ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆଷ୍ଟ୍ରୋ ସେମିନାର ଆଣ୍ଡ ଷ୍ଟାର ଆର୍ଚିଭ ଅୱାର୍ଡ 2025: 'ଯ୍ୟୋତିଷ ରତ୍ନ ଅୱାର୍ଡ'ରେ ସମ୍ମାନିତ ହେଲେ ଡ. ଅଶ୍ୱିନୀ କୁମାର ପଣ୍ଡା...

Deviprasad Mohanty Picture
Published On

ନୂଆଦିଲ୍ଲୀ: ଜ୍ୟୋତିଷ ଶିକ୍ଷା କ୍ଷେତ୍ରରେ ଦୀର୍ଘଦିନର ଅବଦାନ, ସତ୍ୟନିଷ୍ଠ କାର୍ଯ୍ୟଶୈଳୀ ଓ ଗବେଷଣାମୂଳକ ପାଇଁ ଆଷ୍ଟ୍ରୋ ସେମିନାର ଆଣ୍ଡ ଷ୍ଟାର ଆର୍ଚିଭ ଅୱାର୍ଡ 2025 ରେ ‘ଯ୍ୟୋତିଷ ରତ୍ନ ଅୱାର୍ଡ’ ସମ୍ମାନିତ ହୋଇଛନ୍ତି ଡ. ଅଶ୍ୱିନୀ କୁମାର ପଣ୍ଡା। ଏହି ସମ୍ମାନକୁ ଅଧିକ ଗୌରବମୟ କରିଥିଲେ ବଲିଉଡ୍ ତାରକା, ସମାଜସେବୀ ଓ ଦେଶବ୍ୟାପୀ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସୋନୁ ସୁଦ୍। ଏହି କାର୍ଯ୍ୟକ୍ରମଟି ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା।  ଯେଉଁଠାରେ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ। ଡ. ପଣ୍ଡାଙ୍କ ସଠିକ୍ ହୋରୋସ୍କୋପ ବିଶ୍ଲେଷଣ, ପାରମ୍ପରିକ ଓ ବିଜ୍ଞାନମୂଳକ ଜ୍ୟୋତିଷ ତଥ୍ୟ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। 

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

ସମ୍ମାନ ପ୍ରାପ୍ତି ପରେ ଡ. ଅଶ୍ୱିନୀ କୁମାର ପଣ୍ଡା କହିଥିଲେ ଯେ, ଏହି ଅୱାର୍ଡ ମୋ ପାଇଁ ଅଧିକ ଦାୟିତ୍ୱ ଓ ପ୍ରେରଣା। ସୋନୁ ସୁଦଙ୍କ ହାତରୁ ସମ୍ମାନ ପାଇବା ମୋ ପାଇଁ ବିଶେଷ ସଫଳତାର ବିଷୟ।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

16 Nov 2025 By Deviprasad Mohanty

ଆଷ୍ଟ୍ରୋ ସେମିନାର ଆଣ୍ଡ ଷ୍ଟାର ଆର୍ଚିଭ ଅୱାର୍ଡ 2025: 'ଯ୍ୟୋତିଷ ରତ୍ନ ଅୱାର୍ଡ'ରେ ସମ୍ମାନିତ ହେଲେ ଡ. ଅଶ୍ୱିନୀ କୁମାର ପଣ୍ଡା...

ନୂଆଦିଲ୍ଲୀ: ଜ୍ୟୋତିଷ ଶିକ୍ଷା କ୍ଷେତ୍ରରେ ଦୀର୍ଘଦିନର ଅବଦାନ, ସତ୍ୟନିଷ୍ଠ କାର୍ଯ୍ୟଶୈଳୀ ଓ ଗବେଷଣାମୂଳକ ପାଇଁ ଆଷ୍ଟ୍ରୋ ସେମିନାର ଆଣ୍ଡ ଷ୍ଟାର ଆର୍ଚିଭ ଅୱାର୍ଡ 2025 ରେ ‘ଯ୍ୟୋତିଷ ରତ୍ନ ଅୱାର୍ଡ’ ସମ୍ମାନିତ ହୋଇଛନ୍ତି ଡ. ଅଶ୍ୱିନୀ କୁମାର ପଣ୍ଡା। ଏହି ସମ୍ମାନକୁ ଅଧିକ ଗୌରବମୟ କରିଥିଲେ ବଲିଉଡ୍ ତାରକା, ସମାଜସେବୀ ଓ ଦେଶବ୍ୟାପୀ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସୋନୁ ସୁଦ୍। ଏହି କାର୍ଯ୍ୟକ୍ରମଟି ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା।  ଯେଉଁଠାରେ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ। ଡ. ପଣ୍ଡାଙ୍କ ସଠିକ୍ ହୋରୋସ୍କୋପ ବିଶ୍ଲେଷଣ, ପାରମ୍ପରିକ ଓ ବିଜ୍ଞାନମୂଳକ ଜ୍ୟୋତିଷ ତଥ୍ୟ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। 

ସମ୍ମାନ ପ୍ରାପ୍ତି ପରେ ଡ. ଅଶ୍ୱିନୀ କୁମାର ପଣ୍ଡା କହିଥିଲେ ଯେ, ଏହି ଅୱାର୍ଡ ମୋ ପାଇଁ ଅଧିକ ଦାୟିତ୍ୱ ଓ ପ୍ରେରଣା। ସୋନୁ ସୁଦଙ୍କ ହାତରୁ ସମ୍ମାନ ପାଇବା ମୋ ପାଇଁ ବିଶେଷ ସଫଳତାର ବିଷୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର