କଳା ପଲସର ଆତଙ୍କ, ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

The Sakala Picture
Published On

କାମାକ୍ଷାନଗର: କାମାକ୍ଷାନଗର ଏନ୍ଏସିରେ କଳା ପଲସରର ଆତଙ୍କ ଦେଖାଦେଇଥିବା ବେଳେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଜନୈକ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ୨ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଛନ୍ତି। ମଢ଼ି ସାହିର ସରବ ବିଶ୍ୱାଳ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇଥିଲେ। ଏହି ଟଙ୍କାକୁ ଏକ ଫାଇଲ ଭିତରେ ଧରି ଚାଲି ଚାଲି ଫେରୁଥିବା ବେଳେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇଜଣ ଲୁଟେରା ଏକ କଳା ରଙ୍ଗର ପଲସରରେ ଆସି ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିବା […]

କାମାକ୍ଷାନଗର: କାମାକ୍ଷାନଗର ଏନ୍ଏସିରେ କଳା ପଲସରର ଆତଙ୍କ ଦେଖାଦେଇଥିବା ବେଳେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଜନୈକ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ୨ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଛନ୍ତି। ମଢ଼ି ସାହିର ସରବ ବିଶ୍ୱାଳ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇଥିଲେ। ଏହି ଟଙ୍କାକୁ ଏକ ଫାଇଲ ଭିତରେ ଧରି ଚାଲି ଚାଲି ଫେରୁଥିବା ବେଳେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇଜଣ ଲୁଟେରା ଏକ କଳା ରଙ୍ଗର ପଲସରରେ ଆସି ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିବା ଜଣାପଡିଛି। ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସହରରେ ଓ ବ୍ୟାଙ୍କ ସମ୍ମୁଖରେ ଲାଗିଥିବା ସିସି ଟିଭିକୁ ଯାଞ୍ଚ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

04 Oct 2021 By The Sakala

କଳା ପଲସର ଆତଙ୍କ, ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କାମାକ୍ଷାନଗର: କାମାକ୍ଷାନଗର ଏନ୍ଏସିରେ କଳା ପଲସରର ଆତଙ୍କ ଦେଖାଦେଇଥିବା ବେଳେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଜନୈକ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ୨ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଛନ୍ତି। ମଢ଼ି ସାହିର ସରବ ବିଶ୍ୱାଳ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇଥିଲେ। ଏହି ଟଙ୍କାକୁ ଏକ ଫାଇଲ ଭିତରେ ଧରି ଚାଲି ଚାଲି ଫେରୁଥିବା ବେଳେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇଜଣ ଲୁଟେରା ଏକ କଳା ରଙ୍ଗର ପଲସରରେ ଆସି ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିବା ଜଣାପଡିଛି। ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସହରରେ ଓ ବ୍ୟାଙ୍କ ସମ୍ମୁଖରେ ଲାଗିଥିବା ସିସି ଟିଭିକୁ ଯାଞ୍ଚ ଆରମ୍ଭ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର