ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିନା ମହିଳା ହକି ଟିମ୍‌ର ଅଲିମ୍ପିକ୍ସ ଯାତ୍ରା ସମ୍ଭବ ହୋଇନଥାନ୍ତା- ମହିଳା ହକି ଟିମ୍‌ର କ୍ୟାପଟେନ୍‌

The Sakala Picture
Published On

ଭୁବନେଶ୍ୱର: ନବୀନଙ୍କ ବିନା ମହିଳା ହକି ଟିମ୍‌ର ଅଲିମ୍ପିକ୍ସ ଯାତ୍ରା ସମ୍ଭବ ହୋଇନଥାନ୍ତା । ତାଙ୍କର ସହଯୋଗ ଏବଂ ପଥ ପ୍ରଦର୍ଶକ ପାଇଁ ଅଲିମ୍ପିକ୍ସରେ ଖେଳିବାକୁ ସୁଯୋଗ ମିଳିଥିଲା ବୋଲି କହିଛନ୍ତି ମହିଳା ହକି ଟିମ୍‌ର କ୍ୟାପଟେନ୍‌ ରାଣୀ ରାମପାଲ୍‌ । ମହିଳାଙ୍କର ଯୋଗ୍ୟତା ଉପରେ ବିଶ୍ୱାସ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏପଟେ ସଂସଦର ଷ୍ଟାଣ୍ଡିଂ କମିଟିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରାଯାଇଛି । ହକି ଇଣ୍ଡିଆକୁ ପ୍ରୋତ୍ସାହନ ପାଇଁ ସଂସଦରେ ନବୀନଙ୍କ ଜୟଗାନ […]

ଭୁବନେଶ୍ୱର: ନବୀନଙ୍କ ବିନା ମହିଳା ହକି ଟିମ୍‌ର ଅଲିମ୍ପିକ୍ସ ଯାତ୍ରା ସମ୍ଭବ ହୋଇନଥାନ୍ତା । ତାଙ୍କର ସହଯୋଗ ଏବଂ ପଥ ପ୍ରଦର୍ଶକ ପାଇଁ ଅଲିମ୍ପିକ୍ସରେ ଖେଳିବାକୁ ସୁଯୋଗ ମିଳିଥିଲା ବୋଲି କହିଛନ୍ତି ମହିଳା ହକି ଟିମ୍‌ର କ୍ୟାପଟେନ୍‌ ରାଣୀ ରାମପାଲ୍‌ । ମହିଳାଙ୍କର ଯୋଗ୍ୟତା ଉପରେ ବିଶ୍ୱାସ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏପଟେ ସଂସଦର ଷ୍ଟାଣ୍ଡିଂ କମିଟିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ହକି ଇଣ୍ଡିଆକୁ ପ୍ରୋତ୍ସାହନ ପାଇଁ ସଂସଦରେ ନବୀନଙ୍କ ଜୟଗାନ କରାଯାଇଛି । ରାଜ୍ୟ ସରକାରଙ୍କ ଅନବରତ ସହଯୋଗ ପାଇଁ ଭାରତୀୟ ହକି ଆଶାତୀତ ସଫଳତା ପାଉଛି । ୨୦୧୮ରୁ ଭାରତୀୟ ହକିର ପ୍ରାୟୋଜକ ଅଛି ଓଡ଼ିଶା । ହକି ପ୍ରତି ଓଡିଶାର ପ୍ରୋତ୍ସାହନ ଫଳରେ ହକିର ଉନ୍ନତି ଘଟିଛି । ଗୋଟେପଟେ ଅଲିମ୍ପିକ୍ସରେ ଯେତେବେଳେ ଉଭୟ ପୁରୁଷ ଓ ମହିଳା ହକି ଦଳ ଦୀର୍ଘ ୪୧ ବର୍ଷର ଇତିହାସକୁ ଅକ୍ତିଆର କରିଛି, ସେହି ସମୟରେ ସମସ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

06 Aug 2021 By The Sakala

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିନା ମହିଳା ହକି ଟିମ୍‌ର ଅଲିମ୍ପିକ୍ସ ଯାତ୍ରା ସମ୍ଭବ ହୋଇନଥାନ୍ତା- ମହିଳା ହକି ଟିମ୍‌ର କ୍ୟାପଟେନ୍‌

ଭୁବନେଶ୍ୱର: ନବୀନଙ୍କ ବିନା ମହିଳା ହକି ଟିମ୍‌ର ଅଲିମ୍ପିକ୍ସ ଯାତ୍ରା ସମ୍ଭବ ହୋଇନଥାନ୍ତା । ତାଙ୍କର ସହଯୋଗ ଏବଂ ପଥ ପ୍ରଦର୍ଶକ ପାଇଁ ଅଲିମ୍ପିକ୍ସରେ ଖେଳିବାକୁ ସୁଯୋଗ ମିଳିଥିଲା ବୋଲି କହିଛନ୍ତି ମହିଳା ହକି ଟିମ୍‌ର କ୍ୟାପଟେନ୍‌ ରାଣୀ ରାମପାଲ୍‌ । ମହିଳାଙ୍କର ଯୋଗ୍ୟତା ଉପରେ ବିଶ୍ୱାସ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏପଟେ ସଂସଦର ଷ୍ଟାଣ୍ଡିଂ କମିଟିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରାଯାଇଛି ।

ହକି ଇଣ୍ଡିଆକୁ ପ୍ରୋତ୍ସାହନ ପାଇଁ ସଂସଦରେ ନବୀନଙ୍କ ଜୟଗାନ କରାଯାଇଛି । ରାଜ୍ୟ ସରକାରଙ୍କ ଅନବରତ ସହଯୋଗ ପାଇଁ ଭାରତୀୟ ହକି ଆଶାତୀତ ସଫଳତା ପାଉଛି । ୨୦୧୮ରୁ ଭାରତୀୟ ହକିର ପ୍ରାୟୋଜକ ଅଛି ଓଡ଼ିଶା । ହକି ପ୍ରତି ଓଡିଶାର ପ୍ରୋତ୍ସାହନ ଫଳରେ ହକିର ଉନ୍ନତି ଘଟିଛି । ଗୋଟେପଟେ ଅଲିମ୍ପିକ୍ସରେ ଯେତେବେଳେ ଉଭୟ ପୁରୁଷ ଓ ମହିଳା ହକି ଦଳ ଦୀର୍ଘ ୪୧ ବର୍ଷର ଇତିହାସକୁ ଅକ୍ତିଆର କରିଛି, ସେହି ସମୟରେ ସମସ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର