ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପାଇଁ ପୁରୀରେ ପହଞ୍ଚିଲେ ୩ଜଣିଆ ଏଏସଆଇ ଟିମ୍

The Sakala Picture
Published On

ପୁରୀ: ପୁରୀରେ ତିନି ଜଣିଆ ଏଏସଆଇ ଟିମ୍ ପହଞ୍ଚିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପାଇଁ ଏଏସଆଇ ଟିମ୍‌ ପହଞ୍ଚିଛି। ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲିପ ଖମାରୀ, ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ପୁରୀ ଜିଲ୍ଲାପାଳଙ୍କ ସହିତ ପୂର୍ତ୍ତ ବିଭାଗ ଟିମ, OBCC ଓ କରିଡର ନିର୍ମାଣକାରୀ ସଂସ୍ଥା ମଧ୍ୟ ଉପସ୍ଥିତ ଅଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ […]

ପୁରୀ: ପୁରୀରେ ତିନି ଜଣିଆ ଏଏସଆଇ ଟିମ୍ ପହଞ୍ଚିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପାଇଁ ଏଏସଆଇ ଟିମ୍‌ ପହଞ୍ଚିଛି। ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲିପ ଖମାରୀ, ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ପୁରୀ ଜିଲ୍ଲାପାଳଙ୍କ ସହିତ ପୂର୍ତ୍ତ ବିଭାଗ ଟିମ, OBCC ଓ କରିଡର ନିର୍ମାଣକାରୀ ସଂସ୍ଥା ମଧ୍ୟ ଉପସ୍ଥିତ ଅଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଯୁଗ୍ମ ଟିମ୍ ଦ୍ୱାରା ଚାଲିଛି ସମୀକ୍ଷା । ଅନୁଧ୍ୟାନ କରିବା ପରେ ଆସନ୍ତା ୯ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବ ଏଏସଆଇ ଟିମ୍ ।

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲା ପ୍ରେମିକ, ବାନ୍ଧିଲା ପୋଲିସ

ଟିମର ସଦସ୍ୟମାନେ ନିର୍ମାଣ କରାଯାଇଥିବା ପିଲର ଓ ତା’ର ମୋଟେଇ ଉଚ୍ଚତା, ଗଭୀରତା ତଥା ଏଥିରେ ବ୍ୟବହୃତ ସାମଗ୍ରୀ ଯାଞ୍ଚ କରିଛନ୍ତି । କରାଯାଇଥିବା ସମସ୍ତ ଯାଞ୍ଚ ପ୍ରକ୍ରିୟାର ଲିଖିତ ଭାବେ ସଂଗ୍ରହ କରାଯାଇଥିବା ବେଳେ ମେସିନ ମାଧ୍ୟମରେ ଯାଞ୍ଚ କରିଥିବା ପରିଲିକ୍ଷିତ ହୋଇଛି । ଟିମ୍, ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଭକ୍ତ ନିବାସରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ତେବେ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯିବାକୁ ଥିବାରୁ ଅନୁଧ୍ୟାନ ସମ୍ପର୍କରେ ଅଧିକ କିଛି ସୂଚନା ଦେଇନାହାଁନ୍ତି ଏଏସଆଇ ଅଧିକାରୀ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ: ଜୁନ ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

01 May 2022 By The Sakala

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପାଇଁ ପୁରୀରେ ପହଞ୍ଚିଲେ ୩ଜଣିଆ ଏଏସଆଇ ଟିମ୍

ପୁରୀ: ପୁରୀରେ ତିନି ଜଣିଆ ଏଏସଆଇ ଟିମ୍ ପହଞ୍ଚିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପାଇଁ ଏଏସଆଇ ଟିମ୍‌ ପହଞ୍ଚିଛି। ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲିପ ଖମାରୀ, ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ପୁରୀ ଜିଲ୍ଲାପାଳଙ୍କ ସହିତ ପୂର୍ତ୍ତ ବିଭାଗ ଟିମ, OBCC ଓ କରିଡର ନିର୍ମାଣକାରୀ ସଂସ୍ଥା ମଧ୍ୟ ଉପସ୍ଥିତ ଅଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଯୁଗ୍ମ ଟିମ୍ ଦ୍ୱାରା ଚାଲିଛି ସମୀକ୍ଷା । ଅନୁଧ୍ୟାନ କରିବା ପରେ ଆସନ୍ତା ୯ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବ ଏଏସଆଇ ଟିମ୍ ।

ଟିମର ସଦସ୍ୟମାନେ ନିର୍ମାଣ କରାଯାଇଥିବା ପିଲର ଓ ତା’ର ମୋଟେଇ ଉଚ୍ଚତା, ଗଭୀରତା ତଥା ଏଥିରେ ବ୍ୟବହୃତ ସାମଗ୍ରୀ ଯାଞ୍ଚ କରିଛନ୍ତି । କରାଯାଇଥିବା ସମସ୍ତ ଯାଞ୍ଚ ପ୍ରକ୍ରିୟାର ଲିଖିତ ଭାବେ ସଂଗ୍ରହ କରାଯାଇଥିବା ବେଳେ ମେସିନ ମାଧ୍ୟମରେ ଯାଞ୍ଚ କରିଥିବା ପରିଲିକ୍ଷିତ ହୋଇଛି । ଟିମ୍, ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଭକ୍ତ ନିବାସରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ତେବେ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯିବାକୁ ଥିବାରୁ ଅନୁଧ୍ୟାନ ସମ୍ପର୍କରେ ଅଧିକ କିଛି ସୂଚନା ଦେଇନାହାଁନ୍ତି ଏଏସଆଇ ଅଧିକାରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର