ବାବା ଧବଳେଶ୍ଵରଙ୍କ ପୀଠରେ ଆଜି ପାଳିତ ହେଉଛି ବଡ଼ଓଷା ...

ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର

Deviprasad Mohanty Picture
Published On

ଆଠଗଡ଼: ଧବଳେଶ୍ଵରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ବାବା ଧବଳେଶ୍ଵରଙ୍କ ପୀଠରେ ଆଜି ପାଳିତ ହେଉଛି ତୃତୀୟ ପଞ୍ଚକ ସହ ବଡ଼ଓଷା। ରାତ୍ର ଚାରିଟାରୁ ପହଡ ଖୋଲାଯାଇ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର ।  ଆଜି ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ସୁରକ୍ଷା ଦୃଷ୍ଟିରୁ ୩ ଆଡ଼ିଶିନାଲ ଏସପି, ୮ ଡିଏସପି, ୨୦ ଆଇଆଇସି ଙ୍କ ସହ ପନ୍ଦର ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ।  ମନ୍ଦିର ପୀଠ ମଧ୍ୟରେ ଓ ବାହାରେ ଜଗି ରହିଛି ୩୨ ଟି ସିସି କ୍ୟାମେରା  ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

03 Nov 2025 By Deviprasad Mohanty

ବାବା ଧବଳେଶ୍ଵରଙ୍କ ପୀଠରେ ଆଜି ପାଳିତ ହେଉଛି ବଡ଼ଓଷା ...

ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର

ଆଠଗଡ଼: ଧବଳେଶ୍ଵରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ବାବା ଧବଳେଶ୍ଵରଙ୍କ ପୀଠରେ ଆଜି ପାଳିତ ହେଉଛି ତୃତୀୟ ପଞ୍ଚକ ସହ ବଡ଼ଓଷା। ରାତ୍ର ଚାରିଟାରୁ ପହଡ ଖୋଲାଯାଇ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର ।  ଆଜି ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ସୁରକ୍ଷା ଦୃଷ୍ଟିରୁ ୩ ଆଡ଼ିଶିନାଲ ଏସପି, ୮ ଡିଏସପି, ୨୦ ଆଇଆଇସି ଙ୍କ ସହ ପନ୍ଦର ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ।  ମନ୍ଦିର ପୀଠ ମଧ୍ୟରେ ଓ ବାହାରେ ଜଗି ରହିଛି ୩୨ ଟି ସିସି କ୍ୟାମେରା  ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର