲା । ତେବେ ହସ୍ପିଟାରେ ବାରମ୍ବାର ଏଭଳି ଘଟଣାକୁ ଜଳେଶ୍ୱର ବାସି ନିନ୍ଦା କରିଛନ୍ତି।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

07 Jul 2022 By The Sakala

ଜଳେଶ୍ୱର ହସ୍ପିଟାଲରେ ଉତ୍ତେଜନା: ଝାଡାବାନ୍ତି ରୋଗୀକୁ ଦେଲେ ସାପ କାମୁଡ଼ା ଇଞ୍ଜେକସନ

ଜଳେଶ୍ୱର: ଜଳେଶ୍ଵର ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଝାଡା ବାନ୍ତି ରୋଗୀକୁ ସାପ କାମୁଡା ବିଷ ଇଞ୍ଜେକସନ ଦିଆ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ଜଳେଶ୍ୱର ଥାନା ଅଧିନସ୍ଥ ବିରିଶ ପୁର ଗ୍ରାମର ଗୋପାଳ ବେହେରାଙ୍କ- ସ୍ତ୍ରୀ ମଧୁମିତା ବେହେରା ଝାଡାବାନ୍ତି ହେବାରୁ ଚିକିତ୍ସା ପାଇଁ ଦିନ ୧୧ଟା ସମୟରେ ହସ୍ପିଟାଲକୁ ଆସିଥିଲେ। ପୁଣି ଆଜି ସନ୍ଧ୍ୟା ୭ ଘଟିକା ସମୟରେ ବସ୍ତା ଥାନା ଅଧିନସ୍ଥ ସନାତନ ହେମ୍ରମକୁ ସାପ କାମୁଡିବା ହେତୁ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ। ଉଭୟଙ୍କୁ ଇଞ୍ଜେକସନ ଦେବା ନେଇ ଡାକ୍ତର ପରାମର୍ଶ ଦେଇଥିଲେ। ଇଞ୍ଜେକସନ ଦେବାବେଳେ ଝାଡ଼ାବାନ୍ତି ରୋଗୀକୁ ସାପ କାମୁଡ଼ା ଇଞ୍ଜେକସନ ଦେବା ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ରୋଗୀଟି ଗୁରୁତ୍ତର ହେବାରୁ ସଙ୍ଗେସଙ୍ଗେ ବାଲେଶ୍ୱର ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଫଳରେ ହସ୍ପିଟାଲରେ ଉତ୍ତେଜନା ହେବା ସୃଷ୍ଟି ହୋଇଥିଲା ।ଜଳେଶ୍ୱର ଆଇଆଇସି ଆସି ବୁଝା ସୁଝା କରିବା ଫଳରେ ଉତ୍ତେଜନା କମିଥିଲା । ତେବେ ହସ୍ପିଟାରେ ବାରମ୍ବାର ଏଭଳି ଘଟଣାକୁ ଜଳେଶ୍ୱର ବାସି ନିନ୍ଦା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର