କ୍ରାଇମବ୍ରାଞ୍ଚ STF ପଞ୍ଝାରେ ବଜ୍ରକାପ୍ତା ରାକେଟ; ଗୋଟିଏ ବଜ୍ରକାପ୍ତା ଉଦ୍ଧାର, ୩ ଗିରଫ

The Sakala Picture
Published On

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ STF ପଞ୍ଝାରେ ବଜ୍ରକାପ୍ତା ରାକେଟ । କଳିଙ୍ଗ ଷ୍ଟୁଡିଓ ଛକରେ ଡିଲ୍ ଚାଲିଥିବା ବେଳେ ଚୋରା ବେପାରୀଙ୍କୁ ଧରିବା ସହ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ । ଏହା ସହିତ ୩ ଜଣ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ୫ ଲକ୍ଷ ଟଙ୍କାର ଡିଲ୍ ହେଉଥିବା ବେଳେ ମାଡି ବସିଲା ଏସଟିଏଫ । ଜଗତସିଂହପୁରରୁ ଭୁବନେଶ୍ୱର ଆସିଥିଲା ବଜ୍ରକାପ୍ତା । ଜବତ ଜୀବନ୍ତ ବଜ୍ରକାପ୍ତାକୁ ଚନ୍ଦକା ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । […]

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ STF ପଞ୍ଝାରେ ବଜ୍ରକାପ୍ତା ରାକେଟ । କଳିଙ୍ଗ ଷ୍ଟୁଡିଓ ଛକରେ ଡିଲ୍ ଚାଲିଥିବା ବେଳେ ଚୋରା ବେପାରୀଙ୍କୁ ଧରିବା ସହ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ । ଏହା ସହିତ ୩ ଜଣ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ୫ ଲକ୍ଷ ଟଙ୍କାର ଡିଲ୍ ହେଉଥିବା ବେଳେ ମାଡି ବସିଲା ଏସଟିଏଫ । ଜଗତସିଂହପୁରରୁ ଭୁବନେଶ୍ୱର ଆସିଥିଲା ବଜ୍ରକାପ୍ତା । ଜବତ ଜୀବନ୍ତ ବଜ୍ରକାପ୍ତାକୁ ଚନ୍ଦକା ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ଏସଟିଏଫ ଦ୍ୱାରା ଗିରଫ ହୋଇଥିବା ଚୋରା ଚାଲାଣକାରୀମାନେ ହେଲେ କଟକ ଜିଲ୍ଲା କୋଟପଲ୍ଲାର ଚିତ୍ରସେନ ସାହୁ, ଭୁବନେଶ୍ୱର ପାତ୍ରପଡାର ଖଗେଶ୍ୱର ସାହୁ ଓ ଗଞ୍ଜାମ ଜିଲ୍ଲାର କଂସାମାରି ଅଞ୍ଚଳର ଭାଗିରଥୀ ବେହେରା । ଗିରଫଙ୍କ ମଧ୍ୟରୁ ଜଣେ ନିଜକୁ ଏହି ୱେବ୍ ସାମ୍ବାଦିକ ବୋଲି ପରିଚୟ ଦେଇଛନ୍ତି । ସେ ବନ୍ଧା ହେଲା ପରେ ସବୁ ଗମୁର ଖୋଲିଛନ୍ତି । ଅଟୋରେ ବଜ୍ରକାପ୍ତା ଅଣାଯାଉଥିଲା ବେଳେ ବାଇକରେ ସାମ୍ବାଦିକ ଜଣକ ଏସକର୍ଟ ଦେଉଥିଲେ । ରାକେଟ୍ ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛି ଏସଟିଏଫ୍ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

06 Aug 2021 By The Sakala

କ୍ରାଇମବ୍ରାଞ୍ଚ STF ପଞ୍ଝାରେ ବଜ୍ରକାପ୍ତା ରାକେଟ; ଗୋଟିଏ ବଜ୍ରକାପ୍ତା ଉଦ୍ଧାର, ୩ ଗିରଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ STF ପଞ୍ଝାରେ ବଜ୍ରକାପ୍ତା ରାକେଟ । କଳିଙ୍ଗ ଷ୍ଟୁଡିଓ ଛକରେ ଡିଲ୍ ଚାଲିଥିବା ବେଳେ ଚୋରା ବେପାରୀଙ୍କୁ ଧରିବା ସହ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ । ଏହା ସହିତ ୩ ଜଣ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ୫ ଲକ୍ଷ ଟଙ୍କାର ଡିଲ୍ ହେଉଥିବା ବେଳେ ମାଡି ବସିଲା ଏସଟିଏଫ । ଜଗତସିଂହପୁରରୁ ଭୁବନେଶ୍ୱର ଆସିଥିଲା ବଜ୍ରକାପ୍ତା । ଜବତ ଜୀବନ୍ତ ବଜ୍ରକାପ୍ତାକୁ ଚନ୍ଦକା ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ଏସଟିଏଫ ଦ୍ୱାରା ଗିରଫ ହୋଇଥିବା ଚୋରା ଚାଲାଣକାରୀମାନେ ହେଲେ କଟକ ଜିଲ୍ଲା କୋଟପଲ୍ଲାର ଚିତ୍ରସେନ ସାହୁ, ଭୁବନେଶ୍ୱର ପାତ୍ରପଡାର ଖଗେଶ୍ୱର ସାହୁ ଓ ଗଞ୍ଜାମ ଜିଲ୍ଲାର କଂସାମାରି ଅଞ୍ଚଳର ଭାଗିରଥୀ ବେହେରା । ଗିରଫଙ୍କ ମଧ୍ୟରୁ ଜଣେ ନିଜକୁ ଏହି ୱେବ୍ ସାମ୍ବାଦିକ ବୋଲି ପରିଚୟ ଦେଇଛନ୍ତି । ସେ ବନ୍ଧା ହେଲା ପରେ ସବୁ ଗମୁର ଖୋଲିଛନ୍ତି । ଅଟୋରେ ବଜ୍ରକାପ୍ତା ଅଣାଯାଉଥିଲା ବେଳେ ବାଇକରେ ସାମ୍ବାଦିକ ଜଣକ ଏସକର୍ଟ ଦେଉଥିଲେ । ରାକେଟ୍ ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛି ଏସଟିଏଫ୍ ।

https://www.thesakala.in/latest-odisha-news/live-pangolin-rescued-by-stf-in-bhubaneswar-3-arrested/article-4411
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର