ଭଦ୍ରକ ତୋରଣପଦାରେ ପୋଲିସ ଉପରେ ଆକ୍ରମଣ, ମହିଳା କନେଷ୍ଟବଳଙ୍କ ସମେତ ୪ ଆହତ

The Sakala Picture
Published On

ଭଦ୍ରକ: ଭଦ୍ରକ ତୋରଣପଦାରେ ପୋଲିସ ଉପରେ ଆକ୍ରମଣ । ଗ୍ରାମବାସୀଙ୍କ ଆକ୍ରମଣରେ ପୋଲିସ ହୋଇଛି ଲହୁଲୁହାଣ । ଆକ୍ରମଣରେ ସାବରଙ୍ଗ ଥାନାର ମହିଳା କନେଷ୍ଟବଳଙ୍କ ସମେତ ୪ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଦୁଇ ଗୋଷ୍ଠି ସଂଘର୍ଷର ତଦନ୍ତ ପାଇଁ ସାବରଙ୍ଗ ଥାନା ପୋଲିସ ତୋରଣପଦା ଯାଇଥିବାବେଳେ ଆକ୍ରମଣ ହୋଇଛି । ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବାବେଳେ ଅଭିଯୁକ୍ତର ପରିବାର ଲୋକଙ୍କ ସହ ଗ୍ରାମବାସୀଙ୍କ ଆକ୍ରମଣରେ ୪ ପୋଲିସ କନେଷ୍ଟବଳ ଆହତ ହୋଇଛନ୍ତି […]

ଭଦ୍ରକ: ଭଦ୍ରକ ତୋରଣପଦାରେ ପୋଲିସ ଉପରେ ଆକ୍ରମଣ । ଗ୍ରାମବାସୀଙ୍କ ଆକ୍ରମଣରେ ପୋଲିସ ହୋଇଛି ଲହୁଲୁହାଣ । ଆକ୍ରମଣରେ ସାବରଙ୍ଗ ଥାନାର ମହିଳା କନେଷ୍ଟବଳଙ୍କ ସମେତ ୪ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଦୁଇ ଗୋଷ୍ଠି ସଂଘର୍ଷର ତଦନ୍ତ ପାଇଁ ସାବରଙ୍ଗ ଥାନା ପୋଲିସ ତୋରଣପଦା ଯାଇଥିବାବେଳେ ଆକ୍ରମଣ ହୋଇଛି । ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବାବେଳେ ଅଭିଯୁକ୍ତର ପରିବାର ଲୋକଙ୍କ ସହ ଗ୍ରାମବାସୀଙ୍କ ଆକ୍ରମଣରେ ୪ ପୋଲିସ କନେଷ୍ଟବଳ ଆହତ ହୋଇଛନ୍ତି । ଅଭିଯୁକ୍ତ ନାମରେ ଆଗରୁ ମଧ୍ୟ ଅଭିଯୋଗ ଥିଲା ବୋଲି ସୂଚନା ମିଳିଛି । ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ୩ ମହିଳା ଅଟକ ଅଛନ୍ତି ।

ଆହୁରି ପଢ଼ନ୍ତୁ: ମେଟ୍ରୋ ପ୍ରକଳ୍ପ ବାତିଲ୍‌‌ ନିଷ୍ପତ୍ତିକୁ ନେଇ ବିଜେଡିର ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କର କୁଶ ପୁତ୍ତଳିକା ଦାହ

07 Aug 2021 By The Sakala

ଭଦ୍ରକ ତୋରଣପଦାରେ ପୋଲିସ ଉପରେ ଆକ୍ରମଣ, ମହିଳା କନେଷ୍ଟବଳଙ୍କ ସମେତ ୪ ଆହତ

ଭଦ୍ରକ: ଭଦ୍ରକ ତୋରଣପଦାରେ ପୋଲିସ ଉପରେ ଆକ୍ରମଣ । ଗ୍ରାମବାସୀଙ୍କ ଆକ୍ରମଣରେ ପୋଲିସ ହୋଇଛି ଲହୁଲୁହାଣ । ଆକ୍ରମଣରେ ସାବରଙ୍ଗ ଥାନାର ମହିଳା କନେଷ୍ଟବଳଙ୍କ ସମେତ ୪ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଦୁଇ ଗୋଷ୍ଠି ସଂଘର୍ଷର ତଦନ୍ତ ପାଇଁ ସାବରଙ୍ଗ ଥାନା ପୋଲିସ ତୋରଣପଦା ଯାଇଥିବାବେଳେ ଆକ୍ରମଣ ହୋଇଛି । ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବାବେଳେ ଅଭିଯୁକ୍ତର ପରିବାର ଲୋକଙ୍କ ସହ ଗ୍ରାମବାସୀଙ୍କ ଆକ୍ରମଣରେ ୪ ପୋଲିସ କନେଷ୍ଟବଳ ଆହତ ହୋଇଛନ୍ତି । ଅଭିଯୁକ୍ତ ନାମରେ ଆଗରୁ ମଧ୍ୟ ଅଭିଯୋଗ ଥିଲା ବୋଲି ସୂଚନା ମିଳିଛି । ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ୩ ମହିଳା ଅଟକ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର