ଦେବଗଡ଼ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଦେବଗଡ଼: ଦେବଗଡ଼ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ପ୍ରାୟ ୭୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶନିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇ, ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତ ଓ ବିଜୁଳି ଆଦି ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି । ଏଥିସହିତ ୫-ଟି ଅଧିନରେ ରାଜ୍ୟରେ ସମସ୍ତ ସ୍କୁଲର ରୂପାନ୍ତର […]

ଦେବଗଡ଼: ଦେବଗଡ଼ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ପ୍ରାୟ ୭୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶନିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇ, ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତ ଓ ବିଜୁଳି ଆଦି ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି । ଏଥିସହିତ ୫-ଟି ଅଧିନରେ ରାଜ୍ୟରେ ସମସ୍ତ ସ୍କୁଲର ରୂପାନ୍ତର କାର୍ଯ୍ୟ ଚାଲୁଥିବା ବେଳେ ଦେବଗଡ଼ ଜିଲ୍ଲାର ମଧ୍ୟ ସମସ୍ତ ସରକାରୀ ସ୍କୁଲର ରୂପାନ୍ତର କାର୍ଯ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଗା ପାଇପ ଲାଇନ୍ ପ୍ରକଳ୍ପ,୩୦୦ ବେଡ୍ ହସ୍ପିଟାଲ ପାଇଁ ମଧ୍ୟ ଶିଳାନ୍ୟାସ କରିଥିବା ବେଳେ ଠିକ୍ ସମୟରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଏସ୍‌କେଓ୍ୱା ଯୋଜନା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏଯାବତ୍ ମୋଟ ୧୦ ଲକ୍ଷ ପରିବାର ବିଏସ୍‌କେଓ୍ୱାଇ କାର୍ଡ ପାଇସାରିଛନ୍ତି । ଏବଂ ସେପ୍ୱେମ୍ୱର ମାସ ଠାରୁ ଏଯାବତ୍ ପ୍ରାୟ ୧୦ ହଜାର ହିତାଧିକାରୀ ଏହି କାର୍ଡ ଦ୍ୱାରା ନିଜର ମାଗଣା ଚିକିତ୍ସା କରାଇପାରିଥିବା ବେଳେ ଦେବଗଡ଼ ଜିଲ୍ଲାରେ ୨ଲକ୍ଷ ୭୦ ହଜାର ଲୋକେ ଏହି କାର୍ଡ ପାଇବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚିକିତ୍ସା ପାଇଁ ଏହି କାର୍ଡ ହିଁ ହେବ ସବୁଠାରୁ ବଡ଼ ସାଥି । ଅନ୍ୟ କୌଣସି କାଗଜପତ୍ରର ଆବଶ୍ୟକତାର ପଡ଼ିବ ନାହିଁ । ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ, ଅର୍ଥାତ ରାଜ୍ୟର ସାଢ଼େ ୩କୋଟି ଲୋକେ ଏହି ସ୍ମାର୍ଟକାର୍ଡ ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

09 Oct 2021 By The Sakala

ଦେବଗଡ଼ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦେବଗଡ଼: ଦେବଗଡ଼ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ପ୍ରାୟ ୭୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶନିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇ, ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତ ଓ ବିଜୁଳି ଆଦି ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି । ଏଥିସହିତ ୫-ଟି ଅଧିନରେ ରାଜ୍ୟରେ ସମସ୍ତ ସ୍କୁଲର ରୂପାନ୍ତର କାର୍ଯ୍ୟ ଚାଲୁଥିବା ବେଳେ ଦେବଗଡ଼ ଜିଲ୍ଲାର ମଧ୍ୟ ସମସ୍ତ ସରକାରୀ ସ୍କୁଲର ରୂପାନ୍ତର କାର୍ଯ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଗା ପାଇପ ଲାଇନ୍ ପ୍ରକଳ୍ପ,୩୦୦ ବେଡ୍ ହସ୍ପିଟାଲ ପାଇଁ ମଧ୍ୟ ଶିଳାନ୍ୟାସ କରିଥିବା ବେଳେ ଠିକ୍ ସମୟରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଏସ୍‌କେଓ୍ୱା ଯୋଜନା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏଯାବତ୍ ମୋଟ ୧୦ ଲକ୍ଷ ପରିବାର ବିଏସ୍‌କେଓ୍ୱାଇ କାର୍ଡ ପାଇସାରିଛନ୍ତି । ଏବଂ ସେପ୍ୱେମ୍ୱର ମାସ ଠାରୁ ଏଯାବତ୍ ପ୍ରାୟ ୧୦ ହଜାର ହିତାଧିକାରୀ ଏହି କାର୍ଡ ଦ୍ୱାରା ନିଜର ମାଗଣା ଚିକିତ୍ସା କରାଇପାରିଥିବା ବେଳେ ଦେବଗଡ଼ ଜିଲ୍ଲାରେ ୨ଲକ୍ଷ ୭୦ ହଜାର ଲୋକେ ଏହି କାର୍ଡ ପାଇବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚିକିତ୍ସା ପାଇଁ ଏହି କାର୍ଡ ହିଁ ହେବ ସବୁଠାରୁ ବଡ଼ ସାଥି । ଅନ୍ୟ କୌଣସି କାଗଜପତ୍ରର ଆବଶ୍ୟକତାର ପଡ଼ିବ ନାହିଁ । ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ, ଅର୍ଥାତ ରାଜ୍ୟର ସାଢ଼େ ୩କୋଟି ଲୋକେ ଏହି ସ୍ମାର୍ଟକାର୍ଡ ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

https://www.thesakala.in/latest-odisha-news/biju-health-welfare-schemes-launched-in-deogarh/article-5979
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର